| କେତକ ଆବଦ୍ଧ ଚିତ୍ର | Navodaya | Bruti Parikshya | Scholarship Exam | ORSP |

| କେତକ ଆବଦ୍ଧ ଚିତ୍ର | Navodaya | Bruti Parikshya | Scholarship Exam | ORSP |

Welcome To
Odisha Regional Study Point

We Allow the best exam preparation for SSC, RAILWAY ,BANKING, OSSC COMBINED EXAM ,CT,BED,OTET, OSSTET,ASO,RI,AMIN, DECE(IGNOU)   In ଓଡ଼ିଆ Language…

PDF TO PRACTICE

QUIZ TIME

0%
1 votes, 5 avg
18

ALL THE BEST TOPPERS


Created on

Bruti Parikshya – MATH

| କୋଣ ଓ କୋଣର ମାପ | Navodaya | Bruti Parikshya | Scholarship Exam | ORSP |

1 / 41

Category: MATH – Bruti (5th)

ଗୋଟିଏ ସରଳରେଖାରେ କେତୋଟି ପ୍ରାନ୍ତବିନ୍ଦୁ ଥାଏ ?

2 / 41

Category: MATH – Bruti (5th)

ବକ୍ରରେଖାର ଦୈର୍ଘ୍ୟ ମାପିବା ପାଇଁ କଣ ବ୍ୟବହାର କରାଯାଏ ?

3 / 41

Category: MATH – Bruti (5th)

4 / 41

Category: MATH – Bruti (5th)

ଯେଉଁ କୋଣର ପରିମାଣ ୪୫° , ତାହାକୁ କେଉଁ କୋଣ କୁହାଯାଏ ?

5 / 41

Category: MATH – Bruti (5th)

କେବଳ ସ୍କେଲ୍ ବ୍ୟବହାର କରି ନିମ୍ନସ୍ଥ କାହାର ଦୈର୍ଘ୍ୟ ମପା ଯାଇପାରିବ ?

6 / 41

Category: MATH – Bruti (5th)

ଯେଉଁ କୋଣର ପରିମାଣ ୯୦° ରୁ ଅଧିକ ଓ ୧୮୦° ରୁ କମ୍ ସେହି କୋଣକୁ କ’ଣ କୁହାଯାଏ ?

7 / 41

Category: MATH – Bruti (5th)

8 / 41

Category: MATH – Bruti (5th)

ବଗ ମାଛ ଖାଉଥିଲା ବେଳେ ତା’ର ଦୁଇ ଥଣ୍ଟ ମଧ୍ୟବର୍ତ୍ତୀ କୋଣଟି କି ପ୍ରକାର କୋଣ ଅଟେ ?

9 / 41

Category: MATH – Bruti (5th)

X ଅକ୍ଷରରେ କେତୋଟି କୋଣ ଅଛି ?

10 / 41

Category: MATH – Bruti (5th)

11 / 41

Category: MATH – Bruti (5th)

12 / 41

Category: MATH – Bruti (5th)

ଯେଉଁ ରେଖାଟି ଉଭୟ ଦିଗରେ ବିସ୍ତୃତ ମାତ୍ର ତାର ଆଦୌ ପ୍ରାନ୍ତବିନ୍ଦୁ ନାହିଁ ତାକୁ କଣ କୁହାଯାଏ ?

13 / 41

Category: MATH – Bruti (5th)

ଗୋଟିଏ ରଶ୍ମୀର କେତୋଟି ପ୍ରାନ୍ତବିନ୍ଦୁ ଅଛି ?

14 / 41

Category: MATH – Bruti (5th)

ଯେଉଁ ରେଖାର ଗୋଟିଏ ପ୍ରାନ୍ତବିନ୍ଦୁ ଅଛି , ଅନ୍ୟ ପ୍ରାନ୍ତବିନ୍ଦୁଟି ନିର୍ଦ୍ଦିଷ୍ହୋହୋଇନାହିଁ ତାକୁ କଣ କୁହାଯାଏ ?

15 / 41

Category: MATH – Bruti (5th)

‘L’ ଅକ୍ଷରରେ କେତୋଟି ସମକୋଣ ଅଛି ?

16 / 41

Category: MATH – Bruti (5th)

17 / 41

Category: MATH – Bruti (5th)

Z ଅକ୍ଷରରେ କେତୋଟି କୋଣ ଅଛି ?

18 / 41

Category: MATH – Bruti (5th)

19 / 41

Category: MATH – Bruti (5th)

20 / 41

Category: MATH – Bruti (5th)

ଯେଉଁ କୋଣର ପରିମାଣ ୧୨୯° ତାକୁ କି ପ୍ରକାର କୋଣ କହନ୍ତି ?

21 / 41

Category: MATH – Bruti (5th)

କ_______ଖା ଉକ୍ତ ଚିତ୍ରଟିକୁ କ’ଣ କୁହାଯାଏ ?

22 / 41

Category: MATH – Bruti (5th)

23 / 41

Category: MATH – Bruti (5th)

ଗୋଟିଏ ରେଖାଖଣ୍ଡରେ କେତୋଟି ପ୍ରାପ୍ତ ବିନ୍ଦୁ ଥାଏ ?

24 / 41

Category: MATH – Bruti (5th)

ଏକ ମୂଳବିନ୍ଦୁ ବିଶିଷ୍ଟ ଦୁଇଟି ଭିନ୍ନ ରଶ୍ମୀ ଦ୍ଵାରା ଗଠିତ ଚିତ୍ରକୁ କଣ କୁହନ୍ତି ?

25 / 41

Category: MATH – Bruti (5th)

26 / 41

Category: MATH – Bruti (5th)

27 / 41

Category: MATH – Bruti (5th)

ଯେଉଁ ରେଖାର ଦୁଇଟି – ପ୍ରାନ୍ତ ବିନ୍ଦୁ ଅଛି ତାକୁ କଣ କୁହାଯାଏ ?

28 / 41

Category: MATH – Bruti (5th)

29 / 41

Category: MATH – Bruti (5th)

ଯେଉଁ କୋଣର ପରିମାଣ ୯୦° ତାକୁ କି ପ୍ରକାର କୋଣ କହନ୍ତି ?

30 / 41

Category: MATH – Bruti (5th)

ଜ୍ୟାମିତି ବାକ୍ସରେ ଥିବା ଅର୍ଦ୍ଧବୃତ୍ତାକାର ଯନ୍ତ୍ରଟିକୁ କଣ କୁହନ୍ତି ?

31 / 41

Category: MATH – Bruti (5th)

32 / 41

Category: MATH – Bruti (5th)

ଚଢ଼େଇ ତା’ର ଥଣ୍ଟ ମେଲା କଲେ କଣ ସୃଷ୍ଟି ହୁଏ ?

33 / 41

Category: MATH – Bruti (5th)

କୋଣ ମାପିବା ପାଇଁ ଜ୍ୟାମିତି ବାକ୍ସର କେଉଁ ଯନ୍ତ୍ରଟି ତୁମେ ବ୍ୟବହାର କର ?

34 / 41

Category: MATH – Bruti (5th)

ସମକୋଣର  ପରିମାଣ କେତେ ?

35 / 41

Category: MATH – Bruti (5th)

ପ୍ରୋଟ୍ରାକ୍ଟରରେ କେଉଁଠାରୁ କେତେ ପର୍ଯ୍ୟନ୍ତ ଲିଖିତ ସଂଖ୍ୟା ଥାଏ ?

36 / 41

Category: MATH – Bruti (5th)

ଚ<     >ଛ ଏହି ଚିତ୍ରଟି ଉଭୟ ଦିଗରେ ବିସ୍ତୃତ । ଚଛ ରେଖାଖଣ୍ଡ ଏହାର ଅଂଶବିଶେଷ। ଏହି ଚିତ୍ରକୁ କଣ କୁହାଯାଏ?

37 / 41

Category: MATH – Bruti (5th)

38 / 41

Category: MATH – Bruti (5th)

କୋଣର ମାପକୁ କେଉଁ ଏକକରେ ପ୍ରକାଶ କରାଯାଏ ?

39 / 41

Category: MATH – Bruti (5th)

ଯେଉଁ କୋଣର ପରିମାଣ ୭୫° ତାକୁ କି ପ୍ରକାର କୋଣ କହନ୍ତି ?

40 / 41

Category: MATH – Bruti (5th)

କାଗଜ ପଷ୍ଠାରେ ଏକ ବୃତ୍ତ ଅଙ୍କନ କରିବା ପାଇଁ କଣ କଣ ଆବଶ୍ୟକ ?

41 / 41

Category: MATH – Bruti (5th)

Your score is

0%

Please rate this quiz

  • Pos.
    Name
    Score
    Duration
    Points
  • 1
    Semina Si
    80 %
    461 s
    33
  • 2
    Madhusmita Malla
    70 %
    789 s
    29
  • 3
    admin
    7 %
    53 s
    3

SSC MTS LIVE CLASS PLAYLIST

Related posts

Leave a Comment