PMST 2023 Answer Key (Available) – Download Question Paper with Answers

PMST 2023 Answer Key (Available) – Download Question Paper with Answers

Welcome To
Odisha Regional Study Point

We Allow the best exam preparation for SSC, RAILWAY ,BANKING, OSSC COMBINED EXAM ,CT,BED,OTET, OSSTET,ASO,RI,AMIN, DECE(IGNOU)   In ଓଡ଼ିଆ Language…

Once the PMST 2023 exam is completed, the answer key is released by the conducting body to provide candidates with correct answers to all the questions in the PMST 2023 question paper. By referring to the Pathani Samanta Mathematics Scholarship Test answer key 2023, candidates can compare their responses with the correct answers and calculate their estimated scores. The use of coaching centers or official PMST 2023 answer key is advisable to ensure that the answers are accurate. This estimated score can help candidates analyze their performance, predict their scores and rank, and anticipate their name on the scholarship list before the PMST result is declared. This approach can help candidates prepare for the next stage of the scholarship process and make informed decisions about their future.

PDF WITH COMPLEATE ANALYSIS

CLICK HERE

 

Quiz Time

Please Log in Before Quiz (Log in Link is in Top Menu)

0%
2 votes, 3 avg
127

ALL THE BEST TOPPERS


Created on

Pathani Samanta Mathematics Scholarship Test 2023 CLASS 6 | PMST 2023-24 | Ganita Medhabruti MOCK TEST |

TOTAL TIME – 3 HOURS

TOTAL QUESTION – 60 NOS

ALL THE BEST

1 / 60

3

Question Image

2 / 60

36036 ରେ ଥିବା ଦୁଇଟି 6 ର ସନ୍ତୀୟମାନ ର ବିୟୋଗଫଳ କେତେ

3 / 60

ଯେଉଁ କୋଣର ପରିମାଣ ୧୨୯° ତାକୁ କି ପ୍ରକାର କୋଣ କହନ୍ତି ?

4 / 60

13020 ରେ 3 ଓ 2 ର ସନ୍ତୀୟମାନ ର ଅନ୍ତରଫଳ କଣ

5 / 60

10 ରୁ 30 ମଧ୍ୟରେ ରହିଥିବା ଏକମାତ୍ର ପରିପୂର୍ଣ୍ଣ ସଂଖ୍ୟା ଟି କିଏ ?

6 / 60

ଚାରି ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଟି କେତେ ?

7 / 60

ଯେଉଁ କୋଣର ପରିମାଣ ୯୦° ତାକୁ କି ପ୍ରକାର କୋଣ କହନ୍ତି ?

8 / 60

7)କେଉଁ ନିମ୍ନତମ ସଂଖ୍ୟାକୁ 10, 15, 24 କିମ୍ବା 30 ଦ୍ଵାରା ଭାଗକଲେ ଭାଗଶେଷ ଶୂନ୍ୟ ରହିବ?

(1) 90
(2) 100
(3) 120
(4) 240

9 / 60

କେଉଁ ସଂଖ୍ୟା କୁ 12 ଦ୍ଵାରା ଭାଗ କଲେ ଭାଗଫଳ 25 ଓ ଭାଗଶେଷ 8 ରହିବ?

10 / 60

1

Question Image

11 / 60

ପାଞ୍ଚଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଓ ଚାରିଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାର ଯୋଗଫଳ କେତେ ହେବ?

12 / 60

25083 ରେ 8 ର ସ୍ଥାନୀୟ ମୂଲ୍ୟ ଓ ପ୍ରକୃତ ମୂଲ୍ୟ ମଧ୍ୟରେ ପ୍ରଭେଦ କେତେ ?

13 / 60

6

Question Image

14 / 60

ଚାରିଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାଟି କେତେ

15 / 60

ସତୁରି ହଜାର ସାତ କୁ ଅଙ୍କ ରେ ଲେଖ

16 / 60

ଗୋଟିଏ ରଶ୍ମୀର କେତୋଟି ପ୍ରାନ୍ତବିନ୍ଦୁ ଅଛି ?

17 / 60

1) 18 ଓ 45 ର ଗ.ସା.ଗୁ. କେତେ?

(1) 9
(2) 6
(3) 5
(4) 2

18 / 60

କେଉଁ ସଂଖ୍ୟା 40 ରୁ ଯେତେ ବେଶି, 72ରୁ ତା’ର 3 ଗୁଣ କମ୍ ?

19 / 60

4 ଟି କ୍ରମିକ ସଂଖ୍ୟାର ଯୋଗଫଳ 78। ତେବେ 1ମ ଓ 4ର୍ଥ ସଂଖ୍ୟାର ଯୋଗଫଳ କେତେ?

20 / 60

4)ଯଦି ଦୁଇଟି ସଂଖ୍ୟାର ଗ.ସା.ଗୁ. 15 ହୁଏ, ତେବେ ନିମ୍ନଲିଖିତ ସଂଖ୍ୟା ମଧ୍ୟରୁ କେଉଁଟି ଲ.ସା.ଗୁ. ହୋଇପାରେ?

(1) 40
(2) 45
(3) 100
(4) 200

21 / 60

5)ଯଦି ଦୁଇଟି ସଂଖ୍ୟାର ଗ.ସା.ଗୁ. ଓ ଲ.ସା.ଗୁ. ଯଥାକ୍ରମେ 14 ଏବଂ 280 ହୁଏ ଓ ଗୋଟିଏ ସଂଖ୍ୟା 70, ତେବେ ଅନ୍ୟ ସଂଖ୍ୟାଟି କେତେ?

(1) 40
(2) 45
(3) 56
(4) 200

22 / 60

10) କେଉଁ କ୍ଷୁଦ୍ରତମ ସଂଖ୍ୟାକୁ 42, 98 ଓ 70 ଦ୍ଵାରା ଭାଗକରାଯାଇ ପାରିବ?

(1) 1470
(2) 1740
(3) 1070
(4) 980

23 / 60

ସତୁରି ହଜାର ସାତ କୁ ଅଙ୍କ ରେ ଲେଖ

24 / 60

600007ରେ 6 ର ସ୍ଥାନୀୟମାନ କେତେ ?

25 / 60

38586 ରେ 8 ର ସ୍ଥାନୀୟମାନ ଦ୍ଵୟର ଗୁଣଫଳ କେତେ?

26 / 60

ଗୋଟିଏ ସରଳରେଖାରେ କେତୋଟି ପ୍ରାନ୍ତବିନ୍ଦୁ ଥାଏ ?

27 / 60

8) କେଉଁ ବୃହତ୍ତମ ସଂଖ୍ୟାଦ୍ୱାରା 140, 170 କିମ୍ବା 155 କୁ ଭାଗକଲେ ଭାଗଶେଷ 5 ରହିବ?

(1) 45
(2) 30
(3) 15
(4) 12

28 / 60

4, 5, 0 ଓ 3 କୁ ବ୍ୟବହାର କରି ( ଯେ କୌଣସି ଅଙ୍କକୁ ଦୁଇଥର ବ୍ୟବହାର କରାଯାଇ ପାରେ ) ଗଠିତ ପାଞ୍ଚ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାଟି ହେଲା –

29 / 60

2

Question Image

30 / 60

5

Question Image

31 / 60

2) 1,3,5,7 ଏବଂ 9 ର ଲ.ସା.ଗୁ. କେତେ?

(1) 63
(2) 945
(3) 315
(4) 105

32 / 60

1 ଓ 0 କୁ ବ୍ୟବହାର କରି ଗଠିତ ଚାରିଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା?

33 / 60

4

Question Image

34 / 60

87534 ରେ 7 ର ସ୍ତାନୀୟମାନ ପକୃତ ମୂଲ୍ୟ 7 ର କେତେ ଗୁଣ

35 / 60

875620 ରେ 7 ଓ 6 ମଧ୍ୟରେ ପ୍ରଭେଦ କେତେ?

36 / 60

3)45 ଓ 55 ର ଗ.ସା.ଗୁ. କେତେ?

(1) 9
(2) 5
(3) 3
(4) 11

37 / 60

4000 ର ନିକଟବର୍ତ୍ତୀ 10 ଟି ସଂଖ୍ୟା ର ଯୋଗଫଳ କେତେ ?

38 / 60

କୌଣସି ସ୍ଵାଭାବିକ ସଂଖ୍ୟା n ପାଇଁ ଏଥିମଧ୍ୟରୁ କେଉଁଟି ସତ୍ୟ?

39 / 60

ଦୁଇଟି ସଂଖ୍ୟାର ଯୋଗଫଳ 32। ସାନ ସଂଖ୍ୟା ବଡ ସଂଖ୍ୟାର ଅଧାରୁ 2 ବେଶି। ସଂଖ୍ୟା ଦୁଇଟି ସ୍ଥିର କର।

40 / 60

52 ଓ 82 ମଧ୍ୟରେ କେତୋଟି ସଂଖ୍ୟା ଅଛି?

41 / 60

36036 ରେ ଥିବା ଦୁଇଟି 6 ର ସ୍ଥାନୀୟମାନ ର ବିୟୋଗଫଳ କେତେ?

42 / 60

57340 ରେ 5 ର ସ୍ତାନୀୟମାନ ଏବଂ ପ୍ରକୃତ ମୂଲ୍ୟର ଅନ୍ତର କଣ

43 / 60

600007 ରେ 6 ର ସ୍ତାନୀୟମାନ କେତେ

44 / 60

2

Question Image

45 / 60

1

Question Image

46 / 60

ଚାରି ଅଙ୍କ ବିଶିଷ୍ଟ  ସବୁଠାରୁ ସାନସଂଖ୍ୟା ଓ ପାଞ୍ଚ ଅଙ୍କ ବିଶିଷ୍ଟ ସବୁଠାରୁ ବଡସଂଖ୍ୟା ମଧ୍ୟରେ ଅନ୍ତର କେତେ?

47 / 60

1

Question Image

48 / 60

ଯେଉଁ କୋଣର ପରିମାଣ ୯୦° ରୁ ଅଧିକ ଓ ୧୮୦° ରୁ କମ୍ ସେହି କୋଣକୁ କ’ଣ କୁହାଯାଏ ?

49 / 60

13 କୁ କେତେଥର ମିସାଇଲେ ମିଶାଣଫଳ 91 ହେବ

50 / 60

1

Question Image

51 / 60

କେଉଁ ସଂଖ୍ୟାଟିକୁ 7 ଦ୍ଵାରା ଭାଗକଲେ କିଛି ଭାଗଶେଷ ରହିଯିବ?

52 / 60

X ଅକ୍ଷରରେ କେତୋଟି କୋଣ ଅଛି ?

53 / 60

8

Question Image

54 / 60

କାଗଜ ପଷ୍ଠାରେ ଏକ ବୃତ୍ତ ଅଙ୍କନ କରିବା ପାଇଁ କଣ କଣ ଆବଶ୍ୟକ ?

55 / 60

ଗୋଟିଏ ରେଖାଖଣ୍ଡରେ କେତୋଟି ପ୍ରାପ୍ତ ବିନ୍ଦୁ ଥାଏ ?

56 / 60

6) କେଉଁ ସର୍ବବୃହତ ତିନିଅଙ୍କ ବିଶିଷ୍ଟ ସଂଖ୍ୟାକୁ 8, 10, 12 ଦ୍ଵାରା ସମାନ ଭାବରେ ଭାଗ କରାଯାଇପାରିବ?

(1) 900
(2) 960
(3) 975
(4) 990

57 / 60

Z ଅକ୍ଷରରେ କେତୋଟି କୋଣ ଅଛି ?

58 / 60

9)45, 75 ଓ 165 ର ଗ.ସା.ଗୁ. କେତେ?

(1) 15
(2) 45
(3)75
(4) 5

59 / 60

1

Question Image

60 / 60

ଦୁଇଅଙ୍କ ବିଶିଷ୍ଟ ବୃହତ୍ତମ ଅବିଭାଯ୍ୟ ସଂଖ୍ୟା ଟି କଣ?

Your score is

0%

Please rate this quiz

  • Pos.
    Name
    Score
    Duration
    Points
  • There is no data yet

Leave a Reply

Your email address will not be published. Required fields are marked *