ODIA GRAMMAR MINI MOCK-02

0

ODIA GRAMMAR MINI MOCK-02

1 / 22

​ଜାତିର ଜନକ ମହାତ୍ମା ଗାନ୍ଧୀ ଯେତେବେଳେ ଭାରତର ସ୍ୱାଧୀନତା ପ୍ରାପ୍ତି ନିମିତ୍ତ ଅସହଯୋଗ ଆନ୍ଦୋଳନ ସୂତ୍ରପାତ କରିଥିଲେ, ସେତେବେଳେ ସେ ସ୍କୁଲ କଲେଜର ଛାତ୍ର ମାନଙ୍କୁ ସ୍କୁଲ କଲେଜ ଛାଡି ଚାଲି ଆସିବା ପାଇଁ ଆହ୍ୱାନ କରିଥିଲେ | କାରଣ ସେ ଚାହିଁଥିଲେ ସ୍ୱାଧୀନତା ସଂଗ୍ରାମରେ ଏ ଦେଶର ଯୁବସମାଜ ପ୍ରତ୍ୟକ୍ଷ କାର୍ଯ୍ୟପନ୍ଥା ଗ୍ରହଣ କରୁ ଏବଂ ଏ ଦେଶର ଛାତ୍ର ସମାଜ ସ୍କୁଲ କଲେଜରେ ଯେଉଁ ଶିକ୍ଷାଲାଭ କରୁଅଛି ତାହା କେବଳ ପରାଧୀନ ରହିବାର ଶିକ୍ଷା | ତେଣୁ ସେ ସ୍କୁଲ କଲେଜର ଶିକ୍ଷାକୁ ଯଥାର୍ଥରେ ଶିକ୍ଷାର ମୂଲ୍ୟ ଦେବାକୁ ଉଚିତ ମାନେ କରି ନଥିଲେ | ସ୍କୁଲ କଲେଜ ଛାଡି ଆସିବା ପାଇଁ ମହାତ୍ମା ଗାନ୍ଧୀ ଛାତ୍ର ମାନଙ୍କୁ ଆହ୍ୱାନ କରିଥିଲେ ବୋଲି କେହି ଯେପରି ମାନେ ନକରନ୍ତି ଯେ ମହାତ୍ମା ଗାନ୍ଧୀ ଚାହିଁଥିଲେ ଛାତ୍ରମାନେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରନ୍ତୁ | ମହାତ୍ମା ଗାନ୍ଧୀ ଯେଉଁ ରାମରାଜ୍ୟର ସ୍ୱପ୍ନ ଦେଖିଥିଲେ ସେଥିରେ ସେଥିରେ ଛାତ୍ର ସମାଜ ପାଇଁ ତାଙ୍କର ପରିକଳ୍ପନା ଥିଲା ବହୁ ଉଚ୍ଚରେ | 'ଛାତ୍ରଙ୍କ ପ୍ରତି ଗାନ୍ଧିଜୀ ' ନାମକ ପୁସ୍ତକରେ ତାଙ୍କର ଉପଦେଶାବଳୀ ପ୍ରତ୍ୟକ ଛାତ୍ର ପାଠ କରିବା ନିତାନ୍ତ ଆବଶ୍ୟକ | ଆଜିର ରାଜନୈତିକ ବାତାବରଣ ସୁଷ୍ଟି କରିଛନ୍ତି ବା କରୁଛନ୍ତି ତାହା ଥିଲା ମହାମାନବ ମହାତ୍ମାଗାନ୍ଧୀଙ୍କର କଳ୍ପନାର ବାହାରେ | ପ୍ରାପ୍ତି ପୂର୍ବରୁ ଭାରତର ଶିକ୍ଷାପଦ୍ଧତିକୁ ମହାତ୍ମାଗାନ୍ଧୀ ଅନପଯୁକ୍ତ ବୋଲି କହିଥିଲେ, ମାତ୍ର ଭାରତର ସ୍ୱାଧିନତା ପ୍ରାପ୍ତି ପରେ ସେହି ଶିକ୍ଷାପଦ୍ଧତିକୁ ଉପଯୁକ୍ତ କରିବା ନିମନ୍ତେ ଏପର୍ଯ୍ୟନ୍ତ କୌଣସି ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରାଯାଇନାହିଁ | ଆଜିର ଛାତ୍ରସମାଜ ଜ୍ଞାନାର୍ଜ୍ଜନ ନକରି ରାଜନୀତି ଜରିଆରେ ଯେବେ ନିଜର ଓ ଦେଶର ଉନ୍ନତି କରିବା ଲାଗି ତତ୍ପରତା ପ୍ରକାଶ କରେ ତେବେ ତାହା ସମ୍ଭବ ହୋଇପାରିବ ନାହିଁ | କାରଣ ଆଜିର ଜଗତ ଏକ ସମ୍ପୂର୍ଣ ନୂତନ ଜଗତ, ଏ ଜଗତରେ ଜ୍ଞାନର ଆବଶ୍ୟକତା ସର୍ବାଧିକ |
କିଏ ଅସହଯୋଗ ଆନ୍ଦୋଳନର ସୂତ୍ରପାତ କରିଥିଲେ ?

2 / 22

ପରାଧୀନ ଭାରତରେ ଶିକ୍ଷାନୁଷ୍ଠାନରେ ଦିଆଯାଉଥିବା ଶିକ୍ଷାକୁ ଗାନ୍ଧିଜୀ କିପରି ବିଚାରୁଥିଲେ ?

3 / 22

ମହାତ୍ମା ଗାନ୍ଧୀ ରାମରାଜ୍ୟର ପରିକଳ୍ପନା କାହାପାଇଁ କରିଥିଲେ ?

4 / 22

5 / 22

'ଛାତ୍ରଙ୍କ ପ୍ରତି ଗାନ୍ଧିଜୀ' ପୁସ୍ତକରେ ଛାତ୍ରମାନେ କ'ଣ ପାଠ କରିବା ନିତ୍ୟାନ୍ତ ଆବଶ୍ୟକ ?

6 / 22

ବେକାର - ଏହା କି ସମାସ ?

7 / 22

କେଉଁ ପଦ ସହିତ ଅନ୍ୟ ପଦର ସନ୍ଧି ହୁଏ ନାହିଁ ?

8 / 22

ନିମ୍ନ ଲିଖିତ ମଧ୍ଯରୁ କେଉଁଟି 'ଆଖି' ଶବ୍ଦର ପ୍ରତି ଶବ୍ଦ ନୁହେଁ

9 / 22

ନିମ୍ନ ଲିଖିତ ମଧ୍ଯରୁ କେଉଁଟି 'ଆଖି' ଶବ୍ଦର ପ୍ରତି ଶବ୍ଦ ନୁହେଁ

10 / 22

ନିମ୍ନ ଲିଖିତ ମଧ୍ୟରୁ କେଉଁଟି ‘ଅମୃତ’ ଶବ୍ଦର ପ୍ରତି ଶବ୍ଦ ନୁହେଁ ?

11 / 22

ନିର୍ଦ୍ଦେଶ: ବିପରୀତ ଶବ୍ଦ ଚିହ୍ନଟ କର |

'ଅର୍ପଣ' ର ବିପରୀତ:

12 / 22

ନିର୍ଦ୍ଦେଶ: ବିପରୀତ ଶବ୍ଦ ଚିହ୍ନଟ କର |

'ଡେଙ୍ଗା' ର ବିପରୀତ:

13 / 22

ତାଙ୍କ ______ ମୋର ବିରୋଧ ଅଛି । (ଦିଆଯାଇଥିବା ଉପଯୁକ୍ତ ଶବ୍ଦଦ୍ୱାରା ଶୂନ୍ୟସ୍ଥାନ ପୂରଣ କର ।)

14 / 22

ସୁରଧୁନୀ' କହିଲେ କାହାକୁ ବୁଝାଏ?

15 / 22

ବିପଦ ନ ଆସୁଣୁ ଛାନିଆ - ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି ଲେଖ ।

16 / 22

ଦୁଃଖ ______ ସୁଖ ନାହିଁ । (ଦିଆଯାଇଥିବା ଉପଯୁକ୍ତ ଶବ୍ଦଦ୍ୱାରା ଶୂନ୍ୟସ୍ଥାନ ପୂରଣ କର ।)

17 / 22

ବାକ୍ୟରେ କେଉଁ ଅଂଶରେ ତ୍ରୁଟି ଅଛି ନିରୂପଣ କର - ସେମାନେ (କ) / ଜଣେ ବାଳିକା (ଖ) / ଅଟେ (ଗ) ।

18 / 22

ବାକ୍ୟରେ କେଉଁ ଅଂଶରେ ତ୍ରୁଟି ଅଛି ନିରୂପଣ କର - ଆମ ଦେଶରେ (କ) / ଦାରିଦ୍ର୍ୟମାନେ (ଖ) / ବହୁତ କଷ୍ଟ (ଗ) / ଭୋଗନ୍ତି (ଘ)।

19 / 22

20 / 22

'ଛଇ ଦେଖାଇବା' ରୂଢ଼ିର ଅର୍ଥ କ'ଣ ?

21 / 22

ଛାତି ପଥର କରିବା – ଏହି ରୂଢିଟି କେଉଁ ଅର୍ଥ ପ୍ରକାଶ କରେ?

22 / 22

ବାକ୍ୟର କେଉଁ  ଅଂଶରେ  ତ୍ରୁଟି ଚିହ୍ନଟ କର ?

ଦାଣ୍ଡରେ ଗୋଟିଏ (କ) / ଧଳା ବାଛୁରିଟିଏ (ଖ) / ଡେଇଁ  ଡେଇଁ  ଯାଉଛି (ଗ)

Leave a Comment