ODIA GRAMMAR REVISION-DAY 04

15

ODIA GRAMMAR REVISION-DAY 04

1 / 20

“ଆବାହନ'ର ବିପରୀତ ଶବ୍ଦଟି କ'ଣ ଚିହ୍ନାଅ?

2 / 20

ପ୍ରଦତ୍ତ ଶବ୍ଦ ମଧ୍ୟରୁ କେଉଁ ଶବ୍ଦଟି ଠିକ - ଚିହ୍ନାଇ ଦିଅ ?

3 / 20

ତାଙ୍କ ______ ମୋର ବିରୋଧ ଅଛି । (ଦିଆଯାଇଥିବା ଉପଯୁକ୍ତ ଶବ୍ଦଦ୍ୱାରା ଶୂନ୍ୟସ୍ଥାନ ପୂରଣ କର ।)

4 / 20

‘ରାଜା’ର ପର୍ଯ୍ୟାୟବାଚୀ ଶବ୍ଦଟି ଲେଖ?

5 / 20

'ଅହନ୍ତା ରଖିବା' - ରୂଢିଟିର କେଉଁ ଅର୍ଥଟି ଠିକ ?

6 / 20

ଇଂରେଜମାନେ ଭାରତକୁ ଖଣ୍ଡଖଣ୍ଡ କରିଦେଲେ - ଏହି ବାକ୍ୟରେ କର୍ମକାରକ କିଏ ? 

7 / 20

ତିଳରେ ତେଲ ଥାଏ - ଏଠି ରେଖାଙ୍କିତ ପଦଟିରେ କେଉଁ କାରକ ଘଟିଛି ?

8 / 20

ସେ ___ ଅଟଇ ମୁଁ ଅଧୀଶ୍ୱର । (ଦିଆଯାଇଥିବା ଉପଯୁକ୍ତ ଶବ୍ଦ ଦ୍ୱାରା ଶୂନ୍ୟସ୍ଥାନ ପୂରଣ କର |)

9 / 20

ଏକପଦରେ ପ୍ରକାଶ କର- 'ଅତିଶୟ ଘଞ୍ଚ'

10 / 20

ଗ୍ରାମଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ - ଏକ ପଦରେ ପ୍ରକାଶ କର 

11 / 20

ବିଜ୍ଞାନର ଅଗ୍ରଗତି , କାରିଗରୀ ଜ୍ଞାନ କୌଶଳର ପ୍ରୟୋଗ , ମାନବ ସାମାଜର ଉପଯୋଗ ଆଦି କାରଣରୁ ସମଗ୍ର ବିଶ୍ୱ ଏବେ ସମୁଦ୍ଧି ପଥରେ ଆଗେଇ ଚାଲିଛି। ବହୁବର୍ଷ ପୂର୍ବେ ଜନସାଧାରଣଙ୍କ ଜୀବନ ଧାରଣର ମାନ ଯାହା ଥିଲା, ସେଥ୍‌ରେ ଯଥେଷ ଉନ୍ନତି ସାଧିତ ହୋଇଥିବାର ପରିଲକ୍ଷିତ ହେଉଛି ପୃଥବୀର ଅନୁନ୍ନତ ବା ଅବିକଶିତ ରାଷ୍ଟ୍ରଗୁଡିକ ଏବେ ବିକାଶ ପଥରେ ଦ୍ରୁତ ବେଗରେ ଧାବିତ ହେଉଛନ୍ତି |ସାମଗ୍ରିକ ଭାବରେ ସାରା ବିଶ୍ୱରେ ସମୂଦ୍ଧିର ଏକ ରଙ୍ଗୀନ ଚିତ୍ର ଦେଖବାକୁ ମିଳୁଥିବା ବେଳେ ନିକଟରେ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟ ସେହି ରଙ୍ଗକୁ ଫିକା କରିଦେଇଛି | ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁ.ଏନ,ଇ.ପି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ଏବେ ପାୟ ଶହେ କୋଟି ଲୋକ ଖାଦ୍ୟାଭାବର ଶିକାର ହୋଇ ଅର୍ଦ୍ଧହରା ଓ ଅନାହାର ମଧ୍ୟରେ କାଳ କାଟୁଛନ୍ତି । ବିଭିନ୍ନ ଅଞ୍ଚଳରେ ପୂଷ୍ଠିହୀନତା ଜନିତ ସ୍ଵାସ୍ଥ୍ୟ ସମସ୍ୟା ଉତ୍କଟ ଆକାର ଧାରଣ କରିଛି କିନ୍ତୁ ବର୍ତମାନର ବିଷୟ ହେଉଛି ବିଶ୍ୱରେ ଯେତିକି ଖାଦ୍ୟଶସ୍ୟ ଉତ୍ପାଦିତ  ହେଉଛି, ତାହାର ଏକ - ତୃତୀୟାଂଶ କୌଣସି ମଣିଷର ଆହାର ହେବା ପୂର୍ବରୁ ନଷ୍ଟ  ହୋଇଯାଉଛି | ଏହି ରିପୋର୍ଟଟି ନିକଟରେ ଅନୁଷ୍ଠିତ  ହୋଇଥବା ରିଓ - ୨୦ ଶିଖର ସମ୍ମିଳନୀରେ ଉପସ୍ଥାପନ କରାଯାଇଥିଲା ସମ୍ମିଳନୀରେ ଯୋଗ ଦେଇଥିବା ବିଶ୍ୱର ପ୍ରମୁଖ ନେତାମାନଙ୍କ ଦୃଷ୍ଟିକୁ ଅଣାଯାଇଥିଲା ଏହି ଗୁରୁତର ସମସ୍ୟାଟି । ଜାତିସଂଘ ରିପୋର୍ଟରେ ଦର୍ଶାଯାଇଥିବା  ତଥ୍ୟ ବାସ୍ତବରେ ଦୂର୍ଭାଗ୍ୟପୂର୍ଣ୍ଣ ଓ ଚିନ୍ତାଜନକ । ୟୁ.ଏନ.ଇ.ପି.ର ଏହି ରିମୋର୍ଟ ଅନୁଯାୟୀ ଫସଲ ଅମଳ ହେବାଠାରୁ ଆରମ୍ଭ କରି ପରସା ହେବା ପର୍ଯ୍ୟନ୍ତ .ଏବଂ  ଶେଷରେ ଅଇଁଠା ବା ଉଚ୍ଛିତ ଭାବରେ ଫୋପଡା ହେବା ଯାଏଁ ବିଭିନ୍ନ ପର୍ଯ୍ୟାୟରେ ବାର୍ଷିକ ପ୍ରାୟ ୧୦୩ ଳୋଟି ଟନ୍‌ ଖାଦ୍ୟ ନଷ୍ଟ ହୋଇଥାଏ ଉତ୍ତର ଆମେରିକା ଓ ଯୁରୋପ ମହାଦେଶର ଖାଉଟିମାନେ ବାର୍ଷିକ ପ୍ରାୟ ୨୨୨ ନିୟୁତ ଟନ୍‌ ଭୋଜନ ଖାଦ୍ୟ ନଷ୍ଠ କରନ୍ତି | ସୂଚନାଯୋଗ୍ୟ ଯେ ୟୁରୋପ ଓ ଉତ୍ତର ଆମେରିକାରେ ଯେତିକି ଖାଦ୍ୟ ନଷ୍ଟ ହୁଏ,ତାହା ଆଫ୍ରିକାର ମୋଟ ଖାଦ୍ୟ ଉତ୍ପାଦନ ସହ  ପ୍ରାୟ ସମାନ । ଅର୍ଥନୀତି ଦୃଷ୍ଟିରୁ ଯେଉଁ ଅଞ୍ଚଳର ଖାଉଟି ଆର୍ଥିକ ଦୁଷ୍ଟିରୁ  ଯେତିକି ସ୍ଵଚ୍ଛଳ, ସେହିଦେଶରେ ନଷ୍ଠ ହେଉଥିବା ଖାଦ୍ୟର ପଗିମାଣ ସେତେ ଅଧିକ |
ଯାହା ଉନ୍ନତ ନୁହେଁ ତାକୁ ଅନୁନ୍ନତ କୁହାଯାଏ, ଯାହା ବିକଶିତ ନୁହେଁ ତାକୁ ସଂକ୍ଷେପରେ କଣ କହି ହେବ ?

12 / 20

Fundamental rights are the basic human rights enshrined in the constitution of India which are guaranteed to all citizens - ସଠିକ ​ଅନୁବାଦ ଚିହ୍ନାଅ ?

13 / 20

Sky appears blue due to scattering of light. ସଠିକ ​ଅନୁବାଦ ଚିହ୍ନାଅ ?

14 / 20

​ପ୍ରଦତ୍ତ ପଦମଧ୍ୟରୁ କେଉଁଟି ପ୍ରସ୍ନସୂଚକ  ଅବ୍ୟୟର ଉଦାହରଣ ?

15 / 20

ରାମ ଆସୁ ଅଛି । ବାକ୍ୟରେ ଥିବା 'ରାମ' କେଉଁ ବିଭକ୍ତି ?'

16 / 20

4) ​ୟୁ.ଏନ.ଇ.ପି ବିଶ୍ୱଜାତିସଂଘର ଗୋଟିଏ ପରିବେଶ ସମ୍ପର୍କୀୟ କାର୍ଯ୍ୟକ୍ରମ ସଠିକ୍‍ ଉତ୍ତର

ଯଥାର୍ଥତା :

  • ବହୁବର୍ଷ ପୂର୍ବେ ଜନସାଧାରଣଙ୍କ ଜୀବନ ଧାରଣର ମାନ ଯାହା ଥିଲା, ସେଥ୍‌ରେ ଯଥେଷ୍ଟ ଉନ୍ନତି ସାଧିତ ହୋଇଥିବାର ପରିଲକ୍ଷିତ ହେଉଛି ପୃଥବୀର ଅନୁନ୍ନତ ବା ଅବିକଶିତ ରାଷ୍ଟ୍ରଗୁଡିକ ଏବେ ବିକାଶ ପଥରେ ଦ୍ରୁତ ବେଗରେ ଧାବିତ ହେଉଛନ୍ତି |
  • ସାମଗ୍ରିକ ଭାବରେ ସାରା ବିଶ୍ୱରେ ସମୂଦ୍ଧିର ଏକ ରଙ୍ଗୀନ ଚିତ୍ର ଦେଖବାକୁ ମିଳୁଥିବା ବେଳେ ନିକଟରେ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟ ସେହି ରଙ୍ଗକୁ ଫିକା କରିଦେଇଛି |
  • ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁ.ଏନ,ଇ.ପି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ଏବେ ପାୟ ଶହେ କୋଟି ଲୋକ ଖାଦ୍ୟାଭାବର ଶିକାର ହୋଇ ଅର୍ଦ୍ଧହରା ଓ ଅନାହାର ମଧ୍ୟରେ କାଳ କାଟୁଛନ୍ତି ।
  • 4) ୟୁ.ଏନ.ଇ.ପି ବିଶ୍ୱଜାତିସଂଘର ଗୋଟିଏ ପରିବେଶ ସମ୍ପର୍କୀୟ କାର୍ଯ୍ୟକ୍ରମ

Additional Information

  • ବିଭିନ୍ନ ଅଞ୍ଚଳରେ ପୂଷ୍ଠିହୀନତା ଜନିତ ସ୍ଵାସ୍ଥ୍ୟ ସମସ୍ୟା ଉତ୍କଟ ଆକାର ଧାରଣ କରିଛି କିନ୍ତୁ ବର୍ତ୍ତମାନର ବିଷୟ ହେଉଛି ବିଶ୍ୱରେ ଯେତିକି ଖାଦ୍ୟଶସ୍ୟ ଉତ୍ପାଦିତ  ହେଉଛି, ତାହାର ଏକ - ତୃତୀୟାଂଶ କୌଣସି ମଣିଷର ଆହାର ହେବା ପୂର୍ବରୁ ନଷ୍ଟ  ହୋଇଯାଉଛି
  • ଏହି ରିପୋର୍ଟଟି ନିକଟରେ ଅନୁଷ୍ଠିତ  ହୋଇଥବା ରିଓ - ୨୦ ଶିଖର ସମ୍ମିଳନୀରେ ଉପସ୍ଥାପନ କରାଯାଇଥିଲା ସମ୍ମିଳନୀରେ ଯୋଗ ଦେଇଥିବା ବିଶ୍ୱର ପ୍ରମୁଖ ନେତାମାନଙ୍କ ଦୃଷ୍ଟିକୁ ଅଣାଯାଇଥିଲା ଏହି ଗୁରୁତର ସମସ୍ୟାଟି
  • ଜାତିସଂଘ ରିପୋର୍ଟରେ ଦର୍ଶାଯାଇଥିବା  ତଥ୍ୟ ବାସ୍ତବରେ ଦୂର୍ଭାଗ୍ୟପୂର୍ଣ୍ଣ ଓ ଚିନ୍ତାଜନକ

17 / 20

ବିଜ୍ଞାନର ଅଗ୍ରଗତି , କାରିଗରୀ ଜ୍ଞାନ କୌଶଳର ପ୍ରୟୋଗ , ମାନବ ସାମାଜର ଉପଯୋଗ ଆଦି କାରଣରୁ ସମଗ୍ର ବିଶ୍ୱ ଏବେ ସମୁଦ୍ଧି ପଥରେ ଆଗେଇ ଚାଲିଛି। ବହୁବର୍ଷ ପୂର୍ବେ ଜନସାଧାରଣଙ୍କ ଜୀବନ ଧାରଣର ମାନ ଯାହା ଥିଲା, ସେଥ୍‌ରେ ଯଥେଷ ଉନ୍ନତି ସାଧିତ ହୋଇଥିବାର ପରିଲକ୍ଷିତ ହେଉଛି ପୃଥବୀର ଅନୁନ୍ନତ ବା ଅବିକଶିତ ରାଷ୍ଟ୍ରଗୁଡିକ ଏବେ ବିକାଶ ପଥରେ ଦ୍ରୁତ ବେଗରେ ଧାବିତ ହେଉଛନ୍ତି |ସାମଗ୍ରିକ ଭାବରେ ସାରା ବିଶ୍ୱରେ ସମୂଦ୍ଧିର ଏକ ରଙ୍ଗୀନ ଚିତ୍ର ଦେଖବାକୁ ମିଳୁଥିବା ବେଳେ ନିକଟରେ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟ ସେହି ରଙ୍ଗକୁ ଫିକା କରିଦେଇଛି | ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁ.ଏନ,ଇ.ପି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ଏବେ ପାୟ ଶହେ କୋଟି ଲୋକ ଖାଦ୍ୟାଭାବର ଶିକାର ହୋଇ ଅର୍ଦ୍ଧହରା ଓ ଅନାହାର ମଧ୍ୟରେ କାଳ କାଟୁଛନ୍ତି । ବିଭିନ୍ନ ଅଞ୍ଚଳରେ ପୂଷ୍ଠିହୀନତା ଜନିତ ସ୍ଵାସ୍ଥ୍ୟ ସମସ୍ୟା ଉତ୍କଟ ଆକାର ଧାରଣ କରିଛି କିନ୍ତୁ ବର୍ତମାନର ବିଷୟ ହେଉଛି ବିଶ୍ୱରେ ଯେତିକି ଖାଦ୍ୟଶସ୍ୟ ଉତ୍ପାଦିତ  ହେଉଛି, ତାହାର ଏକ - ତୃତୀୟାଂଶ କୌଣସି ମଣିଷର ଆହାର ହେବା ପୂର୍ବରୁ ନଷ୍ଟ  ହୋଇଯାଉଛି | ଏହି ରିପୋର୍ଟଟି ନିକଟରେ ଅନୁଷ୍ଠିତ  ହୋଇଥବା ରିଓ - ୨୦ ଶିଖର ସମ୍ମିଳନୀରେ ଉପସ୍ଥାପନ କରାଯାଇଥିଲା ସମ୍ମିଳନୀରେ ଯୋଗ ଦେଇଥିବା ବିଶ୍ୱର ପ୍ରମୁଖ ନେତାମାନଙ୍କ ଦୃଷ୍ଟିକୁ ଅଣାଯାଇଥିଲା ଏହି ଗୁରୁତର ସମସ୍ୟାଟି । ଜାତିସଂଘ ରିପୋର୍ଟରେ ଦର୍ଶାଯାଇଥିବା  ତଥ୍ୟ ବାସ୍ତବରେ ଦୂର୍ଭାଗ୍ୟପୂର୍ଣ୍ଣ ଓ ଚିନ୍ତାଜନକ । ୟୁ.ଏନ.ଇ.ପି.ର ଏହି ରିମୋର୍ଟ ଅନୁଯାୟୀ ଫସଲ ଅମଳ ହେବାଠାରୁ ଆରମ୍ଭ କରି ପରସା ହେବା ପର୍ଯ୍ୟନ୍ତ .ଏବଂ  ଶେଷରେ ଅଇଁଠା ବା ଉଚ୍ଛିତ ଭାବରେ ଫୋପଡା ହେବା ଯାଏଁ ବିଭିନ୍ନ ପର୍ଯ୍ୟାୟରେ ବାର୍ଷିକ ପ୍ରାୟ ୧୦୩ ଳୋଟି ଟନ୍‌ ଖାଦ୍ୟ ନଷ୍ଟ ହୋଇଥାଏ ଉତ୍ତର ଆମେରିକା ଓ ଯୁରୋପ ମହାଦେଶର ଖାଉଟିମାନେ ବାର୍ଷିକ ପ୍ରାୟ ୨୨୨ ନିୟୁତ ଟନ୍‌ ଭୋଜନ ଖାଦ୍ୟ ନଷ୍ଠ କରନ୍ତି | ସୂଚନାଯୋଗ୍ୟ ଯେ ୟୁରୋପ ଓ ଉତ୍ତର ଆମେରିକାରେ ଯେତିକି ଖାଦ୍ୟ ନଷ୍ଟ ହୁଏ,ତାହା ଆଫ୍ରିକାର ମୋଟ ଖାଦ୍ୟ ଉତ୍ପାଦନ ସହ  ପ୍ରାୟ ସମାନ । ଅର୍ଥନୀତି ଦୃଷ୍ଟିରୁ ଯେଉଁ ଅଞ୍ଚଳର ଖାଉଟି ଆର୍ଥିକ ଦୁଷ୍ଟିରୁ  ଯେତିକି ସ୍ଵଚ୍ଛଳ, ସେହିଦେଶରେ ନଷ୍ଠ ହେଉଥିବା ଖାଦ୍ୟର ପଗିମାଣ ସେତେ ଅଧିକ |
ୟୁ.ଏନ.ଇ.ପି କ'ଣ ? 

18 / 20

ପ୍ରକାଶ ପାଇଥିବା ​ୟୁ.ଏନ.ଇ.ପି ରିପୋର୍ଟରେ କ'ଣ ପ୍ରକାଶିତ ହୋଇ ଉଦବେଗ ସୃଷ୍ଟି କରୁଛି ? 

19 / 20

ରିଓ - 20 ଶିଖର ସମ୍ମିଳନୀର ସଭ୍ୟମାନେ କ'ଣ ଉଦବେଗ ପ୍ରକାଶ କରିଛନ୍ତି ?

20 / 20

ୟୁରୋପ ଓ ଆମେରିକାରେ ବହୁ ରନ୍ଧାଖାଦ୍ୟ ଫୋପଡ଼ା ଯାଏ କାରଣ - 

Leave a Comment