DECE JOB/OSSSC MINI MOCK-04 January 31, 2025 by admin 0 DECE JOB MINI MOCK-04 1 / 25DNS stands for : Domain Name System Data Net Service Data Net System Domain Name Setup 2 / 25What is RAM? Random Aided Memory Read Access Memory Read Analog Memory Random Access Memory 3 / 25ଓଡ଼ିଶାର କେଉଁ ବନ୍ୟଜନ୍ତୁ ଅଭୟାରଣ୍ୟ ଛତିଶଗଡର ଉଦାନ୍ତୀ ଅଭୟାରଣ୍ୟ ନିକଟରେ ଅବସ୍ଥିତ? ସୁନାବେଡା ହାଡଗଡ କୁଲଡିହା ଲାଖରୀ 4 / 25ତାମିଲନାଡୁର ରାଜଧାନୀ କ’ଣ? କୋଏମ୍ବାଟୁର ମଦୁରାଇ ଚେନ୍ନାଇ ତ୍ରିଚି 5 / 25ନିମ୍ନ ଲିଖିତି କେଉଁ ସ୍ଥାନଟି ଓଡିଶାର କାଶ୍ମୀର ଭାବେ ପ୍ରସିଦ୍ଧ ? ଦେଓମାଳୀ ଦାରିଙ୍ଗବାଡି ସପ୍ତଶଜ୍ଯା ସାତକୋଶିଆ 6 / 25ଚୌରି ଚୌରା ଘଟଣା କେଉଁ ବର୍ଷରେ ଘଟିଥିଲା ? 1920 1921 1922 1923 7 / 25ଉସେନ ବୋଲ୍ଟଙ୍କ ଆତ୍ମଜୀବନୀ ନାମ ଦିଅ ଫାଷ୍ଟର ଦ୍ୟାନ୍ ଲାଇଟିନିଂ ନୋ ସ୍ପିନ୍ ଏସ୍ ଏଗେନଷ୍ଟ ଅଡସ୍ ସିକ୍ସ ମେସିନ୍ 8 / 25ସମ୍ବିଧାନର ଡ୍ରାଫ୍ଟ କମିଟିର ସଭାପତି କିଏ ଥିଲେ? ଅରୁଣା ଆସିଫ ଅଲି ରାଜେନ୍ଦ୍ର ପ୍ରସାଦ ଜେ.ଏଲ୍. ନେହେରୁ ବି.ଆର. ଆମ୍ବେଦକର 9 / 25ଭାରତ ର 15ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ଉପରୁ ଦ୍ରୌପଦୀ ମୁର୍ମୁ ନିମ୍ନଲିଖିତ ରାଜ୍ୟ ମଧ୍ୟରୁ କେଉଁ ରାଜ୍ୟପାଳ ଥିଲେ ? ଓଡ଼ିଶା ପଶ୍ଚିମ ବଙ୍ଗ ଝାଡଖଣ୍ଡ ବିହାର 10 / 25କାଜିରଙ୍ଗା ଜାତୀୟ ଉଦ୍ୟାନ କେଉଁ ରାଜ୍ୟରେ ଅବସ୍ଥିତ ପଶ୍ଚିମବଙ୍ଗ ଅରୁଣାଚଳ ପ୍ରଦେଶ ଆସାମ ଜାମ୍ମୁ କାଶ୍ମୀର 11 / 25ତାଜମହଲ କିଏ ନିର୍ମାଣ କରିଥିଲେ ? ଜାହାଙ୍ଗୀର ଶାହାଜାହାନ ଔରଙ୍ଗଜେବ ଆକବର 12 / 25ପ୍ରଥମେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା | 1976 1958 1901 1972 13 / 25A, B, C, D ମଧ୍ୟରେ 5: 2: 4: 3 ଅନୁପାତରେ ଏକ ରାଶି ବଣ୍ଟନ କରାଯିବ। ଯଦି C କୁ D ଠାରୁ 1000 ଟଙ୍କା ଅଧିକ ମିଳିବ, B ର ଅଂଶ କେତେ? 500 ଟଙ୍କା 1500 ଟଙ୍କା 2000 ଟଙ୍କା ଏମାନଙ୍କ ମଧ୍ୟରୁ କେହି ନୁହଁନ୍ତି 14 / 25ତିନୋଟି ସଂଖ୍ୟାର ଅନୁପାତ 4 ∶ 3 ∶ 7 ଅଟେ । ଯଦି ସେମାନଙ୍କର ବର୍ଗର ସମଷ୍ଟି 666 ଅଟେ । ତିନୋଟି ସଂଖ୍ୟା ମଧ୍ୟରେ ବଡ଼ ସଂଖ୍ୟାଟିର ମୂଲ୍ୟ କେତେ ଅଟେ ? 21 28 14 17 15 / 251 9 11 12 10 16 / 25ବର୍ଗ୍ୟ ବ୍ୟଞ୍ଜନ ବର୍ଣ୍ଣ କେତୋଟି ? ୨୫ଟି ୨୦ଟି ୧୫ଟି ୧୦ଟି 17 / 25'ସଂସାର'ର ସମାର୍ଥବୋଧକ ଶବ୍ଦଟି କ'ଣ ? ସହସ୍ରାଂଶୁ ତ୍ରିଦଶ ମହୀରୁହ ଭୁବନ 18 / 25ସ୍ୱରବର୍ଣ୍ଣର ସଂକେତିକ ରୂପକୁ କ’ଣ କୁହାଯାଏ ? ଫଳା ମାତ୍ରା ସାକେତିକରୂପ ସଙ୍କେତ 19 / 25ଅରଣ୍ୟ ରୋଦନ - ଏହା କେଉଁ ଅର୍ଥରେ ବ୍ୟବହାର କରାଯାଏ ? ଅରଣ୍ୟରେ ରୋଦନ ନିର୍ଜନ ସ୍ଥାନରେ ରୋଦନ ଦୂରରେ ରହି କାନ୍ଦିବା ବୃଥା ପ୍ରାର୍ଥନା 20 / 25Choose appropriate article for the given sentence:Copper is ________ useful metal used for various purposes for ages. no article the an a 21 / 25Direction: Fill in the blanks by choosing the correct option.The eggs are sold by _____ dozen. a an the None of these 22 / 25Choose the correct alternative which can be substituted for the given word/sentence.That which cannot be corrected. Unintelligible Illegible Incorrigible Indelible 23 / 25Direction: Select the most appropriate synonym of the given word.Judicious Sensible Inspiring Agitated Obnoxious 24 / 25Direction: In the following questions, choose the word opposite in meaning to the given word.Accessible Attainable Unavailable Procurable Acquirable 25 / 25Select the most appropriate synonym of the given word.Obligation Belief Rule Duty Law Your score is LinkedIn Facebook Twitter VKontakte