BSE Odisha 7th Class Science Solutions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

BSE Odisha Class 7 Science Solutions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

ବିଷୟବସ୍ତୁ ସୂଚନା ଓ ବିଶେଷଣ

→ ପଦାର୍ଥର ପରିବର୍ତ୍ତନ :
ଆମ ଚତୁଃପାର୍ଶ୍ଵରେ ଦେଖୁଥ‌ିବା ବିଭିନ୍ନ ପଦାର୍ଥର ଅନେକ ପରିବର୍ତ୍ତନ ହୋଇଥାଏ । ଏହି ପରିବର୍ତ୍ତନ ମୁଖ୍ୟତଃ ଦୁଇ ପ୍ରକାରର; ଯଥା – (a) ଭୌତିକ ପରିବର୍ତ୍ତନ ଓ (b) ରାସାୟନିକ ପରିବର୍ତ୍ତନ ।

(a) ଭୌତିକ ପରିବର୍ତ୍ତନ –

  • ଯେଉଁ ପରିବର୍ତ୍ତନଗୁଡ଼ିକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ସେଗୁଡ଼ିକୁ ଭୌତିକ ପରିବର୍ତ୍ତନ କୁହାଯାଏ । ଏଥ‌ିରେ ପଦାର୍ଥର କେବଳ ରୂପ, ବର୍ଣ୍ଣ ଆଦିର ସାମୟିକ ପରିବର୍ତ୍ତନ ଘଟିଥାଏ ଏବଂ କୌଣସି ନୂତନ ପଦାର୍ଥ ଉତ୍ପନ୍ନ ହୋଇନଥାଏ ।
  • ଚିନିକୁ ଜଳରେ ଦ୍ରବୀଭୂତ କରି ସର୍ବତ ପ୍ରସ୍ତୁତ କରିବା, ଜଳକୁ ଉତ୍ତପ୍ତ କରି ବାମ୍ଫ କରିବା, କାଚ ଭାଙ୍ଗିବା, ବିଦ୍ୟୁତ୍ ବଲ୍‌ବ ଜଳିବା ଆଦି ପରିବର୍ତ୍ତନଗୁଡ଼ିକ ଭୌତିକ ପରିବର୍ତ୍ତନ ।

(b) ରାସାୟନିକ ପରିବର୍ତ୍ତନ –

  • ଯେଉଁ ପରିବର୍ତ୍ତନଗୁଡ଼ିକ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ସେଗୁଡ଼ିକୁ ରାସାୟନିକ ପରିବର୍ତ୍ତନ କୁହାଯାଏ । ଏଥିରେ ପଦାର୍ଥର ଉଭୟ ଭୌତିକ ଓ ରାସାୟନିକ ଧର୍ମର ପରିବର୍ତ୍ତନ ହୋଇ ଏକ ବା ଏକାଧିକ ନୂତନ ପଦାର୍ଥ ଉତ୍ପନ୍ନ ହୋଇଥାଏ ।
  • ଲୁହାରେ କଳଙ୍କି ଲାଗିବା, କାଠ ଜଳିବା, କ୍ଷୀରରୁ ଛେନା ହେବା ଇତ୍ୟାଦି ରାସାୟନିକ ପରିବର୍ତ୍ତନ ଅଟେ ।

→  ତୁମପାଇଁ କାମ :
ତଳ ସାରଣୀ ତୁମ ଖାତାରେ ଆଙ୍କ ଓ ପାଞ୍ଚଗୋଟି ଉଦାହରଣ ଦେଇ ସଂପୂର୍ଣ୍ଣ କର ।

ପ୍ରଶ୍ନ ୧ । (କ) ଗୋଟିଏ ଫୁଲଝରି ବାଣ ଜଳାଇବାବେଳେ ତୁମେ ଧରୁଥିବା ଅଂଶର କି ପ୍ରକାର ପରିବର୍ତ୍ତନ ହୁଏ ?
Solution:
ଫୁଲଝରି ବାଣ ଜଳାଇବାବେଳେ ଆମେ ଧରିଥିବା ଅଂଶର କୌଣସି ପରିବର୍ତ୍ତନ ହୁଏ ନାହିଁ ।

(ଖ) ଯାହା ଜଳିଗଲା ସେହି ପଦାର୍ଥର କି ପ୍ରକାର ପରିବର୍ତ୍ତନ ହେଲା ?
Solution:
ଯାହା ଜଳିଗଲା ସେହି ପଦାର୍ଥର ରାସାୟନିକ ପରିବର୍ତ୍ତନ ହେଲା । କାରଣ ବାରୁଦର ଦହନ ଘଟି ପାଉଁଶ (ନୂତନ ପଦାର୍ଥ) ସୃଷ୍ଟି ହେଲା । ଏହା ଏକ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ଅଟେ ।

(ଗ) ଫୁଲଝରିର ବାରୁଦ ଜଳିଥ‌ିବା ଅଂଶରେ ଥ‌ିବା ତାରର କି ପରିବର୍ତ୍ତନ ହୁଏ ?
Solution:
ଫୁଲଝରିର ବାରୁଦ ଜଳିଥିବା ଅଂଶରେ ଥ‌ିବା ତାରର ଭୌତିକ ପରିବର୍ତ୍ତନ ହୁଏ । କାରଣ ତାରଟି ଉତ୍ତପ୍ତ ହୋଇ ପ୍ରସାରିତ ହୋଇଥାଏ ଏବଂ ଥଣ୍ଡା ହେଲେ ମୂଳଅବସ୍ଥା ପ୍ରାପ୍ତ ହୋଇଥାଏ । ଏହା ଏକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ

→  ତୁମପାଇଁ କାମ :
ଏଠାରେ ଦିଆଯାଇଥ‌ିବା ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଭୌତିକ ଓ ରାସାୟନିକ ପରିବର୍ତ୍ତନଗୁଡ଼ିକୁ ଅଲଗା କରି ନିମ୍ନ ସାରଣିର ଉଦ୍ଦିଷ୍ଟ ସ୍ଥାନରେ ଲେଖ । ସେହି ପରିବର୍ତ୍ତନ ସପକ୍ଷରେ ଥ‌ିବା କାରଣ ଯଥା ସ୍ଥାନରେ ଲେଖ ।

  • ବାଇଗଣ କାଟି ରଖ୍ ଦେଲେ ତା’ର ରଙ୍ଗ ପରିବର୍ତ୍ତନ ହେବା ।
  • ବାସି ପଖାଳ ଖଟା ଲାଗିବା ।
  • ଗୋଟିଏ ସରୁ ତାରକୁ ବଙ୍କାଇ ଇଂରାଜୀ ଆଠ ସଂଖ୍ୟା ତିଆରି କରିବା ।
  • ସାଇକେଲ୍ ଟ୍ୟୁବ୍‌ରେ ପମ୍ପ ଦେବା ।
  • ବାଣ ଫୋଟକା ଫୁଟି ଶବ୍ଦ ହେବା ।
  • ଚକ୍ ଗୁଣ୍ଡରୁ ଚକ୍‌ଖଡ଼ି ତିଆରି କରିବା ।
    Solution:

ଭୌତିକ ଓ ରାସାୟନିକ ପରିବର୍ତ୍ତନର ତୁଳନା

→  ରାସାୟନିକ ପ୍ରତିକ୍ରିୟା :

  • ଦୁଇଟି ପଦାର୍ଥ ମିଶି ନୂତନ ପଦାର୍ଥ ଗଠନ କରିବାକୁ ରାସାୟନିକ ପ୍ରତିକ୍ରିୟା କୁହାଯାଏ ।
  • ରାସାୟନିକ ପ୍ରତିକ୍ରିୟା ନିମନ୍ତେ ଉପାଦାନ ଗୁଡ଼ିକର ନିର୍ଦ୍ଦିଷ୍ଟ ଅନୁପାତ ରହିବା ଦରକାର ।
  • ରାସାୟନିକ ପ୍ରତିକ୍ରିୟା ନିମନ୍ତେ ସ୍ପର୍ଶ, ତାପ, ଆଲୋକ ପ୍ରଭୃତିର ଅନୁକୂଳ ଅବସ୍ଥା ଆବଶ୍ୟକ ହୁଏ ।
  • ରାସାୟନିକ ପ୍ରତିକ୍ରିୟାଦ୍ଵାରା ଉପାଦାନ ଗୁଡ଼ିକର ରାସାୟନିକ ପରିବର୍ତ୍ତନ ଘଟି ନୂତନ ପଦାର୍ଥ ଉତ୍ପନ୍ନ ହୁଏ ।

→  ତୁମପାଇଁ କାମ :
ସେଥ‌ିରେ ଚିମୁଟାଏ ଖାଇବା ସୋଡ଼ା (ସୋଡ଼ିୟମ୍‌ ବାଇକାର୍ବୋନେଟ୍) ମିଶାଇ ଲକ୍ଷ୍ୟ କର କ’ଣ ହେଲା । ଅନ୍ୟ ଗୋଟିଏ ପରୀକ୍ଷା ନଳୀରେ ଅଳ୍ପ ସଦ୍ୟ ପ୍ରସ୍ତୁତ ସ୍ଵଚ୍ଛ ଚୂନପାଣି ନେଇ ରଖ । ପ୍ରଥମ ପରୀକ୍ଷାନଳୀ ମଧ୍ଯରେ ବୁଦ୍ ବୁଦ୍ ସୃଷ୍ଟି ହେବା ସହିତ ଗ୍ୟାସ୍ ନିର୍ଗତ ହେବ ଏବଂ ସଁ ଶବ୍ଦ ଶୁଣାଯିବ ।
ନିର୍ଗତ ହେଉଥ‌ିବା ଏହି ଗ୍ୟାସ୍‌ ତତ୍‌କ୍ଷଣାତ୍ ସ୍ବଚ୍ଛ ହେଲା ।

Solution:

  • ଭିନେଗାର ସହିତ ଖାଇବା ସୋଡ଼ାର ପ୍ରତିକ୍ରିୟା ଘଟି ଅଙ୍ଗାରକାମ୍ଳ ଗ୍ୟାସ୍ ସୃଷ୍ଟି ହୁଏ । ଏହି ଗ୍ୟାସ୍ ସଁ ସଁ ଶବ୍ଦ କରି ବୁଦ୍‌ବୁଦ୍ ହୋଇ ନିର୍ଗତ ହେବ ।
  • ଚୂନପାଣି ହେଉଛି କ୍ୟାଲସିୟମ୍‌ ହାଇଡ୍ରକ୍‌ସାଇଡ଼ର ଜଳୀୟ ଦ୍ରବଣ । ଏହା ସହିତ ଅଙ୍ଗାରକାମ୍ଳର ପ୍ରତିକ୍ରିୟା ଘଟିବାରୁ ଧଳା ଓ ଅଦ୍ରବଣୀୟ ପଦାର୍ଥ କ୍ୟାଲ୍‌ସିୟମ୍ କାର୍ବୋନେଟ୍ ସୃଷ୍ଟି ହେଲା । ଏହି ଯୌଗିକର ଉପସ୍ଥିତି ଯୋଗୁ ଚୂନପାଣି
  • ଉପରୋକ୍ତ ପରୀକ୍ଷଣରେ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହେବା, କ୍ୟାଲ୍‌ସିୟମ୍ କାର୍ବୋନେଟ୍ ସୃଷ୍ଟି ହେବା ଓ ଚୂନପାଣିର ରଙ୍ଗ ଦୁଧୂ ହେବା ଗୋଟିଏ ଗୋଟିଏ ରାସାୟନିକ ପ୍ରତିକ୍ରିୟା ।

→  ତୁମପାଇଁ କାମ :
ଗୋଟିଏ ସ୍ୱଚ୍ଛ କାଚପାତ୍ରରେ ଚାମଚେ ତୁତିଆ (କପର୍ ସଲ୍‌ଫେଟ୍) ନେଇ ଆବଶ୍ୟକ ପରିମାଣର ଜଳ ମିଶାଇ ଦ୍ରବଣ ପ୍ରସ୍ତୁତ କର । ସୁବିଧା ଥିଲେ ଏହି ଦ୍ରବଣରେ ଦୁଇ/ ଚାରି ଟୋପା ଲଘୁ ଗନ୍ଧକାମ୍ଳ (ଡାଇଲୁଟ୍ ସଲ୍‌ଫୁରିକ୍‌ ଏସିଡ୍) ମିଶାଅ ।

ଏହି ଦ୍ରବଣର ବର୍ଣ୍ଣ ଲେଖ୍ଖ ଏବଂ ଗୋଟିଏ କାଚନଳୀରେ ଏଥୁରୁ ଅଳ୍ପ ନେଇ ରଖ । କାଚପାତ୍ରରେ ଥ‌ିବା ଦ୍ରବଣରେ କଳଙ୍କି ଲାଗି ନଥ‌ିବା ଗୋଟିଏ ଲୁହାକଣ୍ଟା ବୁଡ଼ାଇ ଛାଡ଼ିଦିଅ ଏବଂ ପ୍ରାୟ ଅଧଘଣ୍ଟା ପରେ ଦେଖ ‘କ’ଣ ପରିବର୍ତ୍ତନ ହେଲା । ଲୁହାକଣ୍ଟା ବୁଡ଼ାଇବା ପୂର୍ବରୁ ତୁତିଆ ଦ୍ରବଣର ରଙ୍ଗ କ’ଣ ଥିଲା ? ଅଧଘଣ୍ଟାଏ ପରେ ସେହି ଦ୍ରବଣର ରଙ୍ଗରେ କେଉଁ ପରିବର୍ତ୍ତନ ହେଲା ଓ ଲୁହାକଣ୍ଟାଟିର କିଭଳି ପରିବର୍ତ୍ତନ ଲକ୍ଷ୍ୟକଲ ।
Solution:

  • ପରୀକ୍ଷଣ ପୂର୍ବରୁ ତୁତିଆର ଦ୍ରବଣ ନୀଳ ରଙ୍ଗ ଥିଲା । ସେଥ‌ିରେ ଲୁହାକଣ୍ଟା ପକାଇବାର ଅଧଘଣ୍ଟା ପରେ ସେହି
  • ସବୁଜ ରଙ୍ଗ ଯୁକ୍ତ ଜଳରେ ଦ୍ରବଣୀୟ ପଦାର୍ଥ ହେଉଛି ଆଇରନ୍‌ ସଲ୍‌ଫେଟ୍ । ଲୁହାକଣ୍ଟା ଉପରେ ଧୂସର ରଙ୍ଗର ରାସାୟନିକ ପରିବର୍ତ୍ତନ ।

ପ୍ରଶ୍ନ ୨ । ସ୍କୁଲ୍ କାନ୍ଥ ବା ତୁମ ଘର କାନ୍ଥ ଚୂନ ଦିଆଗଲେ ସେ କାନ୍ଥ ସବୁ ପ୍ରଥମେ ପ୍ରଥମେ ପାଣିଚିଆ ଦେଖାଯାଏ । କିନ୍ତୁ କିଛି ସମୟ ପରେ ତାହା ଖୁବ୍ ଧଳା ଦେଖାଯାଏ । ଏପରି କାହିଁକି ହୁଏ ।
Solution:
କାନ୍ଥରେ ଚୂନ ଲିପିଦେଲେ ଚୂନପାଣି ବାୟୁରେ ଥ‌ିବା ଅଙ୍ଗାରକାମ୍ଳ ସହ ପ୍ରତିକ୍ରିୟା କରି କ୍ୟାଲ୍‌ସିୟମ୍ କାର୍ବୋନେଟ୍ (CaCO3) ସୃଷ୍ଟିକରେ । ଏହାର ରଙ୍ଗ ଧଳା ଓ ଜଳରେ ଅଦ୍ରବଣୀୟ ହୋଇଥିବାରୁ କାନ୍ଥ ଧଳା ଦିଶେ ।
ଚୂନ + ଅଙ୍ଗାରକାମ୍ଳ ଗ୍ୟାସ୍ = କ୍ୟାଲସିୟମ୍ କାର୍ବୋନେଟ୍ + ଜଳ
ପ୍ରଶ୍ନ ୩ । ନିମ୍ନଲିଖ ସାରଣୀଟି ପୁରଣ କର ।(ପ୍ରଶ୍ନ ସହ ଉତ୍ତର)

→  ରାସାୟନିକ ସମୀକରଣ :

  • ଗୋଟିଏ ରାସାୟନିକ ପ୍ରତିକ୍ରିୟାକୁ ଯେଉଁ ସମୀକରଣ ସାହାଯ୍ୟରେ ସଂକ୍ଷେପ ଓ ସାଂକେତିକ ରୂପରେ ପ୍ରକାଶ କରାଯାଏ, ତାହାକୁ ରାସାୟନିକ ସମୀକରଣ କୁହାଯାଏ ।
  • ରାସାୟନିକ ପ୍ରତିକ୍ରିୟାରେ ଉତ୍ପନ୍ନ ହେଉଥ‌ିବା ନୂତନ ପଦାର୍ଥଗୁଡ଼ିକୁ ଉତ୍ପାଦ କୁହାଯାଏ ।
  • ରାସାୟନିକ ପ୍ରତିକ୍ରିୟାରେ ଏକ ବା ଏକାଧ୍ଵ ପ୍ରତିକାରକ ବ୍ୟବହୃତ ହୁଏ । ସେହିପରି ଏକ ବା ଏକାଧ୍ଵ ଉତ୍ପାଦ ଉତ୍ପନ୍ନ ହୋଇଥାଏ ।
  • ରାସାୟନିକ ସମୀକରଣ ଲେଖୁଲା ବେଳେ, ସେହି ପ୍ରତିକାରକଗୁଡ଼ିକୁ ସେମାନଙ୍କର ଅଣୁ ସଂକେତ ଓ ଉତ୍ପାଦଗୁଡ଼ିକୁ

→  ରାସାୟନିକ ସମୀକରଣ ଲେଖୁବା ଳିୟମ :
(i) ରାସାୟନିକ ସମୀକରଣ ଲେଖୁବା ପୂର୍ବରୁ ପ୍ରତିକାରକ ଓ ଉତ୍ପାଦ ଅଣୁର ସଂକେତ ଜାଣିଥିବା ଆବଶ୍ୟକ । ଉଦାହରଣ ସ୍ଵରୂପ, ମ୍ୟାଗ୍ନେସିୟମ୍ ଫିତାରେ ଅଗ୍ନି ସଂଯୋଗ କଲେ ତାହା ଉଜ୍ଜ୍ବଳ ଆଲୋକ ପ୍ରକାଶ କରିବା ସହିତ ଜଳି ଉଠେ ଓ ଧଳା ବର୍ଣ୍ଣର ପାଉଁଶ ସୃଷ୍ଟି ହୁଏ । ଏହି ପାଉଁଶ ହେଉଛି ମାଗ୍ନେସିୟମ ଅକ୍‌ସାଇଡ୍ । ଏଠାରେ ମାଗ୍ନେସିୟମ୍ ଓ ଅମ୍ଳଜାନ ହେଉଛନ୍ତି ପ୍ରତିକାରକ । ମ୍ୟାଗ୍ନେସିୟମ୍ ଅଣୁର ସଂକେତ ଓ ପରମାଣୁର ପ୍ରତୀକ ସମାନ ଓ ତାହା Mg । ଅମ୍ଳଜାନ ଅଣୁରେ ଦୁଇଟି ପରମାଣୁ ଥାଏ ଓ ଏହାର ଅଣୁ ସଂକେତ O2 । ଏହି ପ୍ରତିକ୍ରିୟାର ଉତ୍ପାଦ ହେଉଛି ମାଗ୍ନେସିୟମ୍ ଅକ୍‌ସାଇଡ୍ ଓ ଏହାର ସଂକେତ MgO ।

(ii) ତେଣୁ ଏହି ସମୀକରଣର ବାମପାର୍ଶ୍ବରେ Mg ଓ O2, ଏବଂ ଡାହାଣ ପାର୍ଶ୍ଵରେ MgO ଲେଖିବାକୁ ହୁଏ ।

(iii) ଯଦି କୌଣସି ସମୀକରଣ ଲେଖୁବେଳେ ଏକରୁ ଅଧିକ ଉତ୍ପାଦକୁ କିମ୍ବା ପ୍ରତିକାରକକୁ ପ୍ରକାଶ କରିବା ଆବଶ୍ୟକ ହୋଇଥାଏ ତେବେ ସେଗୁଡ଼ିକର ଅଣୁ ସଂକେତ ମଧ୍ୟରେ ଯୁକ୍ତ ଚିହ୍ନ (+) ଲେଖୁ ପୃଥକ କରିବା ଆବଶ୍ୟକ । ଏଠାରେ ପ୍ରତିକାରକ ଦୁଇଟିକୁ ‘‘Mg +O2,” ଏବଂ ଏକମାତ୍ର ଉତ୍ପାଦ ପାଇଁ MgO ଲେଖାଯିବ ।

(iv) ପ୍ରତିକାରକ ଓ ଉତ୍ପାଦ ମଧ୍ଯରେ ଏକ ତୀର ଚିହ୍ନ (→) ଲେଖାଯାଏ । ତୀରଟି ବାମରୁ ଡାହାଣକୁ ସୂଚାଉଥ‌ିବାଦ୍ଵାର ପ୍ରତିକାରକରୁ ଉତ୍ପାଦ ଉତ୍ପନ୍ନ ହେବା ଦର୍ଶାଏ ।

(v) ପ୍ରଥମେ ରାସୟନିକ ସମାଜରଣଟି ପ୍ରତିକାରକ ଉତ୍ପାଦରତିକ ର ନାମକ୍ତ ବ୍ୟବହାର କରି ଲୋଖାଯାଇ ପାରିବ ।
BSE Odisha Class 7 Science Solutions Chapter 2 Img 6
(vi) ଉପରୋକ୍ତ ରାସାୟନିକ ସମୀକରଣଟି ପ୍ରତିକାରକ ଓ ସଂକେତ ବ୍ୟବହାର କରି ନିମ୍ନ ପ୍ରକାରରେ ଲେଖାଯାଏ,
BSE Odisha Class 7 Science Solutions Chapter 2 Img 7
(vii) ଉପରେକ୍ର ରାସପୂଳକ ସମାଜରଶକ୍ତ କଲଲ (skeletal) ବା ଅପମ (unbalanced) ସମାଜରଣ କହନ୍ତି |

(viii) ରାସାୟନିକ ପରିବର୍ତ୍ତନରେ ପରିବର୍ତ୍ତନ-ପୂର୍ବ ବସ୍ତୁତ୍ଵ ଏବଂ ପରିବର୍ତ୍ତନର ପର ବସ୍ତୁତ୍ଵ ସର୍ବଦା ସମାନ ରହେ ଅର୍ଥାତ୍ ରାସାୟନିକ ପ୍ରତିକ୍ରିୟାରେ ଅଂଶ ଗ୍ରହଣ କରିଥିବା ପ୍ରତିକାରକଗୁଡ଼ିକର ମୋଟ ବସ୍ତୁତ୍ଵ, ପ୍ରତିକ୍ରିୟା ଶେଷରେ ଉତ୍ପନ୍ନ ହୋଇଥ‌ିବା ଉତ୍ପାଦଗୁଡ଼ିକର ମୋଟ ବସ୍ତୁତ୍ୱ ସହ ସମାନ ଅଟେ ।

(ix) ଅସମତୁଲ ସମୀକରଣକୁ ସମତୁଲ କରିବା ଆବଶ୍ୟକ । ଆବଶ୍ୟକତା ଅନୁଯାୟୀ ଏକାତ୍ଵିକ ଉପାୟରେ ସମୀକରଣ ଗୁଡ଼ିକୁ ସମତୁଲ କରାଯାଇଥାଏ । ପ୍ରଥମେ ସବୁଠାରୁ ସରଳ (Hit and trial) ବା (trial and error) ପଦ୍ଧତି

ଗାମାକରଣ ସମତୁଲ କରିବା ପ୍ରଣାଳୀ :
(i) ଅସମତୁଲ ସମାଜରେଶବରି ନିମ୍ ପ୍ରକାରରେ ଅଛି |
BSE Odisha Class 7 Science Solutions Chapter 2 Img 8
(ii) ଏହି ସମୀକରଣଟିର ଉଭୟ ପାର୍ଶ୍ଵରେ ମ୍ୟାଗ୍ନେସିୟମ୍ ପରମାଣୁ ସଂଖ୍ୟା ଗୋଟିଏ ଲେଖାଏଁ ଥ‌ିବାରୁ ସମାନ ଅଛି । କିନ୍ତୁ ଅମ୍ଳଜାନ ପରମାଣୁର ସଂଖ୍ୟା ବାମ ପାର୍ଶ୍ଵରେ ଦୁଇଟି ଓ ଡାହାଣ ପାର୍ଶ୍ଵରେ ଗୋଟିଏ ଥ‌ିବାରୁ ସମାନ ପାର୍ଶ୍ଵରେ ଦୁଇ ଗୁଣନ କରିବାକୁ ହେବ । ବର୍ତ୍ତମାନ ସମୀକରଣଟି ନିମ୍ନ ପ୍ରକାର ହେବ ।
BSE Odisha Class 7 Science Solutions Chapter 2 Img 9
(iii) ଏହା ଫଳରେ ଅମ୍ଳଜାନ ପରମାଣୁ ସଂଖ୍ୟା ଉଭୟ ପାର୍ଶ୍ଵରେ ସମାନ ହେଲା ; କିନ୍ତୁ ମାଗ୍ନେସିୟମ୍ ପରମାଣୁ ସଂଖ୍ୟା ଉଭୟ ପାର୍ଶ୍ଵରେ ଅସମାନ ହୋଇଗଲା । ବାମ ପାର୍ଶ୍ବରେ ଏହା କମ୍ ଥିବାରୁ ସେହି “Mg”’କୁ ଦୁଇଗୁଣ କରିବାକୁ ହେବ । ଏହାଦ୍ୱାରା ସେହି ସମୀକରଣଟି ନିମ୍ନପ୍ରକାର ହେବ ।
2 Mg + O2, = 2 MgO

(iv) ବର୍ତ୍ତମାନ ସମୀକରଣଟି ସମତୁଲ ହେଲା ଓ ଏହାର ତୀର (→) ଚିହ୍ନ ସ୍ଥାନରେ ସମାନ (=) ଚିହ୍ନ ଲେଖାଗଲା ।

ପ୍ରଣ ୪ । ନିମ୍ନଲିଖତ ପ୍ରତିକ୍ତିକଗୁଜ ପାଇଁ ସମତୁଲ ରାମାୟନିକ ସମାଜରଣ ଲେଖ |
(କ) ବାୟୁରେ ଅଙ୍ଗାରକ (କାର୍ବନ) ଜଳିବା ବେଳେ ଅଙ୍ଗାରକାମ୍ଳ ଗ୍ୟାସ୍ (କାର୍ବନ ଡାଇଅକ୍ସାଇଡ୍) ଉତ୍ପନ୍ନ ହୁଏ ।
Solution:
BSE Odisha Class 7 Science Solutions Chapter 2 Img 10

(ଖ) ସୋଡ଼ିୟମ୍, କ୍ଲୋରିନ୍ ସହିତ ରାସାୟନିକ ପ୍ରତିକ୍ରିୟା କଲେ ସୋଡ଼ିୟମ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ ।
Solution:
BSE Odisha Class 7 Science Solutions Chapter 2 Img 11

(ଗ) ଉଦ୍‌ଜାନ, କ୍ଲୋରିନ୍ ସହିତ ପ୍ରତିକ୍ରିୟା କଲେ ଲବଣାମ୍ଳ (ହାଇଡ୍ରୋଜେନ୍ କ୍ଲୋରାଇଡ୍) ଗ୍ୟାସ୍ ଉତ୍ପାଦିତ ହୁଏ ।
Solution:
BSE Odisha Class 7 Science Solutions Chapter 2 Img 12

→ ଆସ ଜାଣିବା:

  • ବିଭିନ୍ନ ପଦାର୍ଥର ଅନେକ ପରିବର୍ତ୍ତନ ହୋଇଥାଏ ।
  • ଏହି ସବୁ ପରିବର୍ତ୍ତନ ମୁଖ୍ୟତଃ ଦୁଇ ପ୍ରକାରର ଯଥା : ଭୌତିକ ଓ ରାସାୟନିକ ପରିବର୍ତ୍ତନ ।
  • ଭୌତିକ ପରିବର୍ତ୍ତନଗୁଡ଼ିକ ପ୍ରତ୍ୟାବର୍ତୀ ଓ ଏଥିଯୋଗୁଁ ପଦାର୍ଥର କେବଳ ଭୌତିକ ଧର୍ମଗୁଡ଼ିକର ପରିବର୍ତ୍ତନ ହୋଇଥାଏ ।
  • ରାସାୟନିକ ପରିବର୍ତ୍ତନଗୁଡ଼ିକ ଅପ୍ରତ୍ୟାବର୍ତ୍ତୀ ଓ ଏହି ପରିବର୍ତ୍ତନ ଦ୍ଵାରା ପଦାର୍ଥର ଉଭୟ ଭୌତିକ ଓ ରାସାୟନିକ ଧର୍ମଗୁଡ଼ିକ ପରିବର୍ତ୍ତନ ହୋଇଥାଏ ।
  • ରାସାୟନିକ ପରିବର୍ତ୍ତନ ଯୋଗୁ ସର୍ବଦା ନୂତନ ପଦାର୍ଥ ଉତ୍ପନ୍ନ ହୁଏ ।
  • ରାସାୟନିକ ପରିବର୍ତ୍ତନ ବେଳେ ରାସାୟନିକ ପ୍ରତିକ୍ରିୟା ହୋଇଥାଏ ।
  • ରାସାୟନିକ ପ୍ରତିକ୍ରିୟାରେ ଅଂଶ ଗ୍ରହଣ କରୁଥିବା ପଦାର୍ଥକୁ ପ୍ରତିକାରକ ଓ ପ୍ରତିକ୍ରିୟା ବେଳେ ଉତ୍ପନ୍ନ ହେଉଥ‌ିବା ନୂତନ ପଦାର୍ଥକୁ ଉତ୍ପାଦ କୁହାଯାଏ ।

Question 1.
ନିମ୍ନଲିଖତ ପରିବର୍ତ୍ତନଗୁଡ଼ିକ ମଧ୍ୟରେ କେଉଁଗୁଡ଼ିକ ଭୌତିକ ପରିବର୍ତ୍ତନ ?
(କ) ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା
(ଖ) ପୁରୁଣା କାଗଜ ବ୍ୟବହାର କରି ଠୁଙ୍ଗା ତିଆରି କରିବା
(ଗ) ଗୋଟିଏ ତମ୍ବା ମୁଦ୍ରାକୁ ପିଟିପିଟି ଚେପ୍‌ଟା କରିବା
(ଘ) ସ୍ଵଚ୍ଛ ଚୂନପାଣିକୁ ଗୋଟିଏ ସରୁ ମୁହଁ ଥ‌ିବା ଶିଶିରେ ନେଇ ଫୁଙ୍କିବା
(ଙ) ବିଭିନ୍ନ ଆବର୍ଜନା ପଦାର୍ଥରୁ ଖତ ତିଆରି କରିବା
(ଚ) ତୁଳାରୁ ସୂତା ପ୍ରସ୍ତୁତ କରିବା
Solution:
ନିମ୍ନଲିଖତଗୁଡିକ ଲୋଡିକ ପରିଦରନ –
(ଖ) ପୁରୁଣା କାଗଜ ବ୍ୟବହାର କରି ଠୁଙ୍ଗା ତିଆରି କରିବା
(ଗ) ଗୋଟିଏ ତମ୍ବା ମୁଦ୍ରାକୁ ପିଟିପିଟି ଚେପ୍‌ଟା କରିବା ଓ
(ଚ) ତୁଳାରୁ ସୂତା ପ୍ରସ୍ତୁତ କରିବା

Question 2.
ନିମ୍ନଲିଖ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ କେଉଁଟି ଭୌତିକ କିନ୍ତୁ ଅପ୍ରତ୍ୟାବର୍ତ୍ତୀ ।
(କ) ଆଇସ୍‌କ୍ରିମ୍ ତରଳି ଯିବା
(ଗ) ଇଲେକ୍ଟ୍ରିକ୍ ବଲ୍‌ବ ଜଳାଇବା
(ଖ) ଚାଇନାମାଟିରେ ତିଆରି ଫୁଲଦାନୀ ଭାଙ୍ଗିଯିବା
(ଘ) କ୍ତହାକଣାରେ କଲକ କାଟିନ |
Solution:
(ଖ) ଚାଇନା ମାଟିରେ ତିଆରି ଫୁଲଦାନୀ ଭାଙ୍ଗିଯିବା । ଏହା ହେଉଛି ଭୌତିକ କିନ୍ତୁ ଅପତ୍ୟାବର୍ତ୍ତୀ

Question 3.
ଗୋଟିଏ କାଠଗଡ଼କୁ ଛୋଟ ଛୋଟ କରି କାଟି ଜଳାଇବାରେ ଦୁଇଟି ଭିନ୍ନ ଭିନ୍ନ ପରିବର୍ତ୍ତନ ହୋଇଥାଏ । ଦୁଇ ଦୁଇଟି କାରଣ ସହ ବୁଝାଅ ।
Solution:

  • ଗୋଟିଏ କାଠଗଡ଼କୁ ଛୋଟ ଛୋଟ କରି କାଟିଲେ ଭୋତିଲ ପରିଦଭ ଶଟିଥାଏ | କାଲ ହାଇଟ କାରଣ ନ୍ମିତନ ପଦାର ଉପନ୍ତ ହୋଲନଥାଏ |
  • କଟା କାଠଖଣ୍ଡକୁ ଜଳାଇଲେ ରାସାୟନିକ ପରିବର୍ତ୍ତନ ଘଟେ । କାରଣ କାଠଖଣ୍ଡ ଜଳି ନୂତନ କିମ୍ବା ପାଉଁଶ ଉତ୍ପନ୍ନ ହୋଇଥାଏ ।

Question 4.
ନିମ୍ନଲିଖୂତ ଅସମତୁଲ ରାସାୟନିକ ସମୀକରଣଗୁଡ଼ିକୁ ସମତୁଲ କର ।
(କ) Na + 02 → Na2O
(ଗ) N2 + H2 → NH3
(ଖ) Mg + Cl2 → MgCI2
(ଘ) KClO3→ KCl + O2
Solution:
(କ) 4Na + O2 = 2Na2O
(ଗ) N2 + 3H2 = 2NH3
(ଖ) Mg + Cl2 = MgCI2
(ଘ) 2KClO3 = 2KCl + 302

Question 5.
ନିମ୍ନଲିଖର ରାସାୟନିକ ପ୍ପତିକ୍ତିମାର୍ତିକୁ ସମତୁଲ ରାମାୟନିକ ସାରାକରଣ ପାବାଯମୟରେ ଦଶାର୍ଥ |
(କ) ଆଲୁମିନିୟମ୍ ଅମ୍ଳଜାନ ସହ ପ୍ରତିକ୍ରିୟା କରି ଆଲୁମିନିୟମ୍‌ ଅକ୍‌ସାଇଡ୍ ଉତ୍ପନ୍ନ କରେ ।
Solution:
4Al + 302 → 2Al2O3

(ଖ) ସୋଡ଼ିୟମ୍ ଅଙ୍ଗାରକାମ୍ଳ ସହ ପ୍ରତିକ୍ରିୟା କଲେ ସୋଡ଼ିୟମ୍ କାର୍ବୋନେଟ୍ ଉତ୍ପନ୍ନ ହୋଇଥାଏ ।
Solution:
4 Na + 3CO2 → 2Na2CO3 + C

(ଗ) ପୋଟାସିୟମ୍ନ, ଗଜଳ ସହ ପ୍ରତିକ୍ତିଯା କରି ପୋଟାସିୟମ ପ୍ରକପାଲତ୍ଭେ ତୁପାନ୍ତରିତ ହୁଏ |
Solution:
2K + S → K2S

(ଘ) କାଦନ ମରନାଥକ୍ସସlକତ୍ ଅମ୍ଳକାନରେ ଦହିତ ହେଲେ ଥକ୍କାରକାମ୍ଳ ଭତ୍ପନ୍ନ ହୁଏ |
Solution:
2CO + O2 → 2CO2

Question 6.
H2 + 1/2O2 → H2O ସମୀକରଣଟି ଠିକ୍ କି ଭୁଲ୍ ଯଥାର୍ଥତା ସହ ବୁଝାଅ ।
Solution:
H2 + 1⁄2O2 → H2O
(i) ସମାକରଣଟି ଭୁଲ ଅଟେ | କାଣେ ରାସାୟ୍ନନକ ସମାଜରଣ ଲେଖଦାଦେଲେ ପ୍ରତିକାରକଗୁଡିକ ସେଗୁଡିକର ଅଣୁର ସଂକେତ ଓ ଉତ୍ପାଦଗୁଡ଼ିକୁ ସେଗୁଡ଼ିକର ଅଣୁର ସଂକେତ ସାହାଯ୍ୟରେ ପ୍ରକାଶ କରାଯାଏ ।
(ii) 12O2, ଅମ୍ଳଜାନ ଅଣୁର ସଂକେତ ନୁହେଁ, O2, ଅମ୍ଳଜାନ ଅଣୁର ସଂକେତ ।

ବିଷୟବସ୍ତୁ ସୂଚନା ଓ ବିଶେଷଣ

→ ପଦାର୍ଥର ପରିବର୍ତ୍ତନ :
ଆମ ଚତୁଃପାର୍ଶ୍ଵରେ ଦେଖୁଥ‌ିବା ବିଭିନ୍ନ ପଦାର୍ଥର ଅନେକ ପରିବର୍ତ୍ତନ ହୋଇଥାଏ । ଏହି ପରିବର୍ତ୍ତନ ମୁଖ୍ୟତଃ ଦୁଇ ପ୍ରକାରର; ଯଥା – (a) ଭୌତିକ ପରିବର୍ତ୍ତନ ଓ (b) ରାସାୟନିକ ପରିବର୍ତ୍ତନ ।

(a) ଭୌତିକ ପରିବର୍ତ୍ତନ –

  • ଯେଉଁ ପରିବର୍ତ୍ତନଗୁଡ଼ିକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ସେଗୁଡ଼ିକୁ ଭୌତିକ ପରିବର୍ତ୍ତନ କୁହାଯାଏ । ଏଥ‌ିରେ ପଦାର୍ଥର କେବଳ ରୂପ, ବର୍ଣ୍ଣ ଆଦିର ସାମୟିକ ପରିବର୍ତ୍ତନ ଘଟିଥାଏ ଏବଂ କୌଣସି ନୂତନ ପଦାର୍ଥ ଉତ୍ପନ୍ନ ହୋଇନଥାଏ ।
  • ଚିନିକୁ ଜଳରେ ଦ୍ରବୀଭୂତ କରି ସର୍ବତ ପ୍ରସ୍ତୁତ କରିବା, ଜଳକୁ ଉତ୍ତପ୍ତ କରି ବାମ୍ଫ କରିବା, କାଚ ଭାଙ୍ଗିବା, ବିଦ୍ୟୁତ୍ ବଲ୍‌ବ ଜଳିବା ଆଦି ପରିବର୍ତ୍ତନଗୁଡ଼ିକ ଭୌତିକ ପରିବର୍ତ୍ତନ ।

(b) ରାସାୟନିକ ପରିବର୍ତ୍ତନ –

  • ଯେଉଁ ପରିବର୍ତ୍ତନଗୁଡ଼ିକ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ସେଗୁଡ଼ିକୁ ରାସାୟନିକ ପରିବର୍ତ୍ତନ କୁହାଯାଏ । ଏଥିରେ ପଦାର୍ଥର ଉଭୟ ଭୌତିକ ଓ ରାସାୟନିକ ଧର୍ମର ପରିବର୍ତ୍ତନ ହୋଇ ଏକ ବା ଏକାଧିକ ନୂତନ ପଦାର୍ଥ ଉତ୍ପନ୍ନ ହୋଇଥାଏ ।
  • ଲୁହାରେ କଳଙ୍କି ଲାଗିବା, କାଠ ଜଳିବା, କ୍ଷୀରରୁ ଛେନା ହେବା ଇତ୍ୟାଦି ରାସାୟନିକ ପରିବର୍ତ୍ତନ ଅଟେ ।

→  ତୁମପାଇଁ କାମ :
ତଳ ସାରଣୀ ତୁମ ଖାତାରେ ଆଙ୍କ ଓ ପାଞ୍ଚଗୋଟି ଉଦାହରଣ ଦେଇ ସଂପୂର୍ଣ୍ଣ କର ।

ପ୍ରଶ୍ନ ୧ । (କ) ଗୋଟିଏ ଫୁଲଝରି ବାଣ ଜଳାଇବାବେଳେ ତୁମେ ଧରୁଥିବା ଅଂଶର କି ପ୍ରକାର ପରିବର୍ତ୍ତନ ହୁଏ ?
Solution:
ଫୁଲଝରି ବାଣ ଜଳାଇବାବେଳେ ଆମେ ଧରିଥିବା ଅଂଶର କୌଣସି ପରିବର୍ତ୍ତନ ହୁଏ ନାହିଁ ।

(ଖ) ଯାହା ଜଳିଗଲା ସେହି ପଦାର୍ଥର କି ପ୍ରକାର ପରିବର୍ତ୍ତନ ହେଲା ?
Solution:
ଯାହା ଜଳିଗଲା ସେହି ପଦାର୍ଥର ରାସାୟନିକ ପରିବର୍ତ୍ତନ ହେଲା । କାରଣ ବାରୁଦର ଦହନ ଘଟି ପାଉଁଶ (ନୂତନ ପଦାର୍ଥ) ସୃଷ୍ଟି ହେଲା । ଏହା ଏକ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ଅଟେ ।

(ଗ) ଫୁଲଝରିର ବାରୁଦ ଜଳିଥ‌ିବା ଅଂଶରେ ଥ‌ିବା ତାରର କି ପରିବର୍ତ୍ତନ ହୁଏ ?
Solution:
ଫୁଲଝରିର ବାରୁଦ ଜଳିଥିବା ଅଂଶରେ ଥ‌ିବା ତାରର ଭୌତିକ ପରିବର୍ତ୍ତନ ହୁଏ । କାରଣ ତାରଟି ଉତ୍ତପ୍ତ ହୋଇ ପ୍ରସାରିତ ହୋଇଥାଏ ଏବଂ ଥଣ୍ଡା ହେଲେ ମୂଳଅବସ୍ଥା ପ୍ରାପ୍ତ ହୋଇଥାଏ । ଏହା ଏକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ

→  ତୁମପାଇଁ କାମ :
ଏଠାରେ ଦିଆଯାଇଥ‌ିବା ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଭୌତିକ ଓ ରାସାୟନିକ ପରିବର୍ତ୍ତନଗୁଡ଼ିକୁ ଅଲଗା କରି ନିମ୍ନ ସାରଣିର ଉଦ୍ଦିଷ୍ଟ ସ୍ଥାନରେ ଲେଖ । ସେହି ପରିବର୍ତ୍ତନ ସପକ୍ଷରେ ଥ‌ିବା କାରଣ ଯଥା ସ୍ଥାନରେ ଲେଖ ।

  • ବାଇଗଣ କାଟି ରଖ୍ ଦେଲେ ତା’ର ରଙ୍ଗ ପରିବର୍ତ୍ତନ ହେବା ।
  • ବାସି ପଖାଳ ଖଟା ଲାଗିବା ।
  • ଗୋଟିଏ ସରୁ ତାରକୁ ବଙ୍କାଇ ଇଂରାଜୀ ଆଠ ସଂଖ୍ୟା ତିଆରି କରିବା ।
  • ସାଇକେଲ୍ ଟ୍ୟୁବ୍‌ରେ ପମ୍ପ ଦେବା ।
  • ବାଣ ଫୋଟକା ଫୁଟି ଶବ୍ଦ ହେବା ।
  • ଚକ୍ ଗୁଣ୍ଡରୁ ଚକ୍‌ଖଡ଼ି ତିଆରି କରିବା ।
    Solution:

ଭୌତିକ ଓ ରାସାୟନିକ ପରିବର୍ତ୍ତନର ତୁଳନା

→  ରାସାୟନିକ ପ୍ରତିକ୍ରିୟା :

  • ଦୁଇଟି ପଦାର୍ଥ ମିଶି ନୂତନ ପଦାର୍ଥ ଗଠନ କରିବାକୁ ରାସାୟନିକ ପ୍ରତିକ୍ରିୟା କୁହାଯାଏ ।
  • ରାସାୟନିକ ପ୍ରତିକ୍ରିୟା ନିମନ୍ତେ ଉପାଦାନ ଗୁଡ଼ିକର ନିର୍ଦ୍ଦିଷ୍ଟ ଅନୁପାତ ରହିବା ଦରକାର ।
  • ରାସାୟନିକ ପ୍ରତିକ୍ରିୟା ନିମନ୍ତେ ସ୍ପର୍ଶ, ତାପ, ଆଲୋକ ପ୍ରଭୃତିର ଅନୁକୂଳ ଅବସ୍ଥା ଆବଶ୍ୟକ ହୁଏ ।
  • ରାସାୟନିକ ପ୍ରତିକ୍ରିୟାଦ୍ଵାରା ଉପାଦାନ ଗୁଡ଼ିକର ରାସାୟନିକ ପରିବର୍ତ୍ତନ ଘଟି ନୂତନ ପଦାର୍ଥ ଉତ୍ପନ୍ନ ହୁଏ ।

→  ତୁମପାଇଁ କାମ :
ସେଥ‌ିରେ ଚିମୁଟାଏ ଖାଇବା ସୋଡ଼ା (ସୋଡ଼ିୟମ୍‌ ବାଇକାର୍ବୋନେଟ୍) ମିଶାଇ ଲକ୍ଷ୍ୟ କର କ’ଣ ହେଲା । ଅନ୍ୟ ଗୋଟିଏ ପରୀକ୍ଷା ନଳୀରେ ଅଳ୍ପ ସଦ୍ୟ ପ୍ରସ୍ତୁତ ସ୍ଵଚ୍ଛ ଚୂନପାଣି ନେଇ ରଖ । ପ୍ରଥମ ପରୀକ୍ଷାନଳୀ ମଧ୍ଯରେ ବୁଦ୍ ବୁଦ୍ ସୃଷ୍ଟି ହେବା ସହିତ ଗ୍ୟାସ୍ ନିର୍ଗତ ହେବ ଏବଂ ସଁ ଶବ୍ଦ ଶୁଣାଯିବ ।
ନିର୍ଗତ ହେଉଥ‌ିବା ଏହି ଗ୍ୟାସ୍‌ ତତ୍‌କ୍ଷଣାତ୍ ସ୍ବଚ୍ଛ ହେଲା ।

Solution:

  • ଭିନେଗାର ସହିତ ଖାଇବା ସୋଡ଼ାର ପ୍ରତିକ୍ରିୟା ଘଟି ଅଙ୍ଗାରକାମ୍ଳ ଗ୍ୟାସ୍ ସୃଷ୍ଟି ହୁଏ । ଏହି ଗ୍ୟାସ୍ ସଁ ସଁ ଶବ୍ଦ କରି ବୁଦ୍‌ବୁଦ୍ ହୋଇ ନିର୍ଗତ ହେବ ।
  • ଚୂନପାଣି ହେଉଛି କ୍ୟାଲସିୟମ୍‌ ହାଇଡ୍ରକ୍‌ସାଇଡ଼ର ଜଳୀୟ ଦ୍ରବଣ । ଏହା ସହିତ ଅଙ୍ଗାରକାମ୍ଳର ପ୍ରତିକ୍ରିୟା ଘଟିବାରୁ ଧଳା ଓ ଅଦ୍ରବଣୀୟ ପଦାର୍ଥ କ୍ୟାଲ୍‌ସିୟମ୍ କାର୍ବୋନେଟ୍ ସୃଷ୍ଟି ହେଲା । ଏହି ଯୌଗିକର ଉପସ୍ଥିତି ଯୋଗୁ ଚୂନପାଣି
  • ଉପରୋକ୍ତ ପରୀକ୍ଷଣରେ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହେବା, କ୍ୟାଲ୍‌ସିୟମ୍ କାର୍ବୋନେଟ୍ ସୃଷ୍ଟି ହେବା ଓ ଚୂନପାଣିର ରଙ୍ଗ ଦୁଧୂ ହେବା ଗୋଟିଏ ଗୋଟିଏ ରାସାୟନିକ ପ୍ରତିକ୍ରିୟା ।

→  ତୁମପାଇଁ କାମ :
ଗୋଟିଏ ସ୍ୱଚ୍ଛ କାଚପାତ୍ରରେ ଚାମଚେ ତୁତିଆ (କପର୍ ସଲ୍‌ଫେଟ୍) ନେଇ ଆବଶ୍ୟକ ପରିମାଣର ଜଳ ମିଶାଇ ଦ୍ରବଣ ପ୍ରସ୍ତୁତ କର । ସୁବିଧା ଥିଲେ ଏହି ଦ୍ରବଣରେ ଦୁଇ/ ଚାରି ଟୋପା ଲଘୁ ଗନ୍ଧକାମ୍ଳ (ଡାଇଲୁଟ୍ ସଲ୍‌ଫୁରିକ୍‌ ଏସିଡ୍) ମିଶାଅ ।

ଏହି ଦ୍ରବଣର ବର୍ଣ୍ଣ ଲେଖ୍ଖ ଏବଂ ଗୋଟିଏ କାଚନଳୀରେ ଏଥୁରୁ ଅଳ୍ପ ନେଇ ରଖ । କାଚପାତ୍ରରେ ଥ‌ିବା ଦ୍ରବଣରେ କଳଙ୍କି ଲାଗି ନଥ‌ିବା ଗୋଟିଏ ଲୁହାକଣ୍ଟା ବୁଡ଼ାଇ ଛାଡ଼ିଦିଅ ଏବଂ ପ୍ରାୟ ଅଧଘଣ୍ଟା ପରେ ଦେଖ ‘କ’ଣ ପରିବର୍ତ୍ତନ ହେଲା । ଲୁହାକଣ୍ଟା ବୁଡ଼ାଇବା ପୂର୍ବରୁ ତୁତିଆ ଦ୍ରବଣର ରଙ୍ଗ କ’ଣ ଥିଲା ? ଅଧଘଣ୍ଟାଏ ପରେ ସେହି ଦ୍ରବଣର ରଙ୍ଗରେ କେଉଁ ପରିବର୍ତ୍ତନ ହେଲା ଓ ଲୁହାକଣ୍ଟାଟିର କିଭଳି ପରିବର୍ତ୍ତନ ଲକ୍ଷ୍ୟକଲ ।
Solution:

  • ପରୀକ୍ଷଣ ପୂର୍ବରୁ ତୁତିଆର ଦ୍ରବଣ ନୀଳ ରଙ୍ଗ ଥିଲା । ସେଥ‌ିରେ ଲୁହାକଣ୍ଟା ପକାଇବାର ଅଧଘଣ୍ଟା ପରେ ସେହି
  • ସବୁଜ ରଙ୍ଗ ଯୁକ୍ତ ଜଳରେ ଦ୍ରବଣୀୟ ପଦାର୍ଥ ହେଉଛି ଆଇରନ୍‌ ସଲ୍‌ଫେଟ୍ । ଲୁହାକଣ୍ଟା ଉପରେ ଧୂସର ରଙ୍ଗର ରାସାୟନିକ ପରିବର୍ତ୍ତନ ।

ପ୍ରଶ୍ନ ୨ । ସ୍କୁଲ୍ କାନ୍ଥ ବା ତୁମ ଘର କାନ୍ଥ ଚୂନ ଦିଆଗଲେ ସେ କାନ୍ଥ ସବୁ ପ୍ରଥମେ ପ୍ରଥମେ ପାଣିଚିଆ ଦେଖାଯାଏ । କିନ୍ତୁ କିଛି ସମୟ ପରେ ତାହା ଖୁବ୍ ଧଳା ଦେଖାଯାଏ । ଏପରି କାହିଁକି ହୁଏ ।
Solution:
କାନ୍ଥରେ ଚୂନ ଲିପିଦେଲେ ଚୂନପାଣି ବାୟୁରେ ଥ‌ିବା ଅଙ୍ଗାରକାମ୍ଳ ସହ ପ୍ରତିକ୍ରିୟା କରି କ୍ୟାଲ୍‌ସିୟମ୍ କାର୍ବୋନେଟ୍ (CaCO3) ସୃଷ୍ଟିକରେ । ଏହାର ରଙ୍ଗ ଧଳା ଓ ଜଳରେ ଅଦ୍ରବଣୀୟ ହୋଇଥିବାରୁ କାନ୍ଥ ଧଳା ଦିଶେ ।
ଚୂନ + ଅଙ୍ଗାରକାମ୍ଳ ଗ୍ୟାସ୍ = କ୍ୟାଲସିୟମ୍ କାର୍ବୋନେଟ୍ + ଜଳ
ପ୍ରଶ୍ନ ୩ । ନିମ୍ନଲିଖ ସାରଣୀଟି ପୁରଣ କର ।(ପ୍ରଶ୍ନ ସହ ଉତ୍ତର)

→  ରାସାୟନିକ ସମୀକରଣ :

  • ଗୋଟିଏ ରାସାୟନିକ ପ୍ରତିକ୍ରିୟାକୁ ଯେଉଁ ସମୀକରଣ ସାହାଯ୍ୟରେ ସଂକ୍ଷେପ ଓ ସାଂକେତିକ ରୂପରେ ପ୍ରକାଶ କରାଯାଏ, ତାହାକୁ ରାସାୟନିକ ସମୀକରଣ କୁହାଯାଏ ।
  • ରାସାୟନିକ ପ୍ରତିକ୍ରିୟାରେ ଉତ୍ପନ୍ନ ହେଉଥ‌ିବା ନୂତନ ପଦାର୍ଥଗୁଡ଼ିକୁ ଉତ୍ପାଦ କୁହାଯାଏ ।
  • ରାସାୟନିକ ପ୍ରତିକ୍ରିୟାରେ ଏକ ବା ଏକାଧ୍ଵ ପ୍ରତିକାରକ ବ୍ୟବହୃତ ହୁଏ । ସେହିପରି ଏକ ବା ଏକାଧ୍ଵ ଉତ୍ପାଦ ଉତ୍ପନ୍ନ ହୋଇଥାଏ ।
  • ରାସାୟନିକ ସମୀକରଣ ଲେଖୁଲା ବେଳେ, ସେହି ପ୍ରତିକାରକଗୁଡ଼ିକୁ ସେମାନଙ୍କର ଅଣୁ ସଂକେତ ଓ ଉତ୍ପାଦଗୁଡ଼ିକୁ

→  ରାସାୟନିକ ସମୀକରଣ ଲେଖୁବା ଳିୟମ :
(i) ରାସାୟନିକ ସମୀକରଣ ଲେଖୁବା ପୂର୍ବରୁ ପ୍ରତିକାରକ ଓ ଉତ୍ପାଦ ଅଣୁର ସଂକେତ ଜାଣିଥିବା ଆବଶ୍ୟକ । ଉଦାହରଣ ସ୍ଵରୂପ, ମ୍ୟାଗ୍ନେସିୟମ୍ ଫିତାରେ ଅଗ୍ନି ସଂଯୋଗ କଲେ ତାହା ଉଜ୍ଜ୍ବଳ ଆଲୋକ ପ୍ରକାଶ କରିବା ସହିତ ଜଳି ଉଠେ ଓ ଧଳା ବର୍ଣ୍ଣର ପାଉଁଶ ସୃଷ୍ଟି ହୁଏ । ଏହି ପାଉଁଶ ହେଉଛି ମାଗ୍ନେସିୟମ ଅକ୍‌ସାଇଡ୍ । ଏଠାରେ ମାଗ୍ନେସିୟମ୍ ଓ ଅମ୍ଳଜାନ ହେଉଛନ୍ତି ପ୍ରତିକାରକ । ମ୍ୟାଗ୍ନେସିୟମ୍ ଅଣୁର ସଂକେତ ଓ ପରମାଣୁର ପ୍ରତୀକ ସମାନ ଓ ତାହା Mg । ଅମ୍ଳଜାନ ଅଣୁରେ ଦୁଇଟି ପରମାଣୁ ଥାଏ ଓ ଏହାର ଅଣୁ ସଂକେତ O2 । ଏହି ପ୍ରତିକ୍ରିୟାର ଉତ୍ପାଦ ହେଉଛି ମାଗ୍ନେସିୟମ୍ ଅକ୍‌ସାଇଡ୍ ଓ ଏହାର ସଂକେତ MgO ।

(ii) ତେଣୁ ଏହି ସମୀକରଣର ବାମପାର୍ଶ୍ବରେ Mg ଓ O2, ଏବଂ ଡାହାଣ ପାର୍ଶ୍ଵରେ MgO ଲେଖିବାକୁ ହୁଏ ।

(iii) ଯଦି କୌଣସି ସମୀକରଣ ଲେଖୁବେଳେ ଏକରୁ ଅଧିକ ଉତ୍ପାଦକୁ କିମ୍ବା ପ୍ରତିକାରକକୁ ପ୍ରକାଶ କରିବା ଆବଶ୍ୟକ ହୋଇଥାଏ ତେବେ ସେଗୁଡ଼ିକର ଅଣୁ ସଂକେତ ମଧ୍ୟରେ ଯୁକ୍ତ ଚିହ୍ନ (+) ଲେଖୁ ପୃଥକ କରିବା ଆବଶ୍ୟକ । ଏଠାରେ ପ୍ରତିକାରକ ଦୁଇଟିକୁ ‘‘Mg +O2,” ଏବଂ ଏକମାତ୍ର ଉତ୍ପାଦ ପାଇଁ MgO ଲେଖାଯିବ ।

(iv) ପ୍ରତିକାରକ ଓ ଉତ୍ପାଦ ମଧ୍ଯରେ ଏକ ତୀର ଚିହ୍ନ (→) ଲେଖାଯାଏ । ତୀରଟି ବାମରୁ ଡାହାଣକୁ ସୂଚାଉଥ‌ିବାଦ୍ଵାର ପ୍ରତିକାରକରୁ ଉତ୍ପାଦ ଉତ୍ପନ୍ନ ହେବା ଦର୍ଶାଏ ।

(v) ପ୍ରଥମେ ରାସୟନିକ ସମାଜରଣଟି ପ୍ରତିକାରକ ଉତ୍ପାଦରତିକ ର ନାମକ୍ତ ବ୍ୟବହାର କରି ଲୋଖାଯାଇ ପାରିବ ।
BSE Odisha Class 7 Science Solutions Chapter 2 Img 6
(vi) ଉପରୋକ୍ତ ରାସାୟନିକ ସମୀକରଣଟି ପ୍ରତିକାରକ ଓ ସଂକେତ ବ୍ୟବହାର କରି ନିମ୍ନ ପ୍ରକାରରେ ଲେଖାଯାଏ,
BSE Odisha Class 7 Science Solutions Chapter 2 Img 7
(vii) ଉପରେକ୍ର ରାସପୂଳକ ସମାଜରଶକ୍ତ କଲଲ (skeletal) ବା ଅପମ (unbalanced) ସମାଜରଣ କହନ୍ତି |

(viii) ରାସାୟନିକ ପରିବର୍ତ୍ତନରେ ପରିବର୍ତ୍ତନ-ପୂର୍ବ ବସ୍ତୁତ୍ଵ ଏବଂ ପରିବର୍ତ୍ତନର ପର ବସ୍ତୁତ୍ଵ ସର୍ବଦା ସମାନ ରହେ ଅର୍ଥାତ୍ ରାସାୟନିକ ପ୍ରତିକ୍ରିୟାରେ ଅଂଶ ଗ୍ରହଣ କରିଥିବା ପ୍ରତିକାରକଗୁଡ଼ିକର ମୋଟ ବସ୍ତୁତ୍ଵ, ପ୍ରତିକ୍ରିୟା ଶେଷରେ ଉତ୍ପନ୍ନ ହୋଇଥ‌ିବା ଉତ୍ପାଦଗୁଡ଼ିକର ମୋଟ ବସ୍ତୁତ୍ୱ ସହ ସମାନ ଅଟେ ।

(ix) ଅସମତୁଲ ସମୀକରଣକୁ ସମତୁଲ କରିବା ଆବଶ୍ୟକ । ଆବଶ୍ୟକତା ଅନୁଯାୟୀ ଏକାତ୍ଵିକ ଉପାୟରେ ସମୀକରଣ ଗୁଡ଼ିକୁ ସମତୁଲ କରାଯାଇଥାଏ । ପ୍ରଥମେ ସବୁଠାରୁ ସରଳ (Hit and trial) ବା (trial and error) ପଦ୍ଧତି

ଗାମାକରଣ ସମତୁଲ କରିବା ପ୍ରଣାଳୀ :
(i) ଅସମତୁଲ ସମାଜରେଶବରି ନିମ୍ ପ୍ରକାରରେ ଅଛି |
BSE Odisha Class 7 Science Solutions Chapter 2 Img 8
(ii) ଏହି ସମୀକରଣଟିର ଉଭୟ ପାର୍ଶ୍ଵରେ ମ୍ୟାଗ୍ନେସିୟମ୍ ପରମାଣୁ ସଂଖ୍ୟା ଗୋଟିଏ ଲେଖାଏଁ ଥ‌ିବାରୁ ସମାନ ଅଛି । କିନ୍ତୁ ଅମ୍ଳଜାନ ପରମାଣୁର ସଂଖ୍ୟା ବାମ ପାର୍ଶ୍ଵରେ ଦୁଇଟି ଓ ଡାହାଣ ପାର୍ଶ୍ଵରେ ଗୋଟିଏ ଥ‌ିବାରୁ ସମାନ ପାର୍ଶ୍ଵରେ ଦୁଇ ଗୁଣନ କରିବାକୁ ହେବ । ବର୍ତ୍ତମାନ ସମୀକରଣଟି ନିମ୍ନ ପ୍ରକାର ହେବ ।
BSE Odisha Class 7 Science Solutions Chapter 2 Img 9
(iii) ଏହା ଫଳରେ ଅମ୍ଳଜାନ ପରମାଣୁ ସଂଖ୍ୟା ଉଭୟ ପାର୍ଶ୍ଵରେ ସମାନ ହେଲା ; କିନ୍ତୁ ମାଗ୍ନେସିୟମ୍ ପରମାଣୁ ସଂଖ୍ୟା ଉଭୟ ପାର୍ଶ୍ଵରେ ଅସମାନ ହୋଇଗଲା । ବାମ ପାର୍ଶ୍ବରେ ଏହା କମ୍ ଥିବାରୁ ସେହି “Mg”’କୁ ଦୁଇଗୁଣ କରିବାକୁ ହେବ । ଏହାଦ୍ୱାରା ସେହି ସମୀକରଣଟି ନିମ୍ନପ୍ରକାର ହେବ ।
2 Mg + O2, = 2 MgO

(iv) ବର୍ତ୍ତମାନ ସମୀକରଣଟି ସମତୁଲ ହେଲା ଓ ଏହାର ତୀର (→) ଚିହ୍ନ ସ୍ଥାନରେ ସମାନ (=) ଚିହ୍ନ ଲେଖାଗଲା ।

ପ୍ରଣ ୪ । ନିମ୍ନଲିଖତ ପ୍ରତିକ୍ତିକଗୁଜ ପାଇଁ ସମତୁଲ ରାମାୟନିକ ସମାଜରଣ ଲେଖ |
(କ) ବାୟୁରେ ଅଙ୍ଗାରକ (କାର୍ବନ) ଜଳିବା ବେଳେ ଅଙ୍ଗାରକାମ୍ଳ ଗ୍ୟାସ୍ (କାର୍ବନ ଡାଇଅକ୍ସାଇଡ୍) ଉତ୍ପନ୍ନ ହୁଏ ।
Solution:
BSE Odisha Class 7 Science Solutions Chapter 2 Img 10

(ଖ) ସୋଡ଼ିୟମ୍, କ୍ଲୋରିନ୍ ସହିତ ରାସାୟନିକ ପ୍ରତିକ୍ରିୟା କଲେ ସୋଡ଼ିୟମ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ ।
Solution:
BSE Odisha Class 7 Science Solutions Chapter 2 Img 11

(ଗ) ଉଦ୍‌ଜାନ, କ୍ଲୋରିନ୍ ସହିତ ପ୍ରତିକ୍ରିୟା କଲେ ଲବଣାମ୍ଳ (ହାଇଡ୍ରୋଜେନ୍ କ୍ଲୋରାଇଡ୍) ଗ୍ୟାସ୍ ଉତ୍ପାଦିତ ହୁଏ ।
Solution:
BSE Odisha Class 7 Science Solutions Chapter 2 Img 12

→ ଆସ ଜାଣିବା :

  • ବିଭିନ୍ନ ପଦାର୍ଥର ଅନେକ ପରିବର୍ତ୍ତନ ହୋଇଥାଏ ।
  • ଏହି ସବୁ ପରିବର୍ତ୍ତନ ମୁଖ୍ୟତଃ ଦୁଇ ପ୍ରକାରର ଯଥା : ଭୌତିକ ଓ ରାସାୟନିକ ପରିବର୍ତ୍ତନ ।
  • ଭୌତିକ ପରିବର୍ତ୍ତନଗୁଡ଼ିକ ପ୍ରତ୍ୟାବର୍ତୀ ଓ ଏଥିଯୋଗୁଁ ପଦାର୍ଥର କେବଳ ଭୌତିକ ଧର୍ମଗୁଡ଼ିକର ପରିବର୍ତ୍ତନ ହୋଇଥାଏ ।
  • ରାସାୟନିକ ପରିବର୍ତ୍ତନଗୁଡ଼ିକ ଅପ୍ରତ୍ୟାବର୍ତ୍ତୀ ଓ ଏହି ପରିବର୍ତ୍ତନ ଦ୍ଵାରା ପଦାର୍ଥର ଉଭୟ ଭୌତିକ ଓ ରାସାୟନିକ ଧର୍ମଗୁଡ଼ିକ ପରିବର୍ତ୍ତନ ହୋଇଥାଏ ।
  • ରାସାୟନିକ ପରିବର୍ତ୍ତନ ଯୋଗୁ ସର୍ବଦା ନୂତନ ପଦାର୍ଥ ଉତ୍ପନ୍ନ ହୁଏ ।
  • ରାସାୟନିକ ପରିବର୍ତ୍ତନ ବେଳେ ରାସାୟନିକ ପ୍ରତିକ୍ରିୟା ହୋଇଥାଏ ।
  • ରାସାୟନିକ ପ୍ରତିକ୍ରିୟାରେ ଅଂଶ ଗ୍ରହଣ କରୁଥିବା ପଦାର୍ଥକୁ ପ୍ରତିକାରକ ଓ ପ୍ରତିକ୍ରିୟା ବେଳେ ଉତ୍ପନ୍ନ ହେଉଥ‌ିବା ନୂତନ ପଦାର୍ଥକୁ ଉତ୍ପାଦ କୁହାଯାଏ ।
/20
17

APTITUDE

Arithmetic (Pipes & Cistern ନଳ ଓ ପାଣିଟେଙ୍କି)

1 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Pipe A can empty a tank in 60 minutes, Pipe B can fill the same tank in 90 minutes and Pipe C can fill the same tank in 120 minutes. If all the three pipes are opened simultaneously, then in how many minutes will the empty tank be filled??
 A  ନଳ 60 ମିନିଟରେ ଏକ ଟ୍ୟାଙ୍କ ଖାଲି କରିପାରେ,  B ନଳ 90 ମିନିଟରେ ସମାନ ଟ୍ୟାଙ୍କକୁ  ପୂରଣ କରିପାରିବ ଏବଂ C ନଳ ସେହି ଟ୍ୟାଙ୍କକୁ 120 ମିନିଟରେ ପୂରଣ କରିପାରିବ। ଯଦି ସମସ୍ତ ତିନୋଟି ପାଇପ୍ ଏକକାଳୀନ ଖୋଲାଯାଏ, ତେବେ ଖାଲି ଟ୍ୟାଙ୍କ କେତେ ମିନିଟରେ ପୂରଣ ହେବ??

2 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

If a water tank is filled  4/7 part in 8 hours, then what time will be taken in filling the half of the tank?
ଯଦି ଏକ ପାଣି ଟାଙ୍କି 8 ଘଣ୍ଟାମଧ୍ୟରେ  4/7 ଅଂଶ ପୂର୍ଣ୍ଣ ହୁଏ, ତେବେ ଟ୍ୟାଙ୍କର ଅଧା ପୂରଣ କରିବାରେ କେତେ  ସମୟ ନିଆଯିବ?

3 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A cistern is normally filled in 6 hours, but it takes 3 hours longer to fill because of a leak at its bottom. If the cistern is full, the leak will empty it in :
ଗୋଟିଏ କୁଣ୍ଡ ସାଧାରଣତଃ 6 ଘଣ୍ଟାରେ ପୂର୍ଣ୍ଣ ହୁଏ, କିନ୍ତୁ ଏହାର ନିମ୍ନଭାଗରେ ଛିଦ୍ର ଥିବା କାରଣରୁ ଏହା ପୂର୍ଣ୍ଣ ହେବା ପାଇଁ ଅଧିକ 3 ଘଣ୍ଟା ସମୟ ଲାଗେ । ଯଦି କୁଣ୍ଡଟି ପୂର୍ଣ୍ଣଥାଏ, ତେବେ ଛିଦ୍ରଟି କେତେ ସମୟରେ ଏହାକୁ ଖାଲି କରିବ ?

4 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Tap-A fills a tank in 5 hrs, Tap-B fills the same tank in 15 hrs, and Tap-C empties the same tank in 10 hrs. With all the three taps open together, the tank will fill in

ଟ୍ୟାପ୍-A ଏକ ଟାଙ୍କିକୁ 5 ଘଣ୍ଟାରେ ଭର୍ତ୍ତି କରିଥାଏ, ଟ୍ୟାପ୍-B 15 ଘଣ୍ଟାରେ ସେହି ଟାଙ୍କି ପୂରଣ କରିଥାଏ ଏବଂ ଟ୍ୟାପ୍-C 10 ଘଣ୍ଟାରେ ସେହି ଟାଙ୍କି ଖାଲି କରିଦିଏ । ଯଦି ତିନିଟି ଯାକ ଟ୍ୟାପ୍ ଏକାଠି ଖୋଲି ଦିଆଯାଏ ତେବେ ଟାଙ୍କି ଭର୍ତ୍ତି ହେବ

5 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Pipe A can fill a tank in 16 minutes and pipe B empties it in 24 minutes. If both the pipes are opened together, after how many minutes should B be closed, so that the tank is filled in 30 minutes?

ନଳ A 16 ମିନିଟରେ ଏକ ଟ୍ୟାଙ୍କ ଭରିପାରେ ଏବଂ ନଳ B ଏହାକୁ 24 ମିନିଟରେ ଖାଲି କରିପାରେ। | ଯଦି ଉଭୟ ନଳଏକାଠି ଖୋଲାଯାଏ, B କେତେ ମିନିଟ୍ ପରେ ବନ୍ଦ ହେବା ଉଚିତ୍, ଯାହାଫଳରେ ଟାଙ୍କି 30 ମିନିଟରେ ଭରିଯିବ?

6 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Pipe A can fill a tank in 12 hours. Pipe B can empty it in X hours. If both the pipes are opened together, then the tank will be filled in 30 hours. Find X.

ପାଇପ୍ A 12 ଘଣ୍ଟାରେ ଏକ ଟାଙ୍କି ଭର୍ତ୍ତି କରିପାରିବ । ପାଇପ୍ B ଏହାକୁ X ଘଣ୍ଟାରେ ଖାଲି କରିପାରିବ। ଯଦି ଉଭୟ ପାଇପ୍ ଏକାଠି ଖୋଲାଯାଏ ତେବେ 30 ଘଣ୍ଟା ମଧ୍ୟରେ ଟାଙ୍କି ଭର୍ତ୍ତି ହୋଇଯିବ। ତେବେ X ନିର୍ଣ୍ଣୟ କରନ୍ତୁ।

7 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A cistern is normally filled in 8 hours; but takes two hours more to fill because of a leak in its bottom. If the cistern is full, the leak will make it empty in:
ସାଧାରଣତଃ 8 ଘଣ୍ଟାରେ ଗୋଟିଏ ପାଣିକୁଣ୍ଡ ଭର୍ତ୍ତି କରାଯାଏ; କିନ୍ତୁ ଏହାର ତଳଭାଗରେ ଲିକ୍ ହେତୁ ଭର୍ତ୍ତି ହେବାକୁ ଆଉ ଦୁଇ ଘଣ୍ଟା ଅଧିକ ସମୟ ଲାଗେ । ଯଦି ପାଣିକୁଣ୍ଡ ପୂର୍ଣ୍ଣ ଥାଏ, ତେବେ ଲିକ୍ ଏହାକୁ ଖାଲି କରିଦେବ:

8 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Pipes A and B can fill a tank in 16 hours and 24 hours, respectively, and pipe C alone can empty the full tank in x hours. All the pipes were opened together at 10:30 AM, but C was closed at 2:30 PM. If the tank was full at 8:30 PM on the same day, then what is the value of x?
ପାଇପ୍ A ଏବଂ B ଯଥାକ୍ରମେ 16 ଘଣ୍ଟା 24 ଘଣ୍ଟା ମଧ୍ୟରେ ଏକ ଟ୍ୟାଙ୍କ ପୂରଣ କରିପାରିବେ ଏବଂ କେବଳ ପାଇପ୍ C ସମ୍ପୂର୍ଣ୍ଣ ଟ୍ୟାଙ୍କକୁ x ଘଣ୍ଟାରେ ଖାଲି କରିପାରିବ । ସକାଳ 10:30 ରେ ସମସ୍ତ ପାଇପ୍ ଏକାଠି ଖୋଲା ଯାଇଥିଲା, କିନ୍ତୁ C କୁ 2:30 ରେ ବନ୍ଦ ହୋଇଯାଇଥିଲା ।  ଯଦି ସେହି ଦିନ ଟାଙ୍କି 8:30 ରାତିରେ ପୂର୍ଣ୍ଣ ହୋଇଥିଲା, ତେବେ x ର ମୂଲ୍ୟ କେତେ?

9 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A pipe normally fills a tank in 12 hours, but due to a leak, it takes 8 hours more. If the tank is full, how many hours will the leak take to empty it?

ସାଧାରଣତଃ ଗୋଟିଏ ପାଇପ୍ ଟାଙ୍କିକୁ 12 ଘଣ୍ଟାରେ ଭର୍ତ୍ତି କରିଥାଏ, କିନ୍ତୁ ଲିକ୍ ଯୋଗୁଁ 8 ଘଣ୍ଟା ଅଧିକ ସମୟ ଲାଗିଥାଏ । ଯଦି ଟାଙ୍କି ଭର୍ତ୍ତି ହୋଇଥାଏ, ତେବେ ଏହାକୁ ଖାଲି କରିବାକୁ କେତେ ଘଣ୍ଟା ଲାଗିବ?

10 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A tap can fill a tank in  5 1/2 hours. Because of leak, it took 8 1/4  hours to fill the tank. The leak will empty the tank in:

ଏକ ଟ୍ୟାପ୍  5 1/2 ଘଣ୍ଟାରେ ଏକ ଟ୍ୟାଙ୍କ ପୂରଣ କରିପାରିବ | ଲିକ୍ ହେତୁ ଟ୍ୟାଙ୍କ ଭରିବା ପାଇଁ  8 1/4ଘଣ୍ଟା ଲାଗିଗଲା | ଲିକ୍ ଟାଙ୍କିକୁ ଖାଲି କରିବ:

11 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Two taps A and B can fill a tank in 12 hours and 15 hours respectively. If the two taps are opened at 12 PM, then at what time (in PM) should the tap B be closed to completely fill the tank at exactly 8 PM?
ଦୁଇଟି ଟ୍ୟାପ୍ A ଏବଂ B ଯଥାକ୍ରମେ 12 ଘଣ୍ଟା ଏବଂ 15 ଘଣ୍ଟାରେ ଏକ ଟାଙ୍କି ପୂରଣ କରିପାରିବେ। ଯଦି ରାତି 12 ଟାରେ ଦୁଇଟି ଟ୍ୟାପ୍ ଖୋଲାଯାଏ, ତେବେ ରାତି ଠିକ୍ 8 ଟାରେ ଟାଙ୍କିକୁ ସମ୍ପୂର୍ଣ୍ଣ ଭରିବା ପାଇଁ ଟ୍ୟାପ୍ B କେଉଁ ସମୟରେ ବନ୍ଦ କରାଯିବ?

12 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Two pipe P and Q can fill a tank in 30 min and 36 min respectively, if pipe Q is opened initially, then how much time after pipe P will also be opened so that the tank is full in 18 minutes?
ଦୁଇଟି ପାଇପ୍ P ଏବଂ Q ଯଥାକ୍ରମେ 30 ମିନିଟ୍ ଏବଂ 36 ମିନିଟ୍ ରେ ଏକ ଟାଙ୍କି ପୂରଣ କରିପାରିବେ, ଯଦି ପାଇପ୍ Q ପ୍ରଥମେ ଖୋଲାଯାଏ, ତେବେ ପାଇପ୍ P ଆଉ କେତେ ସମୟ ପରେ ଖୋଲାଯିବ ଯାହା ଦ୍ୱାରା ଟାଙ୍କି 18 ମିନିଟ୍ ରେ ପୂର୍ଣ୍ଣ ହେବ?

13 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A tank is filled in 4 hours by three pipes A, B and C. The pipe C is 1 1/2  times as fast as B and B is 3 times as fast as A. How many hours will pipe A alone take to fill the tank?
ଗୋଟିଏ ଟାଙ୍କିକୁ 4 ଘଣ୍ଟାରେ 3 ଟି ପାଇପ୍ A, B, ଏବଂ C ଦ୍ଵାରା ଭର୍ତ୍ତି କରାଯାଏ। ପାଇପ୍ C ହେଉଛି  B ଠାରୁ 1 1/2 ଅଧିକ ଦ୍ରୁତ ଏବଂ B ହେଉଛି A ଠାରୁ 3 ଗୁଣ ଅଧିକ ଦ୍ରୁତ ଅଟେ ।  ଟାଙ୍କି ଭରିବା ପାଇଁ କେବଳ ପାଇପ୍ A ଦ୍ଵାରା କେତେ ଘଣ୍ଟା ଲାଗିବ?

14 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Tap A can fill a cistern in 186 hours while tap B can fill it in 279 hours. In how many hours the cistern will be filled if both A and B are opened together?

ଟ୍ୟାପ୍ A 186 ଘଣ୍ଟାରେ ଏକ କୂଣ୍ଡ ଭରିପାରେ ଯେତେବେଳେ ଟ୍ୟାପ୍ B ଏହାକୁ 279 ଘଣ୍ଟାରେ ପୂରଣ କରିପାରିବ। ଯଦି ଉଭୟ A ଏବଂ B ଏକତ୍ର ଖୋଲାଯାଏ, ତେବେ କେତେ ଘଣ୍ଟା ମଧ୍ୟରେ କୂଣ୍ଡଟି ଭରିହେବ?

15 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A pipe can fill a cistern in 11 hours Due to a leak in the bottom it is filled in 13 hours When the cistern is full, in how much time will it be emptied by the leak?
ଏକ ପାଇପ୍ 11 ଘଣ୍ଟା ମଧ୍ୟରେ ଏକ କୁଣ୍ଡ ପୂରଣ କରିପାରେ ନିମ୍ନରେ ଏକ ଲିକ୍ ହେତୁ ଏହା 13 ଘଣ୍ଟାରେ ପୂରଣ ହୁଏ ଯେତେବେଳେ କୁଣ୍ଡ ପୂର୍ଣ୍ଣ ହୁଏ, ଲିକ୍ ଦ୍ୱାରା ଏହାକୁ କେତେ ସମୟ ଖାଲି କରାଯିବ?

16 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Tap P and Q can fill a tank in 10 minutes and 15 minutes respectively. If tap Q is opened 3 minutes after tap P is opened, then the time taken to fill the tank, will be:

ଟ୍ୟାପ୍ P ଏବଂ Q ଯଥାକ୍ରମେ 10 ମିନିଟ୍ ଏବଂ 15 ମିନିଟ୍ ରେ ଏକ ଟାଙ୍କି ପୂରଣ କରିପାରିବେ। ଯଦି ଟ୍ୟାପ୍ P ଖୋଲିବାର 3 ମିନିଟ୍ ପରେ ଟ୍ୟାପ୍ Q ଖୋଲାଯାଏ, ତେବେ ଟାଙ୍କି ଭରିବାକୁ ଲାଗିଥିବା ସମୟ ହେବ:

17 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

It takes 15 minutes to fill an oil tank. However the oil tank is being emptied through an exhaust pipe, which can empty it in 30 minutes. If this exhaust pipe remains open, how long will it take to fill this tank completely?

ଏକ ତେଲ ଟାଙ୍କି ଭରିବା ପାଇଁ 15 ମିନିଟ୍ ସମୟ ଲାଗେ । ତଥାପି ତେଲ ଟାଙ୍କିକୁ ଏକ ନିଷ୍କାସିତ ପାଇପ୍ ମାଧ୍ୟମରେ ଖାଲି କରାଯାଉଛି, ଯାହା ଏହାକୁ 30 ମିନିଟରେ ଖାଲି କରିପାରେ । ଯଦି ଏହି ନିଷ୍କାସିତ ପାଇପ୍ ଖୋଲା ରହିବ, ତେବେ ଏହି ଟ୍ୟାଙ୍କକୁ ସମ୍ପୂର୍ଣ୍ଣ ଭରିବାକୁ କେତେ ସମୟ ଲାଗିବ?

18 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Tap A can fill an empty swimming pool in 10 h. Tap B can fill it in 15 h. How much time will the two taps take to fill the empty pool together?

10 ଘଣ୍ଟାରେ ଟ୍ୟାପ୍  A ଏକ ଖାଲି ପୁଷ୍କରିଣୀକୁ ପୂରଣ କରିପାରେ । ଟ୍ୟାପ୍ B  ଏହାକୁ 15 ଘଣ୍ଟାରେ ପୂରଣ କରିପାରିବ। ଖାଲି ପୁଷ୍କରିଣୀକୁ ଏକାଠି ଭରିବା ପାଇଁ ଦୁଇଟି ଟ୍ୟାପ୍ କେତେ ସମୟ ନେବ? 

19 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A pipe can fill a tank in 10 minutes while another pipe can empty it in 12 minutes. If the pipes are opened alternately each for 1 minute, beginning with the first pipe. the tank will be full after (in minutes):
ଗୋଟିଏ ପାଇପ୍ ଟାଙ୍କିକୁ 10 ମିନିଟ୍ ରେ ଭର୍ତ୍ତି କରିପାରିବ ଏବଂ ଅନ୍ୟ ଏକ ପାଇପ୍ 12 ମିନିଟ୍ ରେ ଖାଲି କରିପାରିବ। ଯଦି ପ୍ରଥମ ପାଇପ୍ ରୁ ଆରମ୍ଭ ହୋଇ ପାଇପ୍ ଗୁଡ଼ିକୁ 1 ମିନିଟ୍ ପାଇଁ ବିକଳ୍ପ ଭାବରେ ଖୋଲାଯାଏ, ତେବେ (ମିନିଟ୍ ରେ) କେତେ ସମୟରେ ଟାଙ୍କି ପୂର୍ଣ୍ଣ ହେବ:

20 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

One pipe can fill a tank in 12 hours and another pipe can completely empty the tank in 18 hours. If both the pipes are opened simultaneously, what will be the time required to fill the tank?
ଗୋଟିଏ ପାଇପ୍ 12 ଘଣ୍ଟା ମଧ୍ୟରେ ଏକ ଟ୍ୟାଙ୍କ ପୂର୍ଣ୍ଣ କରିପାରିବ ଏବଂ ଅନ୍ୟ ପାଇପ୍ 18 ଘଣ୍ଟା ମଧ୍ୟରେ ଟ୍ୟାଙ୍କକୁ ସମ୍ପୂର୍ଣ୍ଣ ଖାଲି କରିପାରିବ ।  ଯଦି ଉଭୟ ପାଇପ୍ ଏକକାଳୀନ ଖୋଲାଯାଏ, ତେବେ ଟ୍ୟାଙ୍କ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ସମୟ କେତେ ହେବ?

Your score is

Leave a Comment