BSE Odisha 7th Class Science Solutions Chapter 5 ପୋଷଣ

Question 1.ଆମେ ଖାଉଥ‌ବା ଖାଦ୍ୟରେ ଥ‌ବା ଉପାଦାନମାନଙ୍କର ନାମ ଲେଖ ।Solution:ଆମେ ଖାଉଥ‌ବା ଖାଦ୍ୟର ମୁଖ୍ୟ ଉପାଦାନଗୁଡ଼ିକ ହେଲା :- Question 2.” କାଦଲଗଡି ଜାମ କରିବାପାଇଁ ଶକ୍ତ ପୂଯ୍ୟର୍ଠାରୁ ହି ପାଇଥାଆନ୍ତି” – ଏଦ୍ବା କାତୃକି ପତ କାରଣ ସହ ଦଶାର୍ଥ |Solution: Question 3.ସ୍ଵଭୋଜୀ ଓ ପରଭୋଜୀ ପ୍ରତ୍ୟେକରୁ ତିନୋଟି ଉଦାହରଣ ଦିଅ ।Solution: Question 4.ତୁମେ ମଣିଷକୁ ସ୍ଵଭୋଜୀ, ପରଜୀବୀ ଓ ମୃତୋପଜୀବୀ ମଧ୍ୟରୁ କେଉଁ ଶ୍ରେଣୀରେ ରଖୁବ ଓ କାହିଁକି ଲେଖ … Read more

BSE Odisha 7th Class Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

ବିଷୟବସ୍ତୁ ସୂଚନା ଓ ବିଶେଷଣ Question 1.ତିନୋଟି ଲେଖାଏଁ ଅମ୍ଳୀୟ ଓ କ୍ଷାରୀୟ ପଦାର୍ଥର ନାମ ଲେଖ ।Solution:ଅମ୍ଳୀୟ ପଦାର୍ଥ – ଲେମ୍ବୁ, ତେନ୍ତୁଳି ଓ ଭିନେଗାର୍ ।କ୍ଷାରୀୟ ପଦାର୍ଥ – ଖାଇବାସୋଡ଼ା, ସାବୁନ ଓ ଚୂନପାଣି । Question 2.ଅମ୍ଳ ଓ କ୍ଷାରକ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।Solution: (i) ଅମ୍ଳର ସ୍ବାଦ ଖଟା । (i) କ୍ଷାରକର ସ୍ବାଦ ଖାରିଆ । (ii) ଲେମ୍ବୁ, ତେନ୍ତୁଳି, ଭିନେଗାର, କଞ୍ଚା ଆମ୍ବ ଆଦିରେ ଅମ୍ଳ ଅଛି … Read more

BSE Odisha 7th Class Science Solutions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

BSE Odisha Class 7 Science Solutions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ ବିଷୟବସ୍ତୁ ସୂଚନା ଓ ବିଶେଷଣ → ପଦାର୍ଥର ପରିବର୍ତ୍ତନ :ଆମ ଚତୁଃପାର୍ଶ୍ଵରେ ଦେଖୁଥ‌ିବା ବିଭିନ୍ନ ପଦାର୍ଥର ଅନେକ ପରିବର୍ତ୍ତନ ହୋଇଥାଏ । ଏହି ପରିବର୍ତ୍ତନ ମୁଖ୍ୟତଃ ଦୁଇ ପ୍ରକାରର; ଯଥା – (a) ଭୌତିକ ପରିବର୍ତ୍ତନ ଓ (b) ରାସାୟନିକ ପରିବର୍ତ୍ତନ । (a) ଭୌତିକ ପରିବର୍ତ୍ତନ – (b) ରାସାୟନିକ ପରିବର୍ତ୍ତନ – →  ତୁମପାଇଁ କାମ :ତଳ … Read more

BSE Odisha 7th Class Science Solutions Chapter 1 ପଦାର୍ଥ

Question 1.ଶୂନ୍ୟସ୍ଥାନ ପୂରଣ କର ।(କ) ପଦାର୍ଥର ତରଲାଦଗାରେ ନିଦପୁ ______ ଥାଏ, କିନ୍ତୁ ନିର୍ଦ୍ଦିଷ୍ଟ ______ ନ ଥାଏ ।(ଖ) ପଦାର୍ଥର ଗ୍ୟାସ।ୟାବମାରେ କଣିକାଗୁଡିକ ମଧ୍ୟରେ ଥିବା ପାରମରିକ ଆକପଣ ବିକ ______ ଥାଏ ।(ଗ) ଯେଉଁ ବିଶୁଦ୍ଧ ପଦାର୍ଥର ପରମାଣୁଗୁଡ଼ିକ ସହଧର୍ମୀ ହୋଇଥାଏ, ତାହାକୁ ______ କୁହାଯାଏ ।(ଘ) ବାୟୁ ଗୋଟିଏ ______ ପଦାର୍ଥ, କିନ୍ତୁ ଅଙ୍ଗାରକାମ୍ଳ ଗୋଟିଏ ______ ପଦାର୍ଥ |(ଙ) ଗୋଟିଏ ସେକକ ପଦାଥରେ ________ ପ୍ରକାର ଅଣୁ ନ ଥାଏ … Read more