ଶତକଡା ଲାଭ, କ୍ଷତି ଓ ରିହାତି-PMST 2024

ଶତକଡା ଲାଭ, କ୍ଷତି ଓ ରିହାତି-PMST 2024

Welcome To Odisha Regional Stuy Point
We Provide the best e preparation for
all competitive exam   In ଓଡ଼ିଆ Language…

Download Our Mobile AppORSP EDUCATION

୧. ଟଙ୍କାରେ ୧୦ ଟି ଲେମ୍ବୁ କିଣି ଟଙ୍କାରେ କେତୋଟି କରି ବିକିଲେ, ଶତକଡା ୨୫ ଲାଭ ହେବ?
(A) ୨୦% (B) ୨୫%
(C) ୨୮% (D) ୩୦%

୨. ଜଣେ ଦୋକାନୀ ଜିନିଷ ଗୁଡ଼ିକୁ ଯେତିକି ଦାମରେ ଆଣିଥିଲା, ପ୍ରତ୍ୟେକର ଦାମ୍ ୨୦% ବଢାଇ ଉକ୍ତ ଜିନିଷ ଉପରେ ଲେଖିଲା। ମାତ୍ର ବିକ୍ରି ସମୟରେ ଲେଖାଯାଇଥିବା ଦାମ୍ ଉପରେ ୧୫% ରିହାତି ଦିଏ। ତାହେଲେ ସେ ଶତକଡା କେତେ ଲାଭ ବା କ୍ଷତି କରୁଥିଲା?
(A) ୨% (B) ୪%
(C) ୫% (D) ୮%

୩. ଦୁଇଟି ରେଡିଓକୁ ୮୪୦/- ରେ ବିକ୍ରି କରିବାରୁ ଗୋଟିକରେ ୨୦% କ୍ଷତି ଓ ଅନ୍ୟଟିରେ ୨୦% ଲାଭ ହୁଏ। ମାତ୍ର ମୋଟ ଉପରେ ତାର ୫% ଲାଭ ହୋଇଥାଏ, ତା ହେଲେ ତାହାର କ୍ରୟ ମୂଲ୍ୟ କେତେ?
(A) ଟ. ୩୦୦/- ଓ ଟ. ୫୦୦/-
(B) ଟ. ୫୦୦/- ଓ ଟ. ୩୮୦/-
(C) ଟ. ୩୨୦/- ଓ ଟ. ୪୮୦/-
(D) ଟ. ୪୨୦/- ଓ ଟ. ୪୫୦/-

୪. ଦୁଇଟି ସାଇକେଲ ମଧ୍ୟରୁ ପ୍ରତ୍ୟେକକୁ ଟ.୧୨୦୦/- ରେ ବିକିବାରୁ ଗୋଟିକରେ ୨୦% କ୍ଷତି ଓ ଆନ୍ୟଟିରେ ୨୦% ଲାଭ ହେଲା। ମୋଟରେ ଶତକଡା କେତେ ଲାଭ ବା କ୍ଷତି ହେଲା ନିର୍ଣ୍ଣୟ କର?
(A) ୫% କ୍ଷତି (B) ୪% କ୍ଷତି
(C) ୮% ଲାଭ (D) ୧୦% କ୍ଷତି

୫. ଗୋଟିଏ ଦୋକାନୀ ଗୋଟିଏ ବହିକୁ କିଣି ବହିର ଦାମ୍ କୁ କିଣା ଦାମ୍ ରେ ୨୦% ବଢାଇ ବହି ଉପରେ ଲେଖିଦେଲା। ତା’ ପରେ କହିଲା ଯେ ସେହି ବହିର ଲିଖିତ ଦାମ୍ ଉପରେ ୧୫% ରିହାତି ଦେବ। ତା’ ହେଲେ ସେ ବହିରେ ସେ ଶତକଡା କେତେ ଲାଭ କଲା?
(A) ୩% (B) ୪%
(C) ୨% (D) ୫%

୮. ଜଣେ ଦୋକାନୀ ଗୋଟିଏ ହାଟରୁ ୪ ଟଙ୍କାରେ ପାଞ୍ଚଟି ଲେଖାଏଁ, ଯେତିକି ଟି ଲେମ୍ବୁ କିଣିଲା, ଅନ୍ୟ ଏକ ହାଟରୁ ୫ ଟଙ୍କାରେ ୪ ଟି ଲେଖାଏଁ ସେତିକିଟି ଲେମ୍ବୁ କିଣିଲା। ସବୁତକ ଏକାଠି କରି ସେ ୬ ଟି ଲେମ୍ବୁକୁ ୭ ଟଙ୍କା ଦରରେ ବିକିଲା। ସବୁତକ ଲେମ୍ବୁ ବିକ୍ରି କରି ସେ ଯଦି ୩୪ ଟଙ୍କା ଲାଭ ପାଇଥାଏ, ତେବେ ସେ ମୋଟ କେତୋଟି ଲେମ୍ବୁ କିଣିଥିଲା?
(A) ୧୮୦ (B) ୧୮୪
(C) ୨୨୪ (D) ୨୪୦

୧୦. ତିନୋଟି କଦଳୀକୁ ୨ ଟଙ୍କାରେ କିଣି, ସେହି କଦଳୀକୁ ୩ ଟଙ୍କାରେ ଦୁଇଟିକରି ବିକ୍ରିକଲେ କେତେ ଲାଭ ବା କ୍ଷତି ହେବ?
(A) ୫ ଟଙ୍କା ଲାଭ ହେବ
(B) ୫ ଟଙ୍କା କ୍ଷତି ହେବ
(C) ୨ ଟଙ୍କା କ୍ଷତି ହେବ
(D) ୨ ଟଙ୍କା ୫୦ ପଇସା ଲାଭ ହେବ

/20
17

APTITUDE

Arithmetic (Pipes & Cistern ନଳ ଓ ପାଣିଟେଙ୍କି)

1 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

One pipe can fill a tank in 12 hours and another pipe can completely empty the tank in 18 hours. If both the pipes are opened simultaneously, what will be the time required to fill the tank?
ଗୋଟିଏ ପାଇପ୍ 12 ଘଣ୍ଟା ମଧ୍ୟରେ ଏକ ଟ୍ୟାଙ୍କ ପୂର୍ଣ୍ଣ କରିପାରିବ ଏବଂ ଅନ୍ୟ ପାଇପ୍ 18 ଘଣ୍ଟା ମଧ୍ୟରେ ଟ୍ୟାଙ୍କକୁ ସମ୍ପୂର୍ଣ୍ଣ ଖାଲି କରିପାରିବ ।  ଯଦି ଉଭୟ ପାଇପ୍ ଏକକାଳୀନ ଖୋଲାଯାଏ, ତେବେ ଟ୍ୟାଙ୍କ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ସମୟ କେତେ ହେବ?

2 / 20

Two taps A and B can fill a tank in 12 hours and 15 hours respectively. If the two taps are opened at 12 PM, then at what time (in PM) should the tap B be closed to completely fill the tank at exactly 8 PM?
ଦୁଇଟି ଟ୍ୟାପ୍ A ଏବଂ B ଯଥାକ୍ରମେ 12 ଘଣ୍ଟା ଏବଂ 15 ଘଣ୍ଟାରେ ଏକ ଟାଙ୍କି ପୂରଣ କରିପାରିବେ। ଯଦି ରାତି 12 ଟାରେ ଦୁଇଟି ଟ୍ୟାପ୍ ଖୋଲାଯାଏ, ତେବେ ରାତି ଠିକ୍ 8 ଟାରେ ଟାଙ୍କିକୁ ସମ୍ପୂର୍ଣ୍ଣ ଭରିବା ପାଇଁ ଟ୍ୟାପ୍ B କେଉଁ ସମୟରେ ବନ୍ଦ କରାଯିବ?

3 / 20

Tap A can fill a cistern in 186 hours while tap B can fill it in 279 hours. In how many hours the cistern will be filled if both A and B are opened together?

ଟ୍ୟାପ୍ A 186 ଘଣ୍ଟାରେ ଏକ କୂଣ୍ଡ ଭରିପାରେ ଯେତେବେଳେ ଟ୍ୟାପ୍ B ଏହାକୁ 279 ଘଣ୍ଟାରେ ପୂରଣ କରିପାରିବ। ଯଦି ଉଭୟ A ଏବଂ B ଏକତ୍ର ଖୋଲାଯାଏ, ତେବେ କେତେ ଘଣ୍ଟା ମଧ୍ୟରେ କୂଣ୍ଡଟି ଭରିହେବ?

4 / 20

A cistern is normally filled in 8 hours; but takes two hours more to fill because of a leak in its bottom. If the cistern is full, the leak will make it empty in:
ସାଧାରଣତଃ 8 ଘଣ୍ଟାରେ ଗୋଟିଏ ପାଣିକୁଣ୍ଡ ଭର୍ତ୍ତି କରାଯାଏ; କିନ୍ତୁ ଏହାର ତଳଭାଗରେ ଲିକ୍ ହେତୁ ଭର୍ତ୍ତି ହେବାକୁ ଆଉ ଦୁଇ ଘଣ୍ଟା ଅଧିକ ସମୟ ଲାଗେ । ଯଦି ପାଣିକୁଣ୍ଡ ପୂର୍ଣ୍ଣ ଥାଏ, ତେବେ ଲିକ୍ ଏହାକୁ ଖାଲି କରିଦେବ:

5 / 20

Pipe A can empty a tank in 60 minutes, Pipe B can fill the same tank in 90 minutes and Pipe C can fill the same tank in 120 minutes. If all the three pipes are opened simultaneously, then in how many minutes will the empty tank be filled??
 A  ନଳ 60 ମିନିଟରେ ଏକ ଟ୍ୟାଙ୍କ ଖାଲି କରିପାରେ,  B ନଳ 90 ମିନିଟରେ ସମାନ ଟ୍ୟାଙ୍କକୁ  ପୂରଣ କରିପାରିବ ଏବଂ C ନଳ ସେହି ଟ୍ୟାଙ୍କକୁ 120 ମିନିଟରେ ପୂରଣ କରିପାରିବ। ଯଦି ସମସ୍ତ ତିନୋଟି ପାଇପ୍ ଏକକାଳୀନ ଖୋଲାଯାଏ, ତେବେ ଖାଲି ଟ୍ୟାଙ୍କ କେତେ ମିନିଟରେ ପୂରଣ ହେବ??

6 / 20

Pipe A can fill a tank in 12 hours. Pipe B can empty it in X hours. If both the pipes are opened together, then the tank will be filled in 30 hours. Find X.

ପାଇପ୍ A 12 ଘଣ୍ଟାରେ ଏକ ଟାଙ୍କି ଭର୍ତ୍ତି କରିପାରିବ । ପାଇପ୍ B ଏହାକୁ X ଘଣ୍ଟାରେ ଖାଲି କରିପାରିବ। ଯଦି ଉଭୟ ପାଇପ୍ ଏକାଠି ଖୋଲାଯାଏ ତେବେ 30 ଘଣ୍ଟା ମଧ୍ୟରେ ଟାଙ୍କି ଭର୍ତ୍ତି ହୋଇଯିବ। ତେବେ X ନିର୍ଣ୍ଣୟ କରନ୍ତୁ।

7 / 20

A cistern is normally filled in 6 hours, but it takes 3 hours longer to fill because of a leak at its bottom. If the cistern is full, the leak will empty it in :
ଗୋଟିଏ କୁଣ୍ଡ ସାଧାରଣତଃ 6 ଘଣ୍ଟାରେ ପୂର୍ଣ୍ଣ ହୁଏ, କିନ୍ତୁ ଏହାର ନିମ୍ନଭାଗରେ ଛିଦ୍ର ଥିବା କାରଣରୁ ଏହା ପୂର୍ଣ୍ଣ ହେବା ପାଇଁ ଅଧିକ 3 ଘଣ୍ଟା ସମୟ ଲାଗେ । ଯଦି କୁଣ୍ଡଟି ପୂର୍ଣ୍ଣଥାଏ, ତେବେ ଛିଦ୍ରଟି କେତେ ସମୟରେ ଏହାକୁ ଖାଲି କରିବ ?

8 / 20

Pipe A can fill a tank in 16 minutes and pipe B empties it in 24 minutes. If both the pipes are opened together, after how many minutes should B be closed, so that the tank is filled in 30 minutes?

ନଳ A 16 ମିନିଟରେ ଏକ ଟ୍ୟାଙ୍କ ଭରିପାରେ ଏବଂ ନଳ B ଏହାକୁ 24 ମିନିଟରେ ଖାଲି କରିପାରେ। | ଯଦି ଉଭୟ ନଳଏକାଠି ଖୋଲାଯାଏ, B କେତେ ମିନିଟ୍ ପରେ ବନ୍ଦ ହେବା ଉଚିତ୍, ଯାହାଫଳରେ ଟାଙ୍କି 30 ମିନିଟରେ ଭରିଯିବ?

9 / 20

A tap can fill a tank in  5 1/2 hours. Because of leak, it took 8 1/4  hours to fill the tank. The leak will empty the tank in:

ଏକ ଟ୍ୟାପ୍  5 1/2 ଘଣ୍ଟାରେ ଏକ ଟ୍ୟାଙ୍କ ପୂରଣ କରିପାରିବ | ଲିକ୍ ହେତୁ ଟ୍ୟାଙ୍କ ଭରିବା ପାଇଁ  8 1/4ଘଣ୍ଟା ଲାଗିଗଲା | ଲିକ୍ ଟାଙ୍କିକୁ ଖାଲି କରିବ:

10 / 20

A pipe can fill a cistern in 11 hours Due to a leak in the bottom it is filled in 13 hours When the cistern is full, in how much time will it be emptied by the leak?
ଏକ ପାଇପ୍ 11 ଘଣ୍ଟା ମଧ୍ୟରେ ଏକ କୁଣ୍ଡ ପୂରଣ କରିପାରେ ନିମ୍ନରେ ଏକ ଲିକ୍ ହେତୁ ଏହା 13 ଘଣ୍ଟାରେ ପୂରଣ ହୁଏ ଯେତେବେଳେ କୁଣ୍ଡ ପୂର୍ଣ୍ଣ ହୁଏ, ଲିକ୍ ଦ୍ୱାରା ଏହାକୁ କେତେ ସମୟ ଖାଲି କରାଯିବ?

11 / 20

It takes 15 minutes to fill an oil tank. However the oil tank is being emptied through an exhaust pipe, which can empty it in 30 minutes. If this exhaust pipe remains open, how long will it take to fill this tank completely?

ଏକ ତେଲ ଟାଙ୍କି ଭରିବା ପାଇଁ 15 ମିନିଟ୍ ସମୟ ଲାଗେ । ତଥାପି ତେଲ ଟାଙ୍କିକୁ ଏକ ନିଷ୍କାସିତ ପାଇପ୍ ମାଧ୍ୟମରେ ଖାଲି କରାଯାଉଛି, ଯାହା ଏହାକୁ 30 ମିନିଟରେ ଖାଲି କରିପାରେ । ଯଦି ଏହି ନିଷ୍କାସିତ ପାଇପ୍ ଖୋଲା ରହିବ, ତେବେ ଏହି ଟ୍ୟାଙ୍କକୁ ସମ୍ପୂର୍ଣ୍ଣ ଭରିବାକୁ କେତେ ସମୟ ଲାଗିବ?

12 / 20

A pipe can fill a tank in 10 minutes while another pipe can empty it in 12 minutes. If the pipes are opened alternately each for 1 minute, beginning with the first pipe. the tank will be full after (in minutes):
ଗୋଟିଏ ପାଇପ୍ ଟାଙ୍କିକୁ 10 ମିନିଟ୍ ରେ ଭର୍ତ୍ତି କରିପାରିବ ଏବଂ ଅନ୍ୟ ଏକ ପାଇପ୍ 12 ମିନିଟ୍ ରେ ଖାଲି କରିପାରିବ। ଯଦି ପ୍ରଥମ ପାଇପ୍ ରୁ ଆରମ୍ଭ ହୋଇ ପାଇପ୍ ଗୁଡ଼ିକୁ 1 ମିନିଟ୍ ପାଇଁ ବିକଳ୍ପ ଭାବରେ ଖୋଲାଯାଏ, ତେବେ (ମିନିଟ୍ ରେ) କେତେ ସମୟରେ ଟାଙ୍କି ପୂର୍ଣ୍ଣ ହେବ:

13 / 20

A tank is filled in 4 hours by three pipes A, B and C. The pipe C is 1 1/2  times as fast as B and B is 3 times as fast as A. How many hours will pipe A alone take to fill the tank?
ଗୋଟିଏ ଟାଙ୍କିକୁ 4 ଘଣ୍ଟାରେ 3 ଟି ପାଇପ୍ A, B, ଏବଂ C ଦ୍ଵାରା ଭର୍ତ୍ତି କରାଯାଏ। ପାଇପ୍ C ହେଉଛି  B ଠାରୁ 1 1/2 ଅଧିକ ଦ୍ରୁତ ଏବଂ B ହେଉଛି A ଠାରୁ 3 ଗୁଣ ଅଧିକ ଦ୍ରୁତ ଅଟେ ।  ଟାଙ୍କି ଭରିବା ପାଇଁ କେବଳ ପାଇପ୍ A ଦ୍ଵାରା କେତେ ଘଣ୍ଟା ଲାଗିବ?

14 / 20

Two pipe P and Q can fill a tank in 30 min and 36 min respectively, if pipe Q is opened initially, then how much time after pipe P will also be opened so that the tank is full in 18 minutes?
ଦୁଇଟି ପାଇପ୍ P ଏବଂ Q ଯଥାକ୍ରମେ 30 ମିନିଟ୍ ଏବଂ 36 ମିନିଟ୍ ରେ ଏକ ଟାଙ୍କି ପୂରଣ କରିପାରିବେ, ଯଦି ପାଇପ୍ Q ପ୍ରଥମେ ଖୋଲାଯାଏ, ତେବେ ପାଇପ୍ P ଆଉ କେତେ ସମୟ ପରେ ଖୋଲାଯିବ ଯାହା ଦ୍ୱାରା ଟାଙ୍କି 18 ମିନିଟ୍ ରେ ପୂର୍ଣ୍ଣ ହେବ?

15 / 20

If a water tank is filled  4/7 part in 8 hours, then what time will be taken in filling the half of the tank?
ଯଦି ଏକ ପାଣି ଟାଙ୍କି 8 ଘଣ୍ଟାମଧ୍ୟରେ  4/7 ଅଂଶ ପୂର୍ଣ୍ଣ ହୁଏ, ତେବେ ଟ୍ୟାଙ୍କର ଅଧା ପୂରଣ କରିବାରେ କେତେ  ସମୟ ନିଆଯିବ?

16 / 20

Tap P and Q can fill a tank in 10 minutes and 15 minutes respectively. If tap Q is opened 3 minutes after tap P is opened, then the time taken to fill the tank, will be:

ଟ୍ୟାପ୍ P ଏବଂ Q ଯଥାକ୍ରମେ 10 ମିନିଟ୍ ଏବଂ 15 ମିନିଟ୍ ରେ ଏକ ଟାଙ୍କି ପୂରଣ କରିପାରିବେ। ଯଦି ଟ୍ୟାପ୍ P ଖୋଲିବାର 3 ମିନିଟ୍ ପରେ ଟ୍ୟାପ୍ Q ଖୋଲାଯାଏ, ତେବେ ଟାଙ୍କି ଭରିବାକୁ ଲାଗିଥିବା ସମୟ ହେବ:

17 / 20

Tap A can fill an empty swimming pool in 10 h. Tap B can fill it in 15 h. How much time will the two taps take to fill the empty pool together?

10 ଘଣ୍ଟାରେ ଟ୍ୟାପ୍  A ଏକ ଖାଲି ପୁଷ୍କରିଣୀକୁ ପୂରଣ କରିପାରେ । ଟ୍ୟାପ୍ B  ଏହାକୁ 15 ଘଣ୍ଟାରେ ପୂରଣ କରିପାରିବ। ଖାଲି ପୁଷ୍କରିଣୀକୁ ଏକାଠି ଭରିବା ପାଇଁ ଦୁଇଟି ଟ୍ୟାପ୍ କେତେ ସମୟ ନେବ? 

18 / 20

Pipes A and B can fill a tank in 16 hours and 24 hours, respectively, and pipe C alone can empty the full tank in x hours. All the pipes were opened together at 10:30 AM, but C was closed at 2:30 PM. If the tank was full at 8:30 PM on the same day, then what is the value of x?
ପାଇପ୍ A ଏବଂ B ଯଥାକ୍ରମେ 16 ଘଣ୍ଟା 24 ଘଣ୍ଟା ମଧ୍ୟରେ ଏକ ଟ୍ୟାଙ୍କ ପୂରଣ କରିପାରିବେ ଏବଂ କେବଳ ପାଇପ୍ C ସମ୍ପୂର୍ଣ୍ଣ ଟ୍ୟାଙ୍କକୁ x ଘଣ୍ଟାରେ ଖାଲି କରିପାରିବ । ସକାଳ 10:30 ରେ ସମସ୍ତ ପାଇପ୍ ଏକାଠି ଖୋଲା ଯାଇଥିଲା, କିନ୍ତୁ C କୁ 2:30 ରେ ବନ୍ଦ ହୋଇଯାଇଥିଲା ।  ଯଦି ସେହି ଦିନ ଟାଙ୍କି 8:30 ରାତିରେ ପୂର୍ଣ୍ଣ ହୋଇଥିଲା, ତେବେ x ର ମୂଲ୍ୟ କେତେ?

19 / 20

A pipe normally fills a tank in 12 hours, but due to a leak, it takes 8 hours more. If the tank is full, how many hours will the leak take to empty it?

ସାଧାରଣତଃ ଗୋଟିଏ ପାଇପ୍ ଟାଙ୍କିକୁ 12 ଘଣ୍ଟାରେ ଭର୍ତ୍ତି କରିଥାଏ, କିନ୍ତୁ ଲିକ୍ ଯୋଗୁଁ 8 ଘଣ୍ଟା ଅଧିକ ସମୟ ଲାଗିଥାଏ । ଯଦି ଟାଙ୍କି ଭର୍ତ୍ତି ହୋଇଥାଏ, ତେବେ ଏହାକୁ ଖାଲି କରିବାକୁ କେତେ ଘଣ୍ଟା ଲାଗିବ?

20 / 20

Tap-A fills a tank in 5 hrs, Tap-B fills the same tank in 15 hrs, and Tap-C empties the same tank in 10 hrs. With all the three taps open together, the tank will fill in

ଟ୍ୟାପ୍-A ଏକ ଟାଙ୍କିକୁ 5 ଘଣ୍ଟାରେ ଭର୍ତ୍ତି କରିଥାଏ, ଟ୍ୟାପ୍-B 15 ଘଣ୍ଟାରେ ସେହି ଟାଙ୍କି ପୂରଣ କରିଥାଏ ଏବଂ ଟ୍ୟାପ୍-C 10 ଘଣ୍ଟାରେ ସେହି ଟାଙ୍କି ଖାଲି କରିଦିଏ । ଯଦି ତିନିଟି ଯାକ ଟ୍ୟାପ୍ ଏକାଠି ଖୋଲି ଦିଆଯାଏ ତେବେ ଟାଙ୍କି ଭର୍ତ୍ତି ହେବ

Your score is

୧୧. ଗୋଟିଏ ବସ୍ତୁକୁ ୧୬୧ ଟଙ୍କାରେ ବିକିଲେ କିଣା ଦାମ୍ ର ୧/୬ ଅଂଶ ଲାଭ ମିଳେ। ବସ୍ତୁର କିଣା ଦାମ୍ କେତେ?
(A) ୧୩୮ ଟଙ୍କା (B) ୧୨୮ଟଙ୍କା
(C) ୧୩୬ ଟଙ୍କା (D) ୧୪୮ ଟଙ୍କା

୧୨. ଗୋଟିଏ ଦ୍ରବ୍ୟର ବିକ୍ରୟ ମୂଲ୍ୟ କୁ ୨୦% କମାଇ ବିକ୍ରିକଲେ ଶତକଡା ୪ ଲାଭ ହୁଏ। ତେବେ ବିକ୍ରୟ ମୂଲ୍ୟକୁ ନ କମାଇ ବିକ୍ରୟ କଲେ ଶତକଡା କେତେ ଲାଭ ହେବା?
(A) ୬% (B) ୭%
(C)୬ ୪/୪୯% (D) ୬ ୬/୪୯%

୧୩. ଶତକଡା ୩୦ ଲାଭରେ A, B କୁ ଏକ ସାଇକେଲ ବିକ୍ରି କଲା ଏବଂ B, C କୁ ସେହି ସାଇକେଲଟି ଶତକଡା ୨୦ କ୍ଷତିରେ ବିକ୍ରି କଲା। ଯଦି C ସାଇକେଲଟି ପାଇଁ ୫୨୦ ଟଙ୍କା ପ୍ରଦାନ କରିଥାନ୍ତି, ତେବେ A ଏହାକୁ କେତେ ଟଙ୍କାରେ କିଣିଥିଲେ?
(A) ୬୦୦ (B) ୫୫୦
(C) ୫୦୦ (D) ୪୫୦

୧୪. ଜଣେ ବ୍ୟବସାୟୀ ଶତକଡା ୨.୫ କ୍ଷତିରେ ଗୋଟିଏ ରେଡ଼ିଓ ବିକ୍ରି କଲେ। ସେ ଏହାକୁ ଅଧିକ ୧୦୦ ଟଙ୍କାରେ ବିକ୍ରି କରିଥିଲେ ଶତକଡା ୭.୫ ଲାଭ କରିଥାନ୍ତେ। ସେହି ରେଡ଼ିଓକୁ ସେ କେତେ ଟଙ୍କାରେ ବିକିଥିଲେ, ତାଙ୍କର ଶତକଡା ୧୨ ୧/୨ ଲାଭ ହୋଇଥାନ୍ତା?
(A) ୧୦୦୦ (B) ୧୧୨୫
(C) ୧୨୫୦ (D) ୧୫୦୦

୧୫.ଜଣେ ଚାଷୀ ତାଙ୍କର ଦୁଇଟି ବଳଦ ବିକିଲେ। ପ୍ରତ୍ୟେକଟିକୁ ଟ. ୧୫୦୦.୦୦ ଦାମ୍ ରେ ବିକିଲେ। ଗୋଟିଏ ବଳଦ ବିକିବାରେ ତାଙ୍କର ୨୫% ଲାଭ ହେଲା ଓ ଅନ୍ୟଟିକୁ ବିକିବାରେ ତାଙ୍କର ୨୫% କ୍ଷତି ହେଲା। ତା’ ହେଲେ ତାଙ୍କର ସର୍ବମୋଟ କେତେ ଶତକଡା ଲାଭ ବା କ୍ଷତି ହେଲା?
(A) କିଛି ଲାଭ ବା କ୍ଷତି ହେଲା ନାହିଁ
(B) ୬ ୧/୪% କ୍ଷତି
(C) ୬ ୧/୪% ଲାଭ
(D) ୫% ଲାଭ

୧୬. ଖଣ୍ଡିଏ ବହି ୧୨% ଲାଭରେ ବିକ୍ରି କରାଗଲା। ବିକ୍ରୟମୂଲ୍ୟ ଆଉ ୧୮ ପଇସା ଅଧିକ ହୋଇଥିଲେ ୧୮% ଲାଭ ହୋଇଥାନ୍ତା। ବହିଟିର କ୍ରୟମୂଲ୍ୟ କେତେ?
(A) ୩ ଟଙ୍କା (B) ୪ ଟଙ୍କା
(C) ୬ ଟଙ୍କା (D) ୮ ଟଙ୍କା

୧୭. ଗୋଟିଏ ପଦାର୍ଥର ସୂଚିତ ମୂଲ୍ୟ କ୍ରୟମୂଲ୍ୟଠାରୁ ୨୦% ଅଧିକ। ସୂଚିତ ମୂଲ୍ୟ ଉପରେ ଶତକଡ଼ା କେତେ ରିହାତି ଦେଇ ବିକ୍ରି କଲେ ଲାଭ ବା କ୍ଷତି ହେବ ନାହିଁ?
(A) ୨୨ ୧/୨% (B) ୨୦%
(C) ୧୬ ୨/୩%  (D)୧୨ ୧/୨%

୧୮. ଗୋଟିଏ ଜିନିଷର ସୂଚିତ ମୂଲ୍ୟ ଟ. ୧୨୯୬.୦୦ ଏବଂ ରିହାତି ୧୨ ୧/୨% ହେଲେ ବିକ୍ରୟ ମୂଲ୍ୟ କେତେ?
(A) ୧୧୩୪ ଟଙ୍କା
(B) ୧୨୯୬ ଟଙ୍କା
(C) ୧୪୧୨ ଟଙ୍କା
(D) ୧୬୨୦ ଟଙ୍କା

୧୯. ଜଣେ ବ୍ୟବସାୟୀ ୧୦୦୦ ଟି ଅଣ୍ଡା କିଣିଲା। ସେଥିରୁ ୯୦ ଟି ଅଣ୍ଡା ପଚିଗଲା। ଅବଶିଷ୍ଟ ଅଣ୍ଡାକୁ ପ୍ରତି ଡଜନ ଟ. ୯.୬୦ ପଇସାରେ ବିକ୍ରିକରି ୧୨% କ୍ଷତି କଲା। ବ୍ୟବସାୟୀ କେତେ ଟଙ୍କାଦେଇ ଅଣ୍ଡାଗୁଡିକ କିନିଥିଲା?
(A) ଟ. ୭୨୪.୩୫
(B) ଟ. ୬୪୭.୫୨
(C) ଟ. ୮୨୭.୨୭
(D) ଟ. ୫୪୨.୪୫

୨୦. ଗୋଟିଏ ରେଡ଼ିଓ ୭% କ୍ଷତିରେ ବିକ୍ରୟ କରାଗଲା। ୯% ଲାଭରେ ବିକ୍ରି କରିଥିଲେ ୬୪ ଟଙ୍କା ଅଧିକ ମିଲିଥାନ୍ତା। ରେଡ଼ିଓର କ୍ରୟ ମୂଲ୍ୟ କେତେ?
(A) ୨୦୦ ଟଙ୍କା
(B) ୪୦୦ ଟଙ୍କା
(C) ୬୦୦ ଟଙ୍କା
(D) ୮୦୦ ଟଙ୍କା

/20
17

APTITUDE

Arithmetic (Pipes & Cistern ନଳ ଓ ପାଣିଟେଙ୍କି)

Arithmetic (Pipes & Cistern ନଳ ଓ ପାଣିଟେଙ୍କି)

1 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

One pipe can fill a tank in 12 hours and another pipe can completely empty the tank in 18 hours. If both the pipes are opened simultaneously, what will be the time required to fill the tank?
ଗୋଟିଏ ପାଇପ୍ 12 ଘଣ୍ଟା ମଧ୍ୟରେ ଏକ ଟ୍ୟାଙ୍କ ପୂର୍ଣ୍ଣ କରିପାରିବ ଏବଂ ଅନ୍ୟ ପାଇପ୍ 18 ଘଣ୍ଟା ମଧ୍ୟରେ ଟ୍ୟାଙ୍କକୁ ସମ୍ପୂର୍ଣ୍ଣ ଖାଲି କରିପାରିବ ।  ଯଦି ଉଭୟ ପାଇପ୍ ଏକକାଳୀନ ଖୋଲାଯାଏ, ତେବେ ଟ୍ୟାଙ୍କ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ସମୟ କେତେ ହେବ?

2 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Pipe A can fill a tank in 16 minutes and pipe B empties it in 24 minutes. If both the pipes are opened together, after how many minutes should B be closed, so that the tank is filled in 30 minutes?

ନଳ A 16 ମିନିଟରେ ଏକ ଟ୍ୟାଙ୍କ ଭରିପାରେ ଏବଂ ନଳ B ଏହାକୁ 24 ମିନିଟରେ ଖାଲି କରିପାରେ। | ଯଦି ଉଭୟ ନଳଏକାଠି ଖୋଲାଯାଏ, B କେତେ ମିନିଟ୍ ପରେ ବନ୍ଦ ହେବା ଉଚିତ୍, ଯାହାଫଳରେ ଟାଙ୍କି 30 ମିନିଟରେ ଭରିଯିବ?

3 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A tap can fill a tank in  5 1/2 hours. Because of leak, it took 8 1/4  hours to fill the tank. The leak will empty the tank in:

ଏକ ଟ୍ୟାପ୍  5 1/2 ଘଣ୍ଟାରେ ଏକ ଟ୍ୟାଙ୍କ ପୂରଣ କରିପାରିବ | ଲିକ୍ ହେତୁ ଟ୍ୟାଙ୍କ ଭରିବା ପାଇଁ  8 1/4ଘଣ୍ଟା ଲାଗିଗଲା | ଲିକ୍ ଟାଙ୍କିକୁ ଖାଲି କରିବ:

4 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Pipes A and B can fill a tank in 16 hours and 24 hours, respectively, and pipe C alone can empty the full tank in x hours. All the pipes were opened together at 10:30 AM, but C was closed at 2:30 PM. If the tank was full at 8:30 PM on the same day, then what is the value of x?
ପାଇପ୍ A ଏବଂ B ଯଥାକ୍ରମେ 16 ଘଣ୍ଟା 24 ଘଣ୍ଟା ମଧ୍ୟରେ ଏକ ଟ୍ୟାଙ୍କ ପୂରଣ କରିପାରିବେ ଏବଂ କେବଳ ପାଇପ୍ C ସମ୍ପୂର୍ଣ୍ଣ ଟ୍ୟାଙ୍କକୁ x ଘଣ୍ଟାରେ ଖାଲି କରିପାରିବ । ସକାଳ 10:30 ରେ ସମସ୍ତ ପାଇପ୍ ଏକାଠି ଖୋଲା ଯାଇଥିଲା, କିନ୍ତୁ C କୁ 2:30 ରେ ବନ୍ଦ ହୋଇଯାଇଥିଲା ।  ଯଦି ସେହି ଦିନ ଟାଙ୍କି 8:30 ରାତିରେ ପୂର୍ଣ୍ଣ ହୋଇଥିଲା, ତେବେ x ର ମୂଲ୍ୟ କେତେ?

5 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

It takes 15 minutes to fill an oil tank. However the oil tank is being emptied through an exhaust pipe, which can empty it in 30 minutes. If this exhaust pipe remains open, how long will it take to fill this tank completely?

ଏକ ତେଲ ଟାଙ୍କି ଭରିବା ପାଇଁ 15 ମିନିଟ୍ ସମୟ ଲାଗେ । ତଥାପି ତେଲ ଟାଙ୍କିକୁ ଏକ ନିଷ୍କାସିତ ପାଇପ୍ ମାଧ୍ୟମରେ ଖାଲି କରାଯାଉଛି, ଯାହା ଏହାକୁ 30 ମିନିଟରେ ଖାଲି କରିପାରେ । ଯଦି ଏହି ନିଷ୍କାସିତ ପାଇପ୍ ଖୋଲା ରହିବ, ତେବେ ଏହି ଟ୍ୟାଙ୍କକୁ ସମ୍ପୂର୍ଣ୍ଣ ଭରିବାକୁ କେତେ ସମୟ ଲାଗିବ?

6 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A pipe can fill a cistern in 11 hours Due to a leak in the bottom it is filled in 13 hours When the cistern is full, in how much time will it be emptied by the leak?
ଏକ ପାଇପ୍ 11 ଘଣ୍ଟା ମଧ୍ୟରେ ଏକ କୁଣ୍ଡ ପୂରଣ କରିପାରେ ନିମ୍ନରେ ଏକ ଲିକ୍ ହେତୁ ଏହା 13 ଘଣ୍ଟାରେ ପୂରଣ ହୁଏ ଯେତେବେଳେ କୁଣ୍ଡ ପୂର୍ଣ୍ଣ ହୁଏ, ଲିକ୍ ଦ୍ୱାରା ଏହାକୁ କେତେ ସମୟ ଖାଲି କରାଯିବ?

7 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Tap A can fill a cistern in 186 hours while tap B can fill it in 279 hours. In how many hours the cistern will be filled if both A and B are opened together?

ଟ୍ୟାପ୍ A 186 ଘଣ୍ଟାରେ ଏକ କୂଣ୍ଡ ଭରିପାରେ ଯେତେବେଳେ ଟ୍ୟାପ୍ B ଏହାକୁ 279 ଘଣ୍ଟାରେ ପୂରଣ କରିପାରିବ। ଯଦି ଉଭୟ A ଏବଂ B ଏକତ୍ର ଖୋଲାଯାଏ, ତେବେ କେତେ ଘଣ୍ଟା ମଧ୍ୟରେ କୂଣ୍ଡଟି ଭରିହେବ?

8 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Two taps A and B can fill a tank in 12 hours and 15 hours respectively. If the two taps are opened at 12 PM, then at what time (in PM) should the tap B be closed to completely fill the tank at exactly 8 PM?
ଦୁଇଟି ଟ୍ୟାପ୍ A ଏବଂ B ଯଥାକ୍ରମେ 12 ଘଣ୍ଟା ଏବଂ 15 ଘଣ୍ଟାରେ ଏକ ଟାଙ୍କି ପୂରଣ କରିପାରିବେ। ଯଦି ରାତି 12 ଟାରେ ଦୁଇଟି ଟ୍ୟାପ୍ ଖୋଲାଯାଏ, ତେବେ ରାତି ଠିକ୍ 8 ଟାରେ ଟାଙ୍କିକୁ ସମ୍ପୂର୍ଣ୍ଣ ଭରିବା ପାଇଁ ଟ୍ୟାପ୍ B କେଉଁ ସମୟରେ ବନ୍ଦ କରାଯିବ?

9 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Tap P and Q can fill a tank in 10 minutes and 15 minutes respectively. If tap Q is opened 3 minutes after tap P is opened, then the time taken to fill the tank, will be:

ଟ୍ୟାପ୍ P ଏବଂ Q ଯଥାକ୍ରମେ 10 ମିନିଟ୍ ଏବଂ 15 ମିନିଟ୍ ରେ ଏକ ଟାଙ୍କି ପୂରଣ କରିପାରିବେ। ଯଦି ଟ୍ୟାପ୍ P ଖୋଲିବାର 3 ମିନିଟ୍ ପରେ ଟ୍ୟାପ୍ Q ଖୋଲାଯାଏ, ତେବେ ଟାଙ୍କି ଭରିବାକୁ ଲାଗିଥିବା ସମୟ ହେବ:

10 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Pipe A can fill a tank in 12 hours. Pipe B can empty it in X hours. If both the pipes are opened together, then the tank will be filled in 30 hours. Find X.

ପାଇପ୍ A 12 ଘଣ୍ଟାରେ ଏକ ଟାଙ୍କି ଭର୍ତ୍ତି କରିପାରିବ । ପାଇପ୍ B ଏହାକୁ X ଘଣ୍ଟାରେ ଖାଲି କରିପାରିବ। ଯଦି ଉଭୟ ପାଇପ୍ ଏକାଠି ଖୋଲାଯାଏ ତେବେ 30 ଘଣ୍ଟା ମଧ୍ୟରେ ଟାଙ୍କି ଭର୍ତ୍ତି ହୋଇଯିବ। ତେବେ X ନିର୍ଣ୍ଣୟ କରନ୍ତୁ।

11 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A pipe normally fills a tank in 12 hours, but due to a leak, it takes 8 hours more. If the tank is full, how many hours will the leak take to empty it?

ସାଧାରଣତଃ ଗୋଟିଏ ପାଇପ୍ ଟାଙ୍କିକୁ 12 ଘଣ୍ଟାରେ ଭର୍ତ୍ତି କରିଥାଏ, କିନ୍ତୁ ଲିକ୍ ଯୋଗୁଁ 8 ଘଣ୍ଟା ଅଧିକ ସମୟ ଲାଗିଥାଏ । ଯଦି ଟାଙ୍କି ଭର୍ତ୍ତି ହୋଇଥାଏ, ତେବେ ଏହାକୁ ଖାଲି କରିବାକୁ କେତେ ଘଣ୍ଟା ଲାଗିବ?

12 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Tap-A fills a tank in 5 hrs, Tap-B fills the same tank in 15 hrs, and Tap-C empties the same tank in 10 hrs. With all the three taps open together, the tank will fill in

ଟ୍ୟାପ୍-A ଏକ ଟାଙ୍କିକୁ 5 ଘଣ୍ଟାରେ ଭର୍ତ୍ତି କରିଥାଏ, ଟ୍ୟାପ୍-B 15 ଘଣ୍ଟାରେ ସେହି ଟାଙ୍କି ପୂରଣ କରିଥାଏ ଏବଂ ଟ୍ୟାପ୍-C 10 ଘଣ୍ଟାରେ ସେହି ଟାଙ୍କି ଖାଲି କରିଦିଏ । ଯଦି ତିନିଟି ଯାକ ଟ୍ୟାପ୍ ଏକାଠି ଖୋଲି ଦିଆଯାଏ ତେବେ ଟାଙ୍କି ଭର୍ତ୍ତି ହେବ

13 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Pipe A can empty a tank in 60 minutes, Pipe B can fill the same tank in 90 minutes and Pipe C can fill the same tank in 120 minutes. If all the three pipes are opened simultaneously, then in how many minutes will the empty tank be filled??
 A  ନଳ 60 ମିନିଟରେ ଏକ ଟ୍ୟାଙ୍କ ଖାଲି କରିପାରେ,  B ନଳ 90 ମିନିଟରେ ସମାନ ଟ୍ୟାଙ୍କକୁ  ପୂରଣ କରିପାରିବ ଏବଂ C ନଳ ସେହି ଟ୍ୟାଙ୍କକୁ 120 ମିନିଟରେ ପୂରଣ କରିପାରିବ। ଯଦି ସମସ୍ତ ତିନୋଟି ପାଇପ୍ ଏକକାଳୀନ ଖୋଲାଯାଏ, ତେବେ ଖାଲି ଟ୍ୟାଙ୍କ କେତେ ମିନିଟରେ ପୂରଣ ହେବ??

14 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A cistern is normally filled in 6 hours, but it takes 3 hours longer to fill because of a leak at its bottom. If the cistern is full, the leak will empty it in :
ଗୋଟିଏ କୁଣ୍ଡ ସାଧାରଣତଃ 6 ଘଣ୍ଟାରେ ପୂର୍ଣ୍ଣ ହୁଏ, କିନ୍ତୁ ଏହାର ନିମ୍ନଭାଗରେ ଛିଦ୍ର ଥିବା କାରଣରୁ ଏହା ପୂର୍ଣ୍ଣ ହେବା ପାଇଁ ଅଧିକ 3 ଘଣ୍ଟା ସମୟ ଲାଗେ । ଯଦି କୁଣ୍ଡଟି ପୂର୍ଣ୍ଣଥାଏ, ତେବେ ଛିଦ୍ରଟି କେତେ ସମୟରେ ଏହାକୁ ଖାଲି କରିବ ?

15 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Tap A can fill an empty swimming pool in 10 h. Tap B can fill it in 15 h. How much time will the two taps take to fill the empty pool together?

10 ଘଣ୍ଟାରେ ଟ୍ୟାପ୍  A ଏକ ଖାଲି ପୁଷ୍କରିଣୀକୁ ପୂରଣ କରିପାରେ । ଟ୍ୟାପ୍ B  ଏହାକୁ 15 ଘଣ୍ଟାରେ ପୂରଣ କରିପାରିବ। ଖାଲି ପୁଷ୍କରିଣୀକୁ ଏକାଠି ଭରିବା ପାଇଁ ଦୁଇଟି ଟ୍ୟାପ୍ କେତେ ସମୟ ନେବ? 

16 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

If a water tank is filled  4/7 part in 8 hours, then what time will be taken in filling the half of the tank?
ଯଦି ଏକ ପାଣି ଟାଙ୍କି 8 ଘଣ୍ଟାମଧ୍ୟରେ  4/7 ଅଂଶ ପୂର୍ଣ୍ଣ ହୁଏ, ତେବେ ଟ୍ୟାଙ୍କର ଅଧା ପୂରଣ କରିବାରେ କେତେ  ସମୟ ନିଆଯିବ?

17 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A pipe can fill a tank in 10 minutes while another pipe can empty it in 12 minutes. If the pipes are opened alternately each for 1 minute, beginning with the first pipe. the tank will be full after (in minutes):
ଗୋଟିଏ ପାଇପ୍ ଟାଙ୍କିକୁ 10 ମିନିଟ୍ ରେ ଭର୍ତ୍ତି କରିପାରିବ ଏବଂ ଅନ୍ୟ ଏକ ପାଇପ୍ 12 ମିନିଟ୍ ରେ ଖାଲି କରିପାରିବ। ଯଦି ପ୍ରଥମ ପାଇପ୍ ରୁ ଆରମ୍ଭ ହୋଇ ପାଇପ୍ ଗୁଡ଼ିକୁ 1 ମିନିଟ୍ ପାଇଁ ବିକଳ୍ପ ଭାବରେ ଖୋଲାଯାଏ, ତେବେ (ମିନିଟ୍ ରେ) କେତେ ସମୟରେ ଟାଙ୍କି ପୂର୍ଣ୍ଣ ହେବ:

18 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A cistern is normally filled in 8 hours; but takes two hours more to fill because of a leak in its bottom. If the cistern is full, the leak will make it empty in:
ସାଧାରଣତଃ 8 ଘଣ୍ଟାରେ ଗୋଟିଏ ପାଣିକୁଣ୍ଡ ଭର୍ତ୍ତି କରାଯାଏ; କିନ୍ତୁ ଏହାର ତଳଭାଗରେ ଲିକ୍ ହେତୁ ଭର୍ତ୍ତି ହେବାକୁ ଆଉ ଦୁଇ ଘଣ୍ଟା ଅଧିକ ସମୟ ଲାଗେ । ଯଦି ପାଣିକୁଣ୍ଡ ପୂର୍ଣ୍ଣ ଥାଏ, ତେବେ ଲିକ୍ ଏହାକୁ ଖାଲି କରିଦେବ:

19 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Two pipe P and Q can fill a tank in 30 min and 36 min respectively, if pipe Q is opened initially, then how much time after pipe P will also be opened so that the tank is full in 18 minutes?
ଦୁଇଟି ପାଇପ୍ P ଏବଂ Q ଯଥାକ୍ରମେ 30 ମିନିଟ୍ ଏବଂ 36 ମିନିଟ୍ ରେ ଏକ ଟାଙ୍କି ପୂରଣ କରିପାରିବେ, ଯଦି ପାଇପ୍ Q ପ୍ରଥମେ ଖୋଲାଯାଏ, ତେବେ ପାଇପ୍ P ଆଉ କେତେ ସମୟ ପରେ ଖୋଲାଯିବ ଯାହା ଦ୍ୱାରା ଟାଙ୍କି 18 ମିନିଟ୍ ରେ ପୂର୍ଣ୍ଣ ହେବ?

20 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A tank is filled in 4 hours by three pipes A, B and C. The pipe C is 1 1/2  times as fast as B and B is 3 times as fast as A. How many hours will pipe A alone take to fill the tank?
ଗୋଟିଏ ଟାଙ୍କିକୁ 4 ଘଣ୍ଟାରେ 3 ଟି ପାଇପ୍ A, B, ଏବଂ C ଦ୍ଵାରା ଭର୍ତ୍ତି କରାଯାଏ। ପାଇପ୍ C ହେଉଛି  B ଠାରୁ 1 1/2 ଅଧିକ ଦ୍ରୁତ ଏବଂ B ହେଉଛି A ଠାରୁ 3 ଗୁଣ ଅଧିକ ଦ୍ରୁତ ଅଟେ ।  ଟାଙ୍କି ଭରିବା ପାଇଁ କେବଳ ପାଇପ୍ A ଦ୍ଵାରା କେତେ ଘଣ୍ଟା ଲାଗିବ?

Your score is

୨୧. ଜଣେ ବ୍ୟକ୍ତି ୪୨ଟି ଲେମ୍ବୁ ବିକ୍ରିକରି ୮ଟି ଲେମ୍ବୁର ବିକ୍ରୟ ମୂଲ୍ୟ କ୍ଷତି କଲା। ତେବେ ଶତକଡା କ୍ଷତି କେତେ ହେଲା?
(A) ୮% (B)୧୨%
(C) ୧୬% (D)୨୪%

୨୨. ଜଣେ ସାଇକେଲ ବ୍ୟବସାୟୀ ପ୍ରତ୍ୟେକ ସାଇକେଲର ସୂଚିତ ମୂଲ୍ୟ ଉପରେ ୨୫% ରିହାତି ଦେବାପରେ ମଧ୍ଯ ୨୦% ଲାଭ କରନ୍ତି। ଯଦି ସେ ଗୋଟିଏ ସାଇକେଲରେ ୧୬୨ ଟଙ୍କା ଲାଭ ପାଆନ୍ତି ତେବେ ସାଇକେଲର ସୂଚିତ ମୂଲ୍ୟ କେତେ?
(A) ୧୦୮୦ ଟଙ୍କା
(B) ୧୨୯୬ ଟଙ୍କା
(C) ୧୪୨୦ ଟଙ୍କା 
(D) ୧୬୮୦ ଟଙ୍କା

୨୩. ଗୋଟିଏ ବହିର ଲିଖିତ ମୂଲ୍ୟର ୨୦% ଛାଡ ଦେଇ ୨୦% ଲାଭରେ ବିକ୍ରୟ ହୁଏ। ତେବେ ଲିଖିତ ମୂଲ୍ୟର ଶତକଡା କେତେ ଲାଭ ହୁଏ?
(A) ୫୦ ଟଙ୍କା
(B) ୬୦ ଟଙ୍କା
(C) ୮୦ ଟଙ୍କା
(D) ୧୦୦ ଟଙ୍କା

୨୪. ଜଣେ ବ୍ୟକ୍ତି ପ୍ରତି ଖଟକୁ ଟ. ୪୮୦.୦୦ ହିସାବରେ ଦୁଇଟି ଖଟ ବିକ୍ରି କରିବାରୁ ଗୋଟିକରେ ୨୦% ଲାଭ ଓ ଅନ୍ୟଟିରେ ୨୦% କ୍ଷତି ହେଲା। ମୋଟରେ ତାଙ୍କର ଶତକଡା କେତେ ଲାଭ ବା କ୍ଷତି ହେଲା?
(A) ୪% (B) ୮%
(C) ୧୦% (D) ୧୨%

୨୫. ଜଣେ ଦୋକାନୀ ଗୋଟିଏ ସିଲେଇ ମେସିନକୁ ଟ. ୧୧୦୦ ଲିଖିତ ମୂଲ୍ୟ ରଖିଥିଲା। ସେ ତା’ ଉପରେ ୧୦% ରିହାତି ଦେଲା ପରେ ମଧ୍ୟ ୧୦% ଲାଭ କଲା। ତେବେ ସିଲେଇ ମେସିନ୍ ର କିଣା ମୂଲ୍ୟ କେତେ?
(A) ୧୦୦୦ ଟଙ୍କା
(B) ୧୦୫୦ ଟଙ୍କା
(C) ୯୮୦ ଟଙ୍କା
(D) ୯୦୦ ଟଙ୍କା

୨୬. ୨୦ ଟି କମଳାକୁ ଯେଉଁ ଦରରେ କିଣାଗଲା ୨୫ ଟି କମକାକୁ ସେହି ଦରରେ ବିକ୍ରି କରାଗଲା। ତେବେ ଶତକଡା କେତେ ଲାଭ ବା କ୍ଷତି ହେଲା?
(A) ୧୦% (B) ୨୦%
(C) ୨୫%   (D) ୩୦%

୨୭. ଦୁଇଟି TV ମୋଟ ୮୪୦୦ ଟଙ୍କାରେ ବିକିବାରୁ ଗୋଟିକରେ ୨୦% ଲାଭ, ଅନ୍ୟଟିରେ ୨୦% କ୍ଷତି ଓ ମୋଟରେ ୫% ଲାଭ ହେଲା, ତେବେ TV ଦ୍ଵୟର କ୍ରୟମୂଲ୍ୟ କେତେ?
(A) ୮୦୦୦ ଟଙ୍କା, ୨୦୦୦ ଟଙ୍କା
(B) ୬୦୦୦ ଟଙ୍କା, ୪୦୦୦ ଟଙ୍କା
(C) ୫୦୦୦ ଟଙ୍କା, ୩୦୦୦ ଟଙ୍କା
(D) ୪୦୦୦ ଟଙ୍କା, ୩୪୦୦ ଟଙ୍କା

୨୮. ଜଣେ ଦୋକାନୀ ଏକ ଦ୍ରବ୍ୟକୁ ୧୨ ୧/୨% କ୍ଷତିରେ ବିକିଲା। ଦ୍ରବ୍ୟଟିର ବିକ୍ରୟ ମୂଲ୍ୟ ୯୨.୫୦ ବଢାଇ ଥିଲେ ୬% ଲାଭ ହୋଇଥାନ୍ତା। ତେବେ ଦ୍ରବ୍ୟଟିର କିଣାମୂଲ୍ୟ କେତେ?
(A) ୬୦୦ ଟଙ୍କା (B) ୪୦୦ ଟଙ୍କା
(C) ୫୦୦ ଟଙ୍କା (D) ୨୫୦ ଟଙ୍କା

୨୯. ଜଣେ ବହି ଦୋକାନୀ ଖଣ୍ଡେ ବହି ଉପରେ ୧୦% ରିହାତି ଦେବା ପରେ ମଧ୍ୟ ୧୦% ଲାଭ କରନ୍ତି। ଯଦି ବହି ଉପରେ ଦାମ୍ ୭୭ ଟଙ୍କା ଲେଖାଯାଇଥାଏ ତା’ ହେଲେ ବହିଟିର କ୍ରୟମୂଲ୍ୟ କେତେ?
(A) ୧୧୦ ଟଙ୍କା (B) ୯୩ ଟଙ୍କା
(C) ୭୭ ଟଙ୍କା   (D) ୬୩ ଟଙ୍କା

୩୦. ଗୋଟିଏ ଟିଭିକୁ ୩୬୦୦ ଟଙ୍କାରେ ବିକ୍ରି କଲେ ୧୦% କ୍ଷତି ହୁଏ। କେତେ ଟଙ୍କାରେ ବିକ୍ରି କରିଥିଲେ ୨୦% ଲାଭ ହୋଇଥାନ୍ତା?
(A) ୪୨୦୦ ଟଙ୍କା
(B) ୪୮୦୦ ଟଙ୍କା
(C) ୪୩୦୦ ଟଙ୍କା 
(D) ୪୪୦୦ ଟଙ୍କା

୧. ଟଙ୍କାରେ ୪ ଟି ଓ ଟଙ୍କାରେ ୬ ଟି ଲେଖାଏଁ ସମାନ ସଂଖ୍ୟକ ଲେମ୍ବୁ କିଣି ଟଙ୍କାରେ ୫ ଟି ଲେଖାଏଁ ସବୁତକ ବିକ୍ରିକଲେ ଶତକଡା କେତେ ଲାଭ ବା କ୍ଷତି ହେବ?
(A) ୨୦% (B) ୧୫%
(C) ୮%।  (D)୪%

୨. ଟଙ୍କାରେ ୧୫ ଟି ଲେଖାଏଁ ବେଲୁନ୍ କିଣି, ଡଜନ କେତେ ଦରରେ ବିକ୍ରି କଲେ ୨୫% ଲାଭ ହେବ?
(A) ୧ ଟଙ୍କା (B) ଟ. ୧.୫୦ ପ.
(C) ୨ ଟଙ୍କା (D) ଟ. ୨.୫୦ ପ.

୩. ଜଣେ ଲୋକ ୨୦ ଲିଟରର ଲେମ୍ବୁ ରସକୁ ଲିଟର ପ୍ରତି ଟ. ୨.୨୦ ପ. ହିସାବରେ କିଣିଲା ଏବଂ ସେଥିରେ ପାଣି ମିଶାଇ ତାକୁ ୨୨ ଲିଟର କଲା। ତେବେ ସେ ୧୦% ଲାଭ କରିବାକୁ କେତେ ଟଙ୍କା ହିସାବରେ ବିକ୍ରି କରିବ?
(A) ଟ. ୨.୨୦ ପ.
(B) ଟ. ୨.୨୫ ପ.
(C) ଟ. ୨.୩୦ ପ.
(D) ଟ. ୨.୫୦ ପ.

୪. ଏକ ଜିନିଷକୁ ୯୬ ଟଙ୍କାରେ କିଣି କେତେ ଦାମ୍ ରେ ବିକିଲେ ୧୦% ଲାଭ ହେବ?
(A) ଟ. ୧୦୫.୬୦ ପ.
(B) ୨୦୦ ଟଙ୍କା
(C) ୧୦୫ ଟଙ୍କା
(D) ୧୫୦ ଟଙ୍କା

୫. ଗୋଟିଏ ଦ୍ରବ୍ୟର ସୂଚିତ ମୂଲ୍ୟ ଉପରେ ୪% ରିହାତି ଦେଲାପରେ ମଧ୍ୟ ୨% ଲାଭ ହେଲା। ରିହାତି ନ ଦେଇଥିଲେ ଶତକଡା କେତେ ଲାଭ ହୋଇଥାନ୍ତା?
(A) ୬ ୧/୪% (B) ୧୨ ୨/୪%
(C) ୧୧ ୧/୩% (D) ୧୬ ୩/୪%

୬. ଟଙ୍କାରେ ୧୫ ଟି ଲେଖାଏଁ ଲେମ୍ବୁ ବୁକିବାରୁ ୯% କ୍ଷତି ହେଲା। ଟଙ୍କାରେ କେତୋଟି କରି ବିକିଥିଲେ ୫% ଲାଭ ହୋଇଥାନ୍ତା?
(A) ୧୦ଟି (B) ୧୨ଟି
(C) ୧୩ଟି   (D) ୧୫ଟି

୭. ଗୋଟିଏ ଗାଈକୁ ୩୬୦୦ ଟଙ୍କାରେ ବିକ୍ରୟ କଲେ ୧୦% କ୍ଷତି ହୁଏ। ଗାଈଟିଏ କ୍ରୟମୂଲ୍ୟ କେତେ?
(A) ୩୨୪୦ ଟଙ୍କା
(B) ୪୦୦୦ ଟଙ୍କା
(C) ୩୮୦୦ ଟଙ୍କା
(D) ୩୯୬୦ ଟଙ୍କା

୮. ଗୋଟିଏ ଟିଭିକୁ ୩୬୦୦ ଟଙ୍କାରେ ବିକ୍ରି କଲେ ୧୦% କ୍ଷତି ହୁଏ। କେତେ ଟଙ୍କାରେ ବିକ୍ରି କରିଥିଲେ ୨୦% ଲାଭ ହୋଇଥାନ୍ତା?
(A) ୪୨୦୦ ଟଙ୍କା
(B) ୪୮୦୦ ଟଙ୍କା
(C) ୪୩୨୦ ଟଙ୍କା
(D) ୪୨୦୦ ଟଙ୍କା

୯. ୨୦ ଟି କମଳାକୁ ଯେଉଁ ଦରରେ କିଣାଗଲା ୨୫ ଟି କମଳାକୁ ସେହି ଦରରେ ବିକ୍ରି କରାଗଲା। ତେବେ ଶତକଡା କେତେ ଲାଭ ବା କ୍ଷତି ହେଲା?
(A) ୧୦% (B) ୨୦%
(C) ୨୫%   (D) ୩୦%

୧୦. ଗୋଟିଏ ଜିନିଷକୁ ୭୬ ଟଙ୍କାରେ ବିକ୍ରି କଲେ ୫୨% ଲାଭ ହୁଏ। ୭୪ ଟଙ୍କାରେ ବିକ୍ରି କଲେ କେତେ ଲାଭ ହେବ?
(A) ୨୫ ଟଙ୍କା (B) ୨୪ ଟଙ୍କା
(C) ୨୩ ଟଙ୍କା (D) ୨୨ ଟଙ୍କା

୧୧. ୬ ଟି କମଳାକୁ ୫ ଟଙ୍କାରେ କିଣି ୫ ଟିକୁ ୬ ଟଙ୍କାରେ ବିକିଲେ ଶତକଡା କେତେ ଲାଭ ବା କ୍ଷତି ହେବ?
(A) ୨୦% (B) ୨୨%
(C) ୨୫%  (D) ୪୪%

୧୨. ତନ୍ତଲୁଗା ଉପରେ ୨୦% ରିହାତି ମିଳେ। ମୁଁ ଗୋଟିଏ ତନ୍ତବୁଣା ଶାଢ଼ୀ ୨୫୬ ଟଙ୍କାରେ କିଣିଲି। ସେ ଶାଢ଼ୀର ପ୍ରକୃତ ମୂଲ୍ୟ କେତେ?
(A) ୩୨୦ ଟଙ୍କା
(B) ୪୬୦ ଟଙ୍କା
(C) ୫୨୦ ଟଙ୍କା
(D) ୬୪୦ ଟଙ୍କା

୧୩. ୩ ଟି ଲେମ୍ବୁର କିଣାଦାମ୍ ୨ ଟି ଲେମ୍ବୁର ବିକ୍ରି ଦାମ୍ ସହ ସମାନ ହେଲେ ଶତକଡା ଲାଭ କେତେ ହେବ?
(A) ୨୫% (B) ୩୫%
(C) ୪୫%    (D) ୫୦%

୧୪. ଗୋଟିଏ ସିଲେଇ ମେସିନକୁ ୫% ରିହାତି ସହ ବିକ୍ରୟ କରି ମଧ୍ୟ ୧୦% ଲାଭ ହୁଏ। ଯଦି ମେସିନ୍ ଉପରେ ସୂଚିତ ମୂଲ୍ୟ ଟ. ୨୬୪୦.୦୦ ହୋଇଥାଏ, ତେବେ ମେସିନ୍ ଟିର କ୍ରୟମୂଲ୍ୟ କେତେ?
(A) ୨୬୪୦ ଟଙ୍କା
(B) ୨୫୦୮ ଟଙ୍କା
(C) ୨୪୬୦ ଟଙ୍କା
(D) ୨୨୮୦ ଟଙ୍କା

୧୫. ଗୋଟିଏ ଜିନିଷର କିଣାଦାମ୍ ଠାରୁ ୧୦ ଟଙ୍କା ଅଧିକରେ ବିକିଲେ ୨୦% ଲାଭ ହୁଏ। ଜିନିଷର କ୍ରୟମୂଲ୍ୟ କେତେ?
(A) ୨୦ ଟଙ୍କା (B) ୪୦ ଟଙ୍କା
(C) ୫୦ ଟଙ୍କା  (D) ୧୦୦ ଟଙ୍କା

୧୬. ୮ ଟି ଟେବୁଲର କିଣାମୂଲ୍ୟ ୧୦ଟି ଟେବୁଲର ବିକ୍ରି ମୂଲ୍ୟ ସହିତ ସମାନ ହେଲେ ଶତକଡା ଲାଭ ବା କ୍ଷତି କେତେ ହେବ?
(A) ୧୫% ଲାଭ (B) ୧୭% କ୍ଷତି
(C) ୧୮% ଲାଭ   (D) ୨୦% କ୍ଷତି

୧୭. ଗୋଟିଏ ଦ୍ରବ୍ୟର ସୂଚିତ ମୂଲ୍ୟ ଟ. ୯୯.୦୦ ହେଲେ ଶତକଡା ରିହାତି କେତେ?
(A) ୧୦% (B)୧୫%
(C) ୨୦% (D) ୨୫%

୧୮. ଶୋଭା ଗୋଟିଏ ବ୍ୟବସାୟରେ ୧୫% ଲାଭ ଓ ଅନ୍ୟଟିରେ ୧୨% କ୍ଷତି କଲା। ଉଭୟରେ ଖଟାଇ ଥିବା ମୂଳଧନର ଅନୁପାତ ୩:୫, ତେବେ ମୋଟ ଉପରେ ତା’ର ବ୍ୟବସାୟରେ କେତେ ଲାଭ ବା କ୍ଷତି ହେଲା?
(A) ୧ ୧/୮% (B) ୧ ୭/୮%
(C) ୧ ୫/୮% (D) ୧ ୩/୪%

୧୯. ଗୋଟିଏ ରେଡିଓକୁ ୯୭୨ ଟଙ୍କାରେ ବିକ୍ରି କଲେ ୮% ଲାଭ ହୁଏ। ତେବେ ରେଡିଓଟିକୁ ୮୭୨ ଟଙ୍କାରେ ବିକ୍ରି କଲେ, କେତେ କ୍ଷତି ହେବ?
(A) ଟ. ୨୫ (B) ଟ. ୨୮
(C) ଟ. ୧୦୮  (D) ଟ. ୧୫୦

୨୦. ଗୋଟିଏ ରେଡିଓକୁ ୪୦୦ ଟଙ୍କାରେ କିଣି ୪୪୮ ଟଙ୍କାରେ ବିକିଲେ ଶତକଡା କେତେ ଲାଭ ହେବ?
(A) ୮% (B) ୧୦%
(C) ୧୨%  (D) ୧୬%

୨୧. ଜଣେ ଗୋଟିଏ କଲମକୁ ୭ ଟଙ୍କାରେ କିଣି ଟ. ୮.୪୦ ପ. ରେ ବିକିଲେ ତାଙ୍କର ଶତକଡା କେତେ ଲାଭ ହେବ?
(A) ୧୦% (B) ୨୦%
(C) ୨୫%   (D) ୩୦%

୨୨. ମହେଶ କଦଳୀ ଡଜନ ୩୦ ଟଙ୍କାରେ ବିକ୍ରିକରି ୨୦% କ୍ଷତି ସହିଲା। କଦଳୀର କ୍ରୟମୂଲ୍ୟ କେତେ?
(A) ୫୦ ଟଙ୍କା
(B) ୩୫ ଟଙ୍କା
(C)୩୭ ୧/୨ ଟଙ୍କା
(D) ୪୨ ୧/୨ ଟଙ୍କା

୨୩. ୧୬ ଟି ଚେୟାରର ବିକ୍ରି ମୂଲ୍ୟ ୨୦ଟି ଚେୟାରର କିଣାମୂଲ୍ୟ ସହ ସମାନ ହେଲେ ଶତକଡା କେତେ ଲାଭ ବା କ୍ଷତି ହେଲା?
(A) ୨୫% ଲାଭ (B) ୨୦% କ୍ଷତି
(C) ୩୦% ଲାଭ  (D) ୨୫% କ୍ଷତି

୨୪. ଜଣେ ବ୍ୟବସାୟୀ କିଲୋଗ୍ରାମ ପ୍ରତି ୧୫ ଟଙ୍କା ହିସାବରେ ୭୦ କି.ଗ୍ରା ଚା’ ଏବଂ କିଲୋଗ୍ରାମ ପ୍ରତି ୧୮ ଟଙ୍କା ୫୦ ପଇସା ହିସାବରେ ୩୦ କି.ଗ୍ରା. ଚା’ କିଣିଲେ। ଯଦି ପ୍ୟାକିଂ ଖର୍ଚ୍ଚ ୨% ହୁଏ, ତେବେ ୧୫% ଲାଭରେ ବିକ୍ରି କଲେ ସେ କି.ଗ୍ରା. ପ୍ରତି କେତେ ଟଙ୍କା ହିସାବରେ ଚା’ ବିକ୍ରି କରିବେ?
(A) ଟ.୧୭.୬୦ ପ.
(B) ଟ.୧୮.୮୦ ପ.
(C) ଟ.୧୯.୨୦ ପ. 
(D) ଟ.୧୬.୫୦ ପ.

୨୫. ରାମର ୧୦୦୦୦ ଟଙ୍କା ମୂଲ୍ୟର ଗୋଟିଏ ଜମି ଥିଲା। ସେ ୧୦% ଲାଭରେ ଶ୍ୟାମକୁ ବିକ୍ରି କରିଦେଲା। କିଛି ସମୟ ପରେ ଶ୍ୟାମ ୧୦% କ୍ଷତିରେ ସେହି ଜମିକୁ ରାମକୁ ବିକ୍ରି କରିଦେଲା। ରାମର ମୋଟରେ କେତେ ଟଙ୍କା ଲାଭ ବା କ୍ଷତି ହେଲା?
(A) ୯୦୦ ଟଙ୍କା ଲାଭ
(B) ୧୦୦୦ ଟଙ୍କା ଲାଭ
(C) ୧୧୦୦ ଟଙ୍କା ଲାଭ
(D) ୧୨୦୦ ଟଙ୍କା କ୍ଷତି

/20
17

APTITUDE

Arithmetic (Pipes & Cistern ନଳ ଓ ପାଣିଟେଙ୍କି)

Arithmetic (Pipes & Cistern ନଳ ଓ ପାଣିଟେଙ୍କି)

1 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A pipe can fill a tank in 10 minutes while another pipe can empty it in 12 minutes. If the pipes are opened alternately each for 1 minute, beginning with the first pipe. the tank will be full after (in minutes):
ଗୋଟିଏ ପାଇପ୍ ଟାଙ୍କିକୁ 10 ମିନିଟ୍ ରେ ଭର୍ତ୍ତି କରିପାରିବ ଏବଂ ଅନ୍ୟ ଏକ ପାଇପ୍ 12 ମିନିଟ୍ ରେ ଖାଲି କରିପାରିବ। ଯଦି ପ୍ରଥମ ପାଇପ୍ ରୁ ଆରମ୍ଭ ହୋଇ ପାଇପ୍ ଗୁଡ଼ିକୁ 1 ମିନିଟ୍ ପାଇଁ ବିକଳ୍ପ ଭାବରେ ଖୋଲାଯାଏ, ତେବେ (ମିନିଟ୍ ରେ) କେତେ ସମୟରେ ଟାଙ୍କି ପୂର୍ଣ୍ଣ ହେବ:

2 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

If a water tank is filled  4/7 part in 8 hours, then what time will be taken in filling the half of the tank?
ଯଦି ଏକ ପାଣି ଟାଙ୍କି 8 ଘଣ୍ଟାମଧ୍ୟରେ  4/7 ଅଂଶ ପୂର୍ଣ୍ଣ ହୁଏ, ତେବେ ଟ୍ୟାଙ୍କର ଅଧା ପୂରଣ କରିବାରେ କେତେ  ସମୟ ନିଆଯିବ?

3 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A cistern is normally filled in 6 hours, but it takes 3 hours longer to fill because of a leak at its bottom. If the cistern is full, the leak will empty it in :
ଗୋଟିଏ କୁଣ୍ଡ ସାଧାରଣତଃ 6 ଘଣ୍ଟାରେ ପୂର୍ଣ୍ଣ ହୁଏ, କିନ୍ତୁ ଏହାର ନିମ୍ନଭାଗରେ ଛିଦ୍ର ଥିବା କାରଣରୁ ଏହା ପୂର୍ଣ୍ଣ ହେବା ପାଇଁ ଅଧିକ 3 ଘଣ୍ଟା ସମୟ ଲାଗେ । ଯଦି କୁଣ୍ଡଟି ପୂର୍ଣ୍ଣଥାଏ, ତେବେ ଛିଦ୍ରଟି କେତେ ସମୟରେ ଏହାକୁ ଖାଲି କରିବ ?

4 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

One pipe can fill a tank in 12 hours and another pipe can completely empty the tank in 18 hours. If both the pipes are opened simultaneously, what will be the time required to fill the tank?
ଗୋଟିଏ ପାଇପ୍ 12 ଘଣ୍ଟା ମଧ୍ୟରେ ଏକ ଟ୍ୟାଙ୍କ ପୂର୍ଣ୍ଣ କରିପାରିବ ଏବଂ ଅନ୍ୟ ପାଇପ୍ 18 ଘଣ୍ଟା ମଧ୍ୟରେ ଟ୍ୟାଙ୍କକୁ ସମ୍ପୂର୍ଣ୍ଣ ଖାଲି କରିପାରିବ ।  ଯଦି ଉଭୟ ପାଇପ୍ ଏକକାଳୀନ ଖୋଲାଯାଏ, ତେବେ ଟ୍ୟାଙ୍କ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ସମୟ କେତେ ହେବ?

5 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A tap can fill a tank in  5 1/2 hours. Because of leak, it took 8 1/4  hours to fill the tank. The leak will empty the tank in:

ଏକ ଟ୍ୟାପ୍  5 1/2 ଘଣ୍ଟାରେ ଏକ ଟ୍ୟାଙ୍କ ପୂରଣ କରିପାରିବ | ଲିକ୍ ହେତୁ ଟ୍ୟାଙ୍କ ଭରିବା ପାଇଁ  8 1/4ଘଣ୍ଟା ଲାଗିଗଲା | ଲିକ୍ ଟାଙ୍କିକୁ ଖାଲି କରିବ:

6 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Tap P and Q can fill a tank in 10 minutes and 15 minutes respectively. If tap Q is opened 3 minutes after tap P is opened, then the time taken to fill the tank, will be:

ଟ୍ୟାପ୍ P ଏବଂ Q ଯଥାକ୍ରମେ 10 ମିନିଟ୍ ଏବଂ 15 ମିନିଟ୍ ରେ ଏକ ଟାଙ୍କି ପୂରଣ କରିପାରିବେ। ଯଦି ଟ୍ୟାପ୍ P ଖୋଲିବାର 3 ମିନିଟ୍ ପରେ ଟ୍ୟାପ୍ Q ଖୋଲାଯାଏ, ତେବେ ଟାଙ୍କି ଭରିବାକୁ ଲାଗିଥିବା ସମୟ ହେବ:

7 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A cistern is normally filled in 8 hours; but takes two hours more to fill because of a leak in its bottom. If the cistern is full, the leak will make it empty in:
ସାଧାରଣତଃ 8 ଘଣ୍ଟାରେ ଗୋଟିଏ ପାଣିକୁଣ୍ଡ ଭର୍ତ୍ତି କରାଯାଏ; କିନ୍ତୁ ଏହାର ତଳଭାଗରେ ଲିକ୍ ହେତୁ ଭର୍ତ୍ତି ହେବାକୁ ଆଉ ଦୁଇ ଘଣ୍ଟା ଅଧିକ ସମୟ ଲାଗେ । ଯଦି ପାଣିକୁଣ୍ଡ ପୂର୍ଣ୍ଣ ଥାଏ, ତେବେ ଲିକ୍ ଏହାକୁ ଖାଲି କରିଦେବ:

8 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

It takes 15 minutes to fill an oil tank. However the oil tank is being emptied through an exhaust pipe, which can empty it in 30 minutes. If this exhaust pipe remains open, how long will it take to fill this tank completely?

ଏକ ତେଲ ଟାଙ୍କି ଭରିବା ପାଇଁ 15 ମିନିଟ୍ ସମୟ ଲାଗେ । ତଥାପି ତେଲ ଟାଙ୍କିକୁ ଏକ ନିଷ୍କାସିତ ପାଇପ୍ ମାଧ୍ୟମରେ ଖାଲି କରାଯାଉଛି, ଯାହା ଏହାକୁ 30 ମିନିଟରେ ଖାଲି କରିପାରେ । ଯଦି ଏହି ନିଷ୍କାସିତ ପାଇପ୍ ଖୋଲା ରହିବ, ତେବେ ଏହି ଟ୍ୟାଙ୍କକୁ ସମ୍ପୂର୍ଣ୍ଣ ଭରିବାକୁ କେତେ ସମୟ ଲାଗିବ?

9 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A pipe normally fills a tank in 12 hours, but due to a leak, it takes 8 hours more. If the tank is full, how many hours will the leak take to empty it?

ସାଧାରଣତଃ ଗୋଟିଏ ପାଇପ୍ ଟାଙ୍କିକୁ 12 ଘଣ୍ଟାରେ ଭର୍ତ୍ତି କରିଥାଏ, କିନ୍ତୁ ଲିକ୍ ଯୋଗୁଁ 8 ଘଣ୍ଟା ଅଧିକ ସମୟ ଲାଗିଥାଏ । ଯଦି ଟାଙ୍କି ଭର୍ତ୍ତି ହୋଇଥାଏ, ତେବେ ଏହାକୁ ଖାଲି କରିବାକୁ କେତେ ଘଣ୍ଟା ଲାଗିବ?

10 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A pipe can fill a cistern in 11 hours Due to a leak in the bottom it is filled in 13 hours When the cistern is full, in how much time will it be emptied by the leak?
ଏକ ପାଇପ୍ 11 ଘଣ୍ଟା ମଧ୍ୟରେ ଏକ କୁଣ୍ଡ ପୂରଣ କରିପାରେ ନିମ୍ନରେ ଏକ ଲିକ୍ ହେତୁ ଏହା 13 ଘଣ୍ଟାରେ ପୂରଣ ହୁଏ ଯେତେବେଳେ କୁଣ୍ଡ ପୂର୍ଣ୍ଣ ହୁଏ, ଲିକ୍ ଦ୍ୱାରା ଏହାକୁ କେତେ ସମୟ ଖାଲି କରାଯିବ?

11 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

A tank is filled in 4 hours by three pipes A, B and C. The pipe C is 1 1/2  times as fast as B and B is 3 times as fast as A. How many hours will pipe A alone take to fill the tank?
ଗୋଟିଏ ଟାଙ୍କିକୁ 4 ଘଣ୍ଟାରେ 3 ଟି ପାଇପ୍ A, B, ଏବଂ C ଦ୍ଵାରା ଭର୍ତ୍ତି କରାଯାଏ। ପାଇପ୍ C ହେଉଛି  B ଠାରୁ 1 1/2 ଅଧିକ ଦ୍ରୁତ ଏବଂ B ହେଉଛି A ଠାରୁ 3 ଗୁଣ ଅଧିକ ଦ୍ରୁତ ଅଟେ ।  ଟାଙ୍କି ଭରିବା ପାଇଁ କେବଳ ପାଇପ୍ A ଦ୍ଵାରା କେତେ ଘଣ୍ଟା ଲାଗିବ?

12 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Two taps A and B can fill a tank in 12 hours and 15 hours respectively. If the two taps are opened at 12 PM, then at what time (in PM) should the tap B be closed to completely fill the tank at exactly 8 PM?
ଦୁଇଟି ଟ୍ୟାପ୍ A ଏବଂ B ଯଥାକ୍ରମେ 12 ଘଣ୍ଟା ଏବଂ 15 ଘଣ୍ଟାରେ ଏକ ଟାଙ୍କି ପୂରଣ କରିପାରିବେ। ଯଦି ରାତି 12 ଟାରେ ଦୁଇଟି ଟ୍ୟାପ୍ ଖୋଲାଯାଏ, ତେବେ ରାତି ଠିକ୍ 8 ଟାରେ ଟାଙ୍କିକୁ ସମ୍ପୂର୍ଣ୍ଣ ଭରିବା ପାଇଁ ଟ୍ୟାପ୍ B କେଉଁ ସମୟରେ ବନ୍ଦ କରାଯିବ?

13 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Pipes A and B can fill a tank in 16 hours and 24 hours, respectively, and pipe C alone can empty the full tank in x hours. All the pipes were opened together at 10:30 AM, but C was closed at 2:30 PM. If the tank was full at 8:30 PM on the same day, then what is the value of x?
ପାଇପ୍ A ଏବଂ B ଯଥାକ୍ରମେ 16 ଘଣ୍ଟା 24 ଘଣ୍ଟା ମଧ୍ୟରେ ଏକ ଟ୍ୟାଙ୍କ ପୂରଣ କରିପାରିବେ ଏବଂ କେବଳ ପାଇପ୍ C ସମ୍ପୂର୍ଣ୍ଣ ଟ୍ୟାଙ୍କକୁ x ଘଣ୍ଟାରେ ଖାଲି କରିପାରିବ । ସକାଳ 10:30 ରେ ସମସ୍ତ ପାଇପ୍ ଏକାଠି ଖୋଲା ଯାଇଥିଲା, କିନ୍ତୁ C କୁ 2:30 ରେ ବନ୍ଦ ହୋଇଯାଇଥିଲା ।  ଯଦି ସେହି ଦିନ ଟାଙ୍କି 8:30 ରାତିରେ ପୂର୍ଣ୍ଣ ହୋଇଥିଲା, ତେବେ x ର ମୂଲ୍ୟ କେତେ?

14 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Two pipe P and Q can fill a tank in 30 min and 36 min respectively, if pipe Q is opened initially, then how much time after pipe P will also be opened so that the tank is full in 18 minutes?
ଦୁଇଟି ପାଇପ୍ P ଏବଂ Q ଯଥାକ୍ରମେ 30 ମିନିଟ୍ ଏବଂ 36 ମିନିଟ୍ ରେ ଏକ ଟାଙ୍କି ପୂରଣ କରିପାରିବେ, ଯଦି ପାଇପ୍ Q ପ୍ରଥମେ ଖୋଲାଯାଏ, ତେବେ ପାଇପ୍ P ଆଉ କେତେ ସମୟ ପରେ ଖୋଲାଯିବ ଯାହା ଦ୍ୱାରା ଟାଙ୍କି 18 ମିନିଟ୍ ରେ ପୂର୍ଣ୍ଣ ହେବ?

15 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Tap-A fills a tank in 5 hrs, Tap-B fills the same tank in 15 hrs, and Tap-C empties the same tank in 10 hrs. With all the three taps open together, the tank will fill in

ଟ୍ୟାପ୍-A ଏକ ଟାଙ୍କିକୁ 5 ଘଣ୍ଟାରେ ଭର୍ତ୍ତି କରିଥାଏ, ଟ୍ୟାପ୍-B 15 ଘଣ୍ଟାରେ ସେହି ଟାଙ୍କି ପୂରଣ କରିଥାଏ ଏବଂ ଟ୍ୟାପ୍-C 10 ଘଣ୍ଟାରେ ସେହି ଟାଙ୍କି ଖାଲି କରିଦିଏ । ଯଦି ତିନିଟି ଯାକ ଟ୍ୟାପ୍ ଏକାଠି ଖୋଲି ଦିଆଯାଏ ତେବେ ଟାଙ୍କି ଭର୍ତ୍ତି ହେବ

16 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Pipe A can fill a tank in 12 hours. Pipe B can empty it in X hours. If both the pipes are opened together, then the tank will be filled in 30 hours. Find X.

ପାଇପ୍ A 12 ଘଣ୍ଟାରେ ଏକ ଟାଙ୍କି ଭର୍ତ୍ତି କରିପାରିବ । ପାଇପ୍ B ଏହାକୁ X ଘଣ୍ଟାରେ ଖାଲି କରିପାରିବ। ଯଦି ଉଭୟ ପାଇପ୍ ଏକାଠି ଖୋଲାଯାଏ ତେବେ 30 ଘଣ୍ଟା ମଧ୍ୟରେ ଟାଙ୍କି ଭର୍ତ୍ତି ହୋଇଯିବ। ତେବେ X ନିର୍ଣ୍ଣୟ କରନ୍ତୁ।

17 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Pipe A can empty a tank in 60 minutes, Pipe B can fill the same tank in 90 minutes and Pipe C can fill the same tank in 120 minutes. If all the three pipes are opened simultaneously, then in how many minutes will the empty tank be filled??
 A  ନଳ 60 ମିନିଟରେ ଏକ ଟ୍ୟାଙ୍କ ଖାଲି କରିପାରେ,  B ନଳ 90 ମିନିଟରେ ସମାନ ଟ୍ୟାଙ୍କକୁ  ପୂରଣ କରିପାରିବ ଏବଂ C ନଳ ସେହି ଟ୍ୟାଙ୍କକୁ 120 ମିନିଟରେ ପୂରଣ କରିପାରିବ। ଯଦି ସମସ୍ତ ତିନୋଟି ପାଇପ୍ ଏକକାଳୀନ ଖୋଲାଯାଏ, ତେବେ ଖାଲି ଟ୍ୟାଙ୍କ କେତେ ମିନିଟରେ ପୂରଣ ହେବ??

18 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Tap A can fill a cistern in 186 hours while tap B can fill it in 279 hours. In how many hours the cistern will be filled if both A and B are opened together?

ଟ୍ୟାପ୍ A 186 ଘଣ୍ଟାରେ ଏକ କୂଣ୍ଡ ଭରିପାରେ ଯେତେବେଳେ ଟ୍ୟାପ୍ B ଏହାକୁ 279 ଘଣ୍ଟାରେ ପୂରଣ କରିପାରିବ। ଯଦି ଉଭୟ A ଏବଂ B ଏକତ୍ର ଖୋଲାଯାଏ, ତେବେ କେତେ ଘଣ୍ଟା ମଧ୍ୟରେ କୂଣ୍ଡଟି ଭରିହେବ?

19 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Tap A can fill an empty swimming pool in 10 h. Tap B can fill it in 15 h. How much time will the two taps take to fill the empty pool together?

10 ଘଣ୍ଟାରେ ଟ୍ୟାପ୍  A ଏକ ଖାଲି ପୁଷ୍କରିଣୀକୁ ପୂରଣ କରିପାରେ । ଟ୍ୟାପ୍ B  ଏହାକୁ 15 ଘଣ୍ଟାରେ ପୂରଣ କରିପାରିବ। ଖାଲି ପୁଷ୍କରିଣୀକୁ ଏକାଠି ଭରିବା ପାଇଁ ଦୁଇଟି ଟ୍ୟାପ୍ କେତେ ସମୟ ନେବ? 

20 / 20

Category: Pipes and Cistern (ନଳ ଏଵଂ ପାଣିଟଙ୍କି)

Pipe A can fill a tank in 16 minutes and pipe B empties it in 24 minutes. If both the pipes are opened together, after how many minutes should B be closed, so that the tank is filled in 30 minutes?

ନଳ A 16 ମିନିଟରେ ଏକ ଟ୍ୟାଙ୍କ ଭରିପାରେ ଏବଂ ନଳ B ଏହାକୁ 24 ମିନିଟରେ ଖାଲି କରିପାରେ। | ଯଦି ଉଭୟ ନଳଏକାଠି ଖୋଲାଯାଏ, B କେତେ ମିନିଟ୍ ପରେ ବନ୍ଦ ହେବା ଉଚିତ୍, ଯାହାଫଳରେ ଟାଙ୍କି 30 ମିନିଟରେ ଭରିଯିବ?

Your score is

You must log in to see your results.

Download Our Mobile AppORSP EDUCATION

Leave a Comment