ସରଳ ସୁଧ ଓ ଚକ୍ରବୃଦ୍ଧି ସୁଧ-PMST 2024
ସରଳ ସୁଧ ଓ ଚକ୍ରବୃଦ୍ଧି ସୁଧ-PMST 2024 ୧. ଶତକଡା ବାର୍ଷିକ କେତେ ହାର ସୁଧରେ ୪୫୦ ଟଙ୍କାର ଦୁଇବର୍ଷର ସମୂଳସୁଧ ୫୫୮ ଟଙ୍କା ହେବ?(A) ୧୨% (B) ୧୦%(C) ୧୫% (D) ୮% ୨. ଜଣେ ବ୍ୟବସାୟୀର ମୂଳଧନ ବାର୍ଷିକ ୨୦% ବୃଦ୍ଧି ପାଏ। ଯଦି ସେ ଟ. ୧,୦୦,୦୦୦/- ମୂଳଧନରେ ବ୍ୟବସାୟ ଆରମ୍ଭ କରିଥାନ୍ତି, ତାହେଲେ ୨ ବର୍ଷ ପରେ ତାଙ୍କର ମୂଳଧନ କେତେ ହୋଇଥିବ?(A) ୧,୪୮,୦୦୦ ଟଙ୍କା(B) ୧,୫୬,୦୦୦ ଟଙ୍କା(C) ୧,୬୪,୦୦୦ ଟଙ୍କା(D) ୧,୪୪,୦୦୦ ଟ ୩. ଯଦି ୫% ସୁଧ … Read more