Navodaya(5th) | କୋଣ ଓ କୋଣର ମାପ | Navodaya | Bruti Parikshya | Scholarship Exam | ORSP | April 16, 2022April 16, 2022 admin 0 Comments | କୋଣ ଓ କୋଣର ମାପ | Navodaya | Bruti Parikshya | Scholarship Exam | ORSP | Welcome ToOdisha Regional Study PointWe Allow the best exam preparation for SSC, RAILWAY ,BANKING, OSSC COMBINED EXAM ,CT,BED,OTET, OSSTET,ASO,RI,AMIN, DECE(IGNOU) In ଓଡ଼ିଆ Language… PDF TO PRACTICEQUIZ TIME 0% 1 votes, 5 avg 18 ALL THE BEST TOPPERS Created on October 01, 2021Bruti Parikshya – MATH | କୋଣ ଓ କୋଣର ମାପ | Navodaya | Bruti Parikshya | Scholarship Exam | ORSP | 1 / 41 Category: MATH – Bruti (5th) A B C D 2 / 41 Category: MATH – Bruti (5th) X ଅକ୍ଷରରେ କେତୋଟି କୋଣ ଅଛି ? ୧ ୨ ୩ ୪ 3 / 41 Category: MATH – Bruti (5th) କାଗଜ ପଷ୍ଠାରେ ଏକ ବୃତ୍ତ ଅଙ୍କନ କରିବା ପାଇଁ କଣ କଣ ଆବଶ୍ୟକ ? କମ୍ପାସ ଓ ପେନ୍ସିଲ ସ୍କେଲ ଓପେନ୍ସିଲ ସେଟସ୍କୋୟାର ଦ୍ବୟ ଡ଼ିଭାଇଡର ଓ ପେନ୍ସିଲ 4 / 41 Category: MATH – Bruti (5th) ଗୋଟିଏ ରେଖାଖଣ୍ଡରେ କେତୋଟି ପ୍ରାପ୍ତ ବିନ୍ଦୁ ଥାଏ ? ୧ ୨ ୩ ୪ 5 / 41 Category: MATH – Bruti (5th) ଯେଉଁ କୋଣର ପରିମାଣ ୧୨୯° ତାକୁ କି ପ୍ରକାର କୋଣ କହନ୍ତି ? ସମକୋଣ ସୂକ୍ଷ୍ମକୋଣ ସ୍ଥୂଳକୋଣ କୌଣସିଟି ନୁହେଁ 6 / 41 Category: MATH – Bruti (5th) A B C D 7 / 41 Category: MATH – Bruti (5th) କୋଣର ମାପକୁ କେଉଁ ଏକକରେ ପ୍ରକାଶ କରାଯାଏ ? ଡ଼ିଗ୍ରୀ ସେ.ମି. ମିଟର ଗ୍ରାମ 8 / 41 Category: MATH – Bruti (5th) ଯେଉଁ କୋଣର ପରିମାଣ ୯୦° ରୁ ଅଧିକ ଓ ୧୮୦° ରୁ କମ୍ ସେହି କୋଣକୁ କ’ଣ କୁହାଯାଏ ? ସୂକ୍ଷ୍ମକୋଣ ସ୍ଥୂଳକୋଣ ସମକୋଣ କୌଣସିଟି ନୁହେଁ 9 / 41 Category: MATH – Bruti (5th) ଏକ ମୂଳବିନ୍ଦୁ ବିଶିଷ୍ଟ ଦୁଇଟି ଭିନ୍ନ ରଶ୍ମୀ ଦ୍ଵାରା ଗଠିତ ଚିତ୍ରକୁ କଣ କୁହନ୍ତି ? ସରଳ ରେଖା ବକ୍ରରେଖା ବକ୍ରରେଖା କୋଣ 10 / 41 Category: MATH – Bruti (5th) A B C D 11 / 41 Category: MATH – Bruti (5th) ଯେଉଁ କୋଣର ପରିମାଣ ୭୫° ତାକୁ କି ପ୍ରକାର କୋଣ କହନ୍ତି ? ସମକୋଣ ସୂକ୍ଷ୍ମକୋଣ ସ୍ଥୂଳକୋଣ କୌଣସିଟି ନୁହେଁ 12 / 41 Category: MATH – Bruti (5th) A B C D 13 / 41 Category: MATH – Bruti (5th) ବଗ ମାଛ ଖାଉଥିଲା ବେଳେ ତା’ର ଦୁଇ ଥଣ୍ଟ ମଧ୍ୟବର୍ତ୍ତୀ କୋଣଟି କି ପ୍ରକାର କୋଣ ଅଟେ ? ସୂକ୍ଷ୍ମ କୋଣ ସ୍ଥୂଳ କୋଣ ସମ କୋଣ କୌଣସିଟି ନୁହେଁ 14 / 41 Category: MATH – Bruti (5th) ଗୋଟିଏ ରଶ୍ମୀର କେତୋଟି ପ୍ରାନ୍ତବିନ୍ଦୁ ଅଛି ? ୧ ୨ ଆଦୌ ନାହିଁ ଅନେକ 15 / 41 Category: MATH – Bruti (5th) ଜ୍ୟାମିତି ବାକ୍ସରେ ଥିବା ଅର୍ଦ୍ଧବୃତ୍ତାକାର ଯନ୍ତ୍ରଟିକୁ କଣ କୁହନ୍ତି ? ପ୍ରୋଟାକ୍ଟର ସ୍କେଲ କମ୍ପାସ ସେଟସ୍କୋୟାର 16 / 41 Category: MATH – Bruti (5th) ଯେଉଁ ରେଖାଟି ଉଭୟ ଦିଗରେ ବିସ୍ତୃତ ମାତ୍ର ତାର ଆଦୌ ପ୍ରାନ୍ତବିନ୍ଦୁ ନାହିଁ ତାକୁ କଣ କୁହାଯାଏ ? ରେଖା ଖଣ୍ଡ ରଶ୍ମୀ ସରଳ ରେଖା ବକ୍ରରେଖା 17 / 41 Category: MATH – Bruti (5th) କ_______ଖା ଉକ୍ତ ଚିତ୍ରଟିକୁ କ’ଣ କୁହାଯାଏ ? ବକ୍ରରେଖା ରଶ୍ମୀ ରେଖା ଖଣ୍ଡ ସରଳରେଖା 18 / 41 Category: MATH – Bruti (5th) A B C D 19 / 41 Category: MATH – Bruti (5th) A B C D 20 / 41 Category: MATH – Bruti (5th) କୋଣ ମାପିବା ପାଇଁ ଜ୍ୟାମିତି ବାକ୍ସର କେଉଁ ଯନ୍ତ୍ରଟି ତୁମେ ବ୍ୟବହାର କର ? ସ୍କେଲ ପେନ୍ସିଲ୍ ପ୍ରୋଟାକ୍ଟର ରବର୍ 21 / 41 Category: MATH – Bruti (5th) A B C D 22 / 41 Category: MATH – Bruti (5th) ପ୍ରୋଟ୍ରାକ୍ଟରରେ କେଉଁଠାରୁ କେତେ ପର୍ଯ୍ୟନ୍ତ ଲିଖିତ ସଂଖ୍ୟା ଥାଏ ? ୦ ରୁ ୯୦ ୯୦ ରୁ ୧୮୦ ୦ ରୁ ୧୮୦ ୦ ରୁ ୩୬୦ 23 / 41 Category: MATH – Bruti (5th) ଯେଉଁ କୋଣର ପରିମାଣ ୪୫° , ତାହାକୁ କେଉଁ କୋଣ କୁହାଯାଏ ? ସୂକ୍ଷ୍ମକୋଣ ସ୍ଥୂଳକୋଣ ସମକୋଣ କୌଣସିଟି ନୁହେଁ 24 / 41 Category: MATH – Bruti (5th) Z ଅକ୍ଷରରେ କେତୋଟି କୋଣ ଅଛି ? ୧ ୨ ୩ ୪ 25 / 41 Category: MATH – Bruti (5th) A B C D 26 / 41 Category: MATH – Bruti (5th) ‘L’ ଅକ୍ଷରରେ କେତୋଟି ସମକୋଣ ଅଛି ? ୧ ୨ ୩ ୪ 27 / 41 Category: MATH – Bruti (5th) ବକ୍ରରେଖାର ଦୈର୍ଘ୍ୟ ମାପିବା ପାଇଁ କଣ ବ୍ୟବହାର କରାଯାଏ ? ସ୍କେଲ ପ୍ରୋଟାକ୍ଟର ସୂତା ଉଭୟ ସୂତା ଓ ସ୍କେଲ 28 / 41 Category: MATH – Bruti (5th) ଚ< >ଛ ଏହି ଚିତ୍ରଟି ଉଭୟ ଦିଗରେ ବିସ୍ତୃତ । ଚଛ ରେଖାଖଣ୍ଡ ଏହାର ଅଂଶବିଶେଷ। ଏହି ଚିତ୍ରକୁ କଣ କୁହାଯାଏ? ବକ୍ରରେଖା ରଶ୍ମୀ ରେଖା ଖଣ୍ଡ ସରଲରେଖା 29 / 41 Category: MATH – Bruti (5th) ଯେଉଁ କୋଣର ପରିମାଣ ୯୦° ତାକୁ କି ପ୍ରକାର କୋଣ କହନ୍ତି ? ସୂକ୍ଷ୍ମକୋଣ ସ୍ଥୂଳକୋଣ ସମକୋଣ କୌଣସିଟି ନୁହେଁ 30 / 41 Category: MATH – Bruti (5th) ଗୋଟିଏ ସରଳରେଖାରେ କେତୋଟି ପ୍ରାନ୍ତବିନ୍ଦୁ ଥାଏ ? ୧ ୨ ୩ ୪ 31 / 41 Category: MATH – Bruti (5th) କେବଳ ସ୍କେଲ୍ ବ୍ୟବହାର କରି ନିମ୍ନସ୍ଥ କାହାର ଦୈର୍ଘ୍ୟ ମପା ଯାଇପାରିବ ? ରେଖା ଖଣ୍ଡ ରଶ୍ମୀ ବକ୍ରରେଖା ବୃତ୍ତ 32 / 41 Category: MATH – Bruti (5th) A B C D 33 / 41 Category: MATH – Bruti (5th) A B C D 34 / 41 Category: MATH – Bruti (5th) ଯେଉଁ ରେଖାର ଗୋଟିଏ ପ୍ରାନ୍ତବିନ୍ଦୁ ଅଛି , ଅନ୍ୟ ପ୍ରାନ୍ତବିନ୍ଦୁଟି ନିର୍ଦ୍ଦିଷ୍ହୋହୋଇନାହିଁ ତାକୁ କଣ କୁହାଯାଏ ? ରେଖା ଖଣ୍ଡ ରଶ୍ମୀ ସରଳ ରେଖା ବକ୍ରରେଖା 35 / 41 Category: MATH – Bruti (5th) ଚଢ଼େଇ ତା’ର ଥଣ୍ଟ ମେଲା କଲେ କଣ ସୃଷ୍ଟି ହୁଏ ? ତ୍ରିଭୁଜ କୋଣ ସରଳରେଖା ବକ୍ରରେଖା 36 / 41 Category: MATH – Bruti (5th) ଯେଉଁ ରେଖାର ଦୁଇଟି – ପ୍ରାନ୍ତ ବିନ୍ଦୁ ଅଛି ତାକୁ କଣ କୁହାଯାଏ ? ରେଖା ଖଣ୍ଡ ରଶ୍ମୀ ସରଳ ରେଖା ବକ୍ରରେଖା 37 / 41 Category: MATH – Bruti (5th) ସମକୋଣର ପରିମାଣ କେତେ ? ୯୦° ରୁ କମ୍ ୯୦° ରୁ ବେଶୀ ୯୦° ୧୮୦° 38 / 41 Category: MATH – Bruti (5th) A B C D 39 / 41 Category: MATH – Bruti (5th) A B C D 40 / 41 Category: MATH – Bruti (5th) A B C D 41 / 41 Category: MATH – Bruti (5th) A B C D Your score is LinkedIn Facebook Twitter 0% Restart quiz Please rate this quiz Send feedback Check Your Result Pos.NameScoreDurationPoints1Semina Si80 %461 s332Madhusmita Malla70 %789 s293admin7 %53 s3 NAVODAYA CLASS PLAYLIST SSC MTS LIVE CLASS PLAYLIST Subscribe Us Facebook Twitter Youtube Telegram Instagram Post Views: 871