| Odia Grammar Mini Mock -04 | OSSSC Prelims |

/20
7

1 / 20

ପ୍ରଦତ୍ତ ଅନୁଚ୍ଛେଦଟି ପାଠକରି ପ୍ରଶ୍ନ (ନଂ 1 ରୁ 5 ପର୍ଯ୍ୟନ୍ତ) ଗୁଡ଼ିକର ଉତ୍ତର ବାଛ :

ଅନେକ ପାଶ୍ଚାତ୍ୟ ସମାଲୋଚକ ଭାରତୀୟମାନଙ୍କର ରଚନା, ଗବେଷଣା ଓ ସାମାଜିକ ଆୟୋଜନରେ ମୌଳିକତାର ଏକାନ୍ତ ଅଭାବ ଲକ୍ଷ୍ୟକରି ଆକ୍ଷେପ କରିଥାନ୍ତି । ଯେଉଁଠି ବ୍ୟକ୍ତି ଓ ସମାଜର ସକଳ ଦୈନନ୍ଦିନ କର୍ମ ଓ ଚିନ୍ତାଧାରାକୁ ପରମ୍ପରାହିଁ ନିୟନ୍ତ୍ରଣ କରେ, ସେଠି ମୌଳିକତାର ବିକାଶ ସହଜ ନୁହେଁ । ସେଠାରେ ଗତାନୁଗତିକତାହିଁ ସାଧାରଣ ଦୃଶ୍ୟ ହେବାର କଥା । ଭାରତବର୍ଷରେ ଅନେକାଂଶରେ ତାହାହିଁ ଘଟିଛି । ବିଶ୍ଵ ସଂସ୍କୃତିକୁ ଭାରତର ଧର୍ମ, ସାହିତ୍ୟ, କଳା ଓ ଦର୍ଶନ ଦେଇ ଅତୁଳନୀୟ ଦାନ ଥିଲେହେଁ, ମନୁଷ୍ୟର ପାର୍ଥିବ ଜୀବନକୁ ସୁଖ ସ୍ଵାଚ୍ଛନ୍ଦ୍ୟମୟ କରିବା ପାଇଁ ଅନ୍ୟ ଜାତିମାନଙ୍କ ତୁଳନାରେ ଭାରତର ଦାନ ସାମାନ୍ୟ । ସକାଳୁ ଉଠି ରାତିରେ ଶୋଇବାକୁ ଗଲାଯାଏଁ ଆମର ଦୈନନ୍ଦିନ ଜୀବନ ସମ୍ପୃକ୍ତ ଭିନ୍ନଭିନ୍ନ ଦ୍ରବ୍ୟର ଆଲୋଚନା କଲେ ଏହା ସ୍ପଷ୍ଟ ହୋଇ ଉଠିବ । ସାନିଟାରୀ ଲାଟିନ୍, ଟାପଜଳ, ଦୈନିକ କାଗଜ, ମୁଦ୍ରାଯନ୍ତ୍ର, ଚା’ ବା କଫି ଓ ଚାଇନା ଗିନା ଥାଳିଆ, ରିକ୍ସା ବା ମୋଟର, ରେଳଗାଡ଼ି, ଏରୋପ୍ଲେନ୍, ଇଲେକ୍ଟ୍ରିକ୍‌ ପଙ୍ଖା ଓ ଆଲୁଅ ପୁଣି ୱାଚ ଓ ଘଣ୍ଟା କହିତ; ଏଥୁରୁ କେଉଁଟି ଭାରତବର୍ଷର ନିଜସ୍ବ ଉଦ୍ଭାବନ ? ଆମେ ଆମ ସଭ୍ୟତା ଓ ସଂସ୍କୃତି ନାମରେ ଲମ୍ଫ-ଝାମ୍ପ ଦେଇପାରୁ କିନ୍ତୁ ଯେଉଁ ସଂସ୍କୃତିର ଐତିହ୍ୟ ଆମର ବର୍ତ୍ତମାନକୁ ସୁନ୍ଦର ଓ ସ୍ଵଚ୍ଛନ୍ଦ କରିବାକୁ ଶିଖାଏନା ବା ସାହାଯ୍ୟ କରେନା କେବଳ ନୁହେଁ, ତାହା ସଭ୍ୟ ମନୁଷ୍ୟର ଏକ କର୍ତ୍ତବ୍ୟ ବୋଲି ମଧ୍ୟ କେବେହେଲେ ପ୍ରେରଣା ଦେଇନି, ସମସାମୟିକ ପ୍ରୟୋଜନ ଦୃଷ୍ଟିରୁ ତାହାର ମୂଲ୍ୟ କମିଯିବାର କଥା ।

ଆମ ସଂସ୍କୃତି କାହା ଉପରେ ଗୁରୁତ୍ଵ ଦିଏ ନାହିଁ ?

2 / 20

‘ଜିହୀର୍ଷା’ ଏହାକୁ ବହୁପଦରେ ପ୍ରକାଶ କଲେ କ’ଣ ହେବ ?

3 / 20

ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭୀମଭୋଇଙ୍କ ରଚନା ?

4 / 20

ପ୍ରଦତ୍ତ ଅନୁଚ୍ଛେଦଟି ପାଠକରି ପ୍ରଶ୍ନ (ନଂ 1 ରୁ 5 ପର୍ଯ୍ୟନ୍ତ) ଗୁଡ଼ିକର ଉତ୍ତର ବାଛ :

ଅନେକ ପାଶ୍ଚାତ୍ୟ ସମାଲୋଚକ ଭାରତୀୟମାନଙ୍କର ରଚନା, ଗବେଷଣା ଓ ସାମାଜିକ ଆୟୋଜନରେ ମୌଳିକତାର ଏକାନ୍ତ ଅଭାବ ଲକ୍ଷ୍ୟକରି ଆକ୍ଷେପ କରିଥାନ୍ତି । ଯେଉଁଠି ବ୍ୟକ୍ତି ଓ ସମାଜର ସକଳ ଦୈନନ୍ଦିନ କର୍ମ ଓ ଚିନ୍ତାଧାରାକୁ ପରମ୍ପରାହିଁ ନିୟନ୍ତ୍ରଣ କରେ, ସେଠି ମୌଳିକତାର ବିକାଶ ସହଜ ନୁହେଁ । ସେଠାରେ ଗତାନୁଗତିକତାହିଁ ସାଧାରଣ ଦୃଶ୍ୟ ହେବାର କଥା । ଭାରତବର୍ଷରେ ଅନେକାଂଶରେ ତାହାହିଁ ଘଟିଛି । ବିଶ୍ଵ ସଂସ୍କୃତିକୁ ଭାରତର ଧର୍ମ, ସାହିତ୍ୟ, କଳା ଓ ଦର୍ଶନ ଦେଇ ଅତୁଳନୀୟ ଦାନ ଥିଲେହେଁ, ମନୁଷ୍ୟର ପାର୍ଥିବ ଜୀବନକୁ ସୁଖ ସ୍ଵାଚ୍ଛନ୍ଦ୍ୟମୟ କରିବା ପାଇଁ ଅନ୍ୟ ଜାତିମାନଙ୍କ ତୁଳନାରେ ଭାରତର ଦାନ ସାମାନ୍ୟ । ସକାଳୁ ଉଠି ରାତିରେ ଶୋଇବାକୁ ଗଲାଯାଏଁ ଆମର ଦୈନନ୍ଦିନ ଜୀବନ ସମ୍ପୃକ୍ତ ଭିନ୍ନଭିନ୍ନ ଦ୍ରବ୍ୟର ଆଲୋଚନା କଲେ ଏହା ସ୍ପଷ୍ଟ ହୋଇ ଉଠିବ । ସାନିଟାରୀ ଲାଟିନ୍, ଟାପଜଳ, ଦୈନିକ କାଗଜ, ମୁଦ୍ରାଯନ୍ତ୍ର, ଚା’ ବା କଫି ଓ ଚାଇନା ଗିନା ଥାଳିଆ, ରିକ୍ସା ବା ମୋଟର, ରେଳଗାଡ଼ି, ଏରୋପ୍ଲେନ୍, ଇଲେକ୍ଟ୍ରିକ୍‌ ପଙ୍ଖା ଓ ଆଲୁଅ ପୁଣି ୱାଚ ଓ ଘଣ୍ଟା କହିତ; ଏଥୁରୁ କେଉଁଟି ଭାରତବର୍ଷର ନିଜସ୍ବ ଉଦ୍ଭାବନ ? ଆମେ ଆମ ସଭ୍ୟତା ଓ ସଂସ୍କୃତି ନାମରେ ଲମ୍ଫ-ଝାମ୍ପ ଦେଇପାରୁ କିନ୍ତୁ ଯେଉଁ ସଂସ୍କୃତିର ଐତିହ୍ୟ ଆମର ବର୍ତ୍ତମାନକୁ ସୁନ୍ଦର ଓ ସ୍ଵଚ୍ଛନ୍ଦ କରିବାକୁ ଶିଖାଏନା ବା ସାହାଯ୍ୟ କରେନା କେବଳ ନୁହେଁ, ତାହା ସଭ୍ୟ ମନୁଷ୍ୟର ଏକ କର୍ତ୍ତବ୍ୟ ବୋଲି ମଧ୍ୟ କେବେହେଲେ ପ୍ରେରଣା ଦେଇନି, ସମସାମୟିକ ପ୍ରୟୋଜନ ଦୃଷ୍ଟିରୁ ତାହାର ମୂଲ୍ୟ କମିଯିବାର କଥା ।

ଭାରତୀୟ ଜୀବନଧାରାରେ ସାଧାରଣତଃ କ’ଣ ଦେଖାଯାଏ ?

5 / 20

କହିବା ସହଜ, ଅଥଚ କରିବା କଷ୍ଟ । - ରେଖାଙ୍କିତ ଅଂଶଟି କେଉଁ ପଦ ?

6 / 20

ବିଶ୍ଵ ସଂସ୍କୃତିକୁ କ’ଣ ଭାରତର ଦାନ ନୁହେଁ ?

7 / 20

ମହତ ଜନର ଦୟା ସବୁଠାରେ ସମେ ହୁଏ ବିତରିତ, କର୍ତ୍ତକ ମସ୍ତକୁ ନ କରଇ ତରୁ ସ୍ଵଚ୍ଛାୟା ଅପସାରିତ । ପଦଟିରେ କେଉଁ ଅଳଂକାର ପ୍ରଯୁକ୍ତ ?

8 / 20

‘ଅଛିମାକୁ ଗଢିମା’ ରୂଢ଼ିଟିର ଅର୍ଥ ନିମ୍ନରୁ ବାଛ :

9 / 20

ମନ୍ଦିରଟି ଦୁଇବର୍ଷରେ ତୋଳା ହେଲା । - ରେଖାଙ୍କିତ ପଦଟି କେଉଁ ବିଭକ୍ତି ?

10 / 20

ନିମ୍ନପ୍ରଦତ୍ତ କେଉଁ ଶବ୍ଦଟି ‘ଣ’ତ୍ୱ ବିଧୂ ନିୟମକୁ ଉଲ୍ଲଘଂନ କରୁଅଛି ?

11 / 20

‘ଯୁବତୀ ଜାୟା ଯାହାର’ - ବିଗ୍ରହ ବାକ୍ୟଟିର ସମସ୍ତ ପଦଟି କ’ଣ ହେବ ?

12 / 20

‘ତିନି ତେର କରିବା’ - ଏହି ରୂଢ଼ିଟିର ଅର୍ଥ କେଉଁଟି ?

13 / 20

‘ଷଷ୍ଠ’ ଶବ୍ଦର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?

14 / 20

କେଉଁଟି ‘ତଦ୍ଧିତ’ ପଦ ?

15 / 20

ପ୍ରଦତ୍ତ ଅନୁଚ୍ଛେଦଟି ପାଠକରି ପ୍ରଶ୍ନ (ନଂ 1 ରୁ 5 ପର୍ଯ୍ୟନ୍ତ) ଗୁଡ଼ିକର ଉତ୍ତର ବାଛ :

ଅନେକ ପାଶ୍ଚାତ୍ୟ ସମାଲୋଚକ ଭାରତୀୟମାନଙ୍କର ରଚନା, ଗବେଷଣା ଓ ସାମାଜିକ ଆୟୋଜନରେ ମୌଳିକତାର ଏକାନ୍ତ ଅଭାବ ଲକ୍ଷ୍ୟକରି ଆକ୍ଷେପ କରିଥାନ୍ତି । ଯେଉଁଠି ବ୍ୟକ୍ତି ଓ ସମାଜର ସକଳ ଦୈନନ୍ଦିନ କର୍ମ ଓ ଚିନ୍ତାଧାରାକୁ ପରମ୍ପରାହିଁ ନିୟନ୍ତ୍ରଣ କରେ, ସେଠି ମୌଳିକତାର ବିକାଶ ସହଜ ନୁହେଁ । ସେଠାରେ ଗତାନୁଗତିକତାହିଁ ସାଧାରଣ ଦୃଶ୍ୟ ହେବାର କଥା । ଭାରତବର୍ଷରେ ଅନେକାଂଶରେ ତାହାହିଁ ଘଟିଛି । ବିଶ୍ଵ ସଂସ୍କୃତିକୁ ଭାରତର ଧର୍ମ, ସାହିତ୍ୟ, କଳା ଓ ଦର୍ଶନ ଦେଇ ଅତୁଳନୀୟ ଦାନ ଥିଲେହେଁ, ମନୁଷ୍ୟର ପାର୍ଥିବ ଜୀବନକୁ ସୁଖ ସ୍ଵାଚ୍ଛନ୍ଦ୍ୟମୟ କରିବା ପାଇଁ ଅନ୍ୟ ଜାତିମାନଙ୍କ ତୁଳନାରେ ଭାରତର ଦାନ ସାମାନ୍ୟ । ସକାଳୁ ଉଠି ରାତିରେ ଶୋଇବାକୁ ଗଲାଯାଏଁ ଆମର ଦୈନନ୍ଦିନ ଜୀବନ ସମ୍ପୃକ୍ତ ଭିନ୍ନଭିନ୍ନ ଦ୍ରବ୍ୟର ଆଲୋଚନା କଲେ ଏହା ସ୍ପଷ୍ଟ ହୋଇ ଉଠିବ । ସାନିଟାରୀ ଲାଟିନ୍, ଟାପଜଳ, ଦୈନିକ କାଗଜ, ମୁଦ୍ରାଯନ୍ତ୍ର, ଚା’ ବା କଫି ଓ ଚାଇନା ଗିନା ଥାଳିଆ, ରିକ୍ସା ବା ମୋଟର, ରେଳଗାଡ଼ି, ଏରୋପ୍ଲେନ୍, ଇଲେକ୍ଟ୍ରିକ୍‌ ପଙ୍ଖା ଓ ଆଲୁଅ ପୁଣି ୱାଚ ଓ ଘଣ୍ଟା କହିତ; ଏଥୁରୁ କେଉଁଟି ଭାରତବର୍ଷର ନିଜସ୍ବ ଉଦ୍ଭାବନ ? ଆମେ ଆମ ସଭ୍ୟତା ଓ ସଂସ୍କୃତି ନାମରେ ଲମ୍ଫ-ଝାମ୍ପ ଦେଇପାରୁ କିନ୍ତୁ ଯେଉଁ ସଂସ୍କୃତିର ଐତିହ୍ୟ ଆମର ବର୍ତ୍ତମାନକୁ ସୁନ୍ଦର ଓ ସ୍ଵଚ୍ଛନ୍ଦ କରିବାକୁ ଶିଖାଏନା ବା ସାହାଯ୍ୟ କରେନା କେବଳ ନୁହେଁ, ତାହା ସଭ୍ୟ ମନୁଷ୍ୟର ଏକ କର୍ତ୍ତବ୍ୟ ବୋଲି ମଧ୍ୟ କେବେହେଲେ ପ୍ରେରଣା ଦେଇନି, ସମସାମୟିକ ପ୍ରୟୋଜନ ଦୃଷ୍ଟିରୁ ତାହାର ମୂଲ୍ୟ କମିଯିବାର କଥା ।

ପାଶ୍ଚାତ୍ୟ ସମାଲୋଚକମାନେ ଭାରତୀୟମାନଙ୍କଠାରେ କାହାର ଅଭାବ ଲକ୍ଷ୍ୟ କରନ୍ତି ?

16 / 20

‘‘ଚିରଦିନ ଦୁଃଖ - ପ୍ରହାରେ ଜର୍ଜର, ପଟ୍ଟଶିଷ୍ୟ ମୁହଁ ଦୁଃଖ - ଗୁରୁଙ୍କର’’ - ଏହା କେଉଁ ଛନ୍ଦରେ ରଚିତ ?

17 / 20

ଭାରତୀୟ ସୈନ୍ୟମାନେ ନାନାଦି ଆଧୁନିକ ଅସ୍ତ୍ରଶସ୍ତ୍ର ସହ ଖାଦ୍ୟପେୟ ଧରି ଯୁଦ୍ଧକ୍ଷେତ୍ରକୁ ଯାଆନ୍ତି । - ରେଖାଙ୍କିତ ପଦଟି କେଉଁ ପ୍ରକାର କ୍ରିୟାପଦ ?

18 / 20

‘ସୈନ୍ୟବାସ’ - କେଉଁ ସମାସର ଅନ୍ତର୍ଗତ ?

19 / 20

ଶୁଦ୍ଧ ଶବ୍ଦଟି ବାଛ :

20 / 20

ପ୍ରଦତ୍ତ ଅନୁଚ୍ଛେଦଟି ପାଠକରି ପ୍ରଶ୍ନ (ନଂ 1 ରୁ 5 ପର୍ଯ୍ୟନ୍ତ) ଗୁଡ଼ିକର ଉତ୍ତର ବାଛ :

ଅନେକ ପାଶ୍ଚାତ୍ୟ ସମାଲୋଚକ ଭାରତୀୟମାନଙ୍କର ରଚନା, ଗବେଷଣା ଓ ସାମାଜିକ ଆୟୋଜନରେ ମୌଳିକତାର ଏକାନ୍ତ ଅଭାବ ଲକ୍ଷ୍ୟକରି ଆକ୍ଷେପ କରିଥାନ୍ତି । ଯେଉଁଠି ବ୍ୟକ୍ତି ଓ ସମାଜର ସକଳ ଦୈନନ୍ଦିନ କର୍ମ ଓ ଚିନ୍ତାଧାରାକୁ ପରମ୍ପରାହିଁ ନିୟନ୍ତ୍ରଣ କରେ, ସେଠି ମୌଳିକତାର ବିକାଶ ସହଜ ନୁହେଁ । ସେଠାରେ ଗତାନୁଗତିକତାହିଁ ସାଧାରଣ ଦୃଶ୍ୟ ହେବାର କଥା । ଭାରତବର୍ଷରେ ଅନେକାଂଶରେ ତାହାହିଁ ଘଟିଛି । ବିଶ୍ଵ ସଂସ୍କୃତିକୁ ଭାରତର ଧର୍ମ, ସାହିତ୍ୟ, କଳା ଓ ଦର୍ଶନ ଦେଇ ଅତୁଳନୀୟ ଦାନ ଥିଲେହେଁ, ମନୁଷ୍ୟର ପାର୍ଥିବ ଜୀବନକୁ ସୁଖ ସ୍ଵାଚ୍ଛନ୍ଦ୍ୟମୟ କରିବା ପାଇଁ ଅନ୍ୟ ଜାତିମାନଙ୍କ ତୁଳନାରେ ଭାରତର ଦାନ ସାମାନ୍ୟ । ସକାଳୁ ଉଠି ରାତିରେ ଶୋଇବାକୁ ଗଲାଯାଏଁ ଆମର ଦୈନନ୍ଦିନ ଜୀବନ ସମ୍ପୃକ୍ତ ଭିନ୍ନଭିନ୍ନ ଦ୍ରବ୍ୟର ଆଲୋଚନା କଲେ ଏହା ସ୍ପଷ୍ଟ ହୋଇ ଉଠିବ । ସାନିଟାରୀ ଲାଟିନ୍, ଟାପଜଳ, ଦୈନିକ କାଗଜ, ମୁଦ୍ରାଯନ୍ତ୍ର, ଚା’ ବା କଫି ଓ ଚାଇନା ଗିନା ଥାଳିଆ, ରିକ୍ସା ବା ମୋଟର, ରେଳଗାଡ଼ି, ଏରୋପ୍ଲେନ୍, ଇଲେକ୍ଟ୍ରିକ୍‌ ପଙ୍ଖା ଓ ଆଲୁଅ ପୁଣି ୱାଚ ଓ ଘଣ୍ଟା କହିତ; ଏଥୁରୁ କେଉଁଟି ଭାରତବର୍ଷର ନିଜସ୍ବ ଉଦ୍ଭାବନ ? ଆମେ ଆମ ସଭ୍ୟତା ଓ ସଂସ୍କୃତି ନାମରେ ଲମ୍ଫ-ଝାମ୍ପ ଦେଇପାରୁ କିନ୍ତୁ ଯେଉଁ ସଂସ୍କୃତିର ଐତିହ୍ୟ ଆମର ବର୍ତ୍ତମାନକୁ ସୁନ୍ଦର ଓ ସ୍ଵଚ୍ଛନ୍ଦ କରିବାକୁ ଶିଖାଏନା ବା ସାହାଯ୍ୟ କରେନା କେବଳ ନୁହେଁ, ତାହା ସଭ୍ୟ ମନୁଷ୍ୟର ଏକ କର୍ତ୍ତବ୍ୟ ବୋଲି ମଧ୍ୟ କେବେହେଲେ ପ୍ରେରଣା ଦେଇନି, ସମସାମୟିକ ପ୍ରୟୋଜନ ଦୃଷ୍ଟିରୁ ତାହାର ମୂଲ୍ୟ କମିଯିବାର କଥା ।

ଆମ ସଂସ୍କୃତିର ଐତିହ୍ୟ କିପରି ?

Your score is

Download Our App for Quiz .

Quiz available at OSSSC TEST SERIES_MINI MOCK- Level 2

Leave a Comment