| ପଦ ପରିବର୍ତ୍ତନ| Odia Grammar | OSSSC Prelims |
1.ବିଶେଷ୍ୟକୁ ବିଶେଷଣ ଓ ବିଶେଷଣକୁ ବିଶେଷ୍ୟ ପଦରେ ପରିଣତ କରି ଠିକ୍ ଉତ୍ତର ବାଛ : କୁଳ କୁଳୀନ କୌଳିକ ଉପକୂଳ ପ୍ରତିକୂଳ Answer ସଠିକ ଉତ୍ତର ହେଉଛି ”କୌଳିକ”।Key Points ବାକ୍ୟର ଯେଉଁ ପଦ ଯେକୌଣସି ଜାତି, ବ୍ୟକ୍ତି, ବସ୍ତୁ, ଅବସ୍ଥା, ଗୁଣ ଓ କ୍ରିୟାର ନାମକୁ ବୁଝାଏ, ତାହାକୁ ବିଶେଷ୍ୟ ପଦ କୁହାଯାଏ। ଯେଉଁ ପଦ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ପରିମାଣ ଓ ସଂଖ୍ୟାକୁ ନିର୍ଦ୍ଦିଷ୍ଟ ଭାବେ ବିଶେଷିତ କରେ ବା ପ୍ରକାଶ … Read more