Odia Grammar Practice Set-01 For OSSC Exam |

Odia Grammar Practice Set-01 For OSSC Exam |

Welcome To
Odisha Regional Study Point

We Allow the best exam preparation for SSC, RAILWAY ,BANKING, OSSC COMBINED EXAM ,CT,BED,OTET, OSSTET,ASO,RI,AMIN, DECE(IGNOU)   In ଓଡ଼ିଆ Language…

Quiz Time

Please Log in Before Quiz (Log in Link is in Top Menu)

0%
0 votes, 0 avg
16

ALL THE BEST TOPPERS


Created on

MINI MOCK

Odia Grammar Practice Set-01 For OSSC Exam |

1 / 50

Category: ODIA GRAMMER

ଫୁଲିଙ୍ଗକୁ ଶ୍ରୀଲିଙ୍ଗ କଲାବେଳେ ଅନେକ ସ୍ଥଳରେ କ’ଣ ଯୁକ୍ତ ହୋଇଥାଏ ?

2 / 50

Category: ODIA GRAMMER

ସିଡନ୍ତ ଧାତୁ ସାଧାରଣତଃ କେଉଁ ପଦରୁପେ ବ୍ୟବହୃତ ହୁଏ ?

3 / 50

Category: ODIA GRAMMER

24

Question Image

4 / 50

Category: ODIA GRAMMER

ଯତ୍’ ପ୍ରତ୍ୟୟ ନିଷ୍ପନ୍ନ ଧାତୁକୁ କି ଧାତୁ କୁହାଯାଏ ?

5 / 50

Category: ODIA GRAMMER

ପ୍ରକୃତି ସହିତ —- ଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି ହୋଇଥାଏ ।

6 / 50

Category: ODIA GRAMMER

ଯନ୍ତ ଧାତୁରେ କେଉଁ ପ୍ରତ୍ୟୟ ଯୋଗ କରାଯାଇ ନୂତନ ଶବ୍ଦ ଗଠନ କରାଯାଏ ?

7 / 50

Category: ODIA GRAMMER

ଶିବାନୀ-ଏଠାରେ କେଉଁ ପ୍ରତ୍ୟୟ ପ୍ରୟୋଗ କରାଯାଇଛି ?

8 / 50

Category: ODIA GRAMMER

ନିମ୍ନୋକ୍ତ ମାନଙ୍କ ମଧ୍ୟରୁ କିଏ ଏକ ମୌଳିକ ଶବ୍ଦ ? –

9 / 50

Category: ODIA GRAMMER

29

Question Image

10 / 50

Category: ODIA GRAMMER

‘ଚଷମା’ – ଏହି ଶବ୍ଦଟି କେଉଁ ଭାଷାରୁ ଓଡିଆ ଭାଷାକୁ ଆସିଛି ?

11 / 50

Category: ODIA GRAMMER

20

Question Image

12 / 50

Category: ODIA GRAMMER

କେଉଁଟି ଯନ୍ତ ପଦ ବାଛି ଲେଖ ।

13 / 50

Category: odia grammar taddhita

16. କ୍ରିୟାର ମୂଳପିଣ୍ଡକୁ କ’ଣ କହନ୍ତି ?
(A) କ୍ରିୟା
(B) କାଳ
(C) ଧାତୁ
(D) ପ୍ରତ୍ୟୟ

14 / 50

Category: ODIA GRAMMER

16

Question Image

15 / 50

Category: ODIA GRAMMER

କିୟାପଦର ମୂଳରୂପକୁ କ’ଣ କୁହାଯାଏ ?

16 / 50

Category: ODIA GRAMMER

. ଓଡ଼ିଆ ଭାଷାରେ ଅପ୍ରାଣୀବାଚକ ବିଶେଷ୍ୟଗୁଡିକୁ କେଉଁ ଲିଙ୍ଗଭାବେ ଗ୍ରହଣ କରାଯାଏ ? ?

17 / 50

Category: ODIA GRAMMER

‘ସନ୍’ ପ୍ରତ୍ୟୟ ନିଷ୍ପନ୍ନ ପଦକୁ କି ପଦ କୁହାଯାଏ ?

18 / 50

Category: odia grammar taddhita

12. ଯେଉଁ ଶବ୍ଦଗୁଡ଼ିକ ଦୀର୍ଘକାଳ ଧରି ଆମ ଭାଷାରେ ଚଳି | ଆସୁଅଛି, ସେଗୁଡ଼ିକୁ କଣ କହନ୍ତି ?
(A) ତତ୍ସମ
(B) ତଭବ
(C) ଦେଶଜ
(D) ବୈଦେଶିକ

19 / 50

Category: ODIA GRAMMER

“ଟିକେଟ’ ଗୋଟିଏ କି ଶବ୍ଦ ?

20 / 50

Category: ODIA GRAMMER

14

Question Image

21 / 50

Category: odia grammar taddhita

15. ଦୁଃପାଦିତ ଶବ୍ଦ ନୁହେଁ । ‘
(A) ବୀଣା
(B) ଦେଶର
(C) ବ୍ୟାକରଣ
(D) ପରୀକ୍ଷା

22 / 50

Category: ODIA GRAMMER

‘ଜନକ’ ର ସ୍ତ୍ରୀଲିଙ୍ଗ ରୂପଟି କ’ଣ ?

23 / 50

Category: odia grammar taddhita

17. ଧାତୁ ସହିତ କ’ଣ ଯୋଗକଲେ ଶବ୍ଦ ଗଠନ କରାଯାଏ ?
(A) ପ୍ରତ୍ୟୟ
(B) ଅନ୍ୟଧାତୁ
(C) ଅନ୍ୟଶବ୍ଦ
(D) କେଉଁଟି ନୁହେଁ

24 / 50

Category: ODIA GRAMMER

ପ୍ରଯୋଜକ ପଦ ଗଢିବାପାଇଁ ଧାତୁରେ କେଉଁ ପ୍ରତ୍ୟୟ ଯୋଗ କରାଯାଏ ?

25 / 50

Category: ODIA GRAMMER

ଧାତୁ ସହିତ ‘ସନ୍’ ପ୍ରତ୍ୟୟ ଯୋଗ କରାଯିବାପରେ କେଉଁ ପ୍ରତ୍ୟୟ ଯୁକ୍ତ ହୋଇଥାଏ ? ‘

26 / 50

Category: ODIA GRAMMER

ପିପଷା – ଶବ୍ଦଟିର ଅର୍ଥ କ’ଣ ?

27 / 50

Category: ODIA GRAMMER

ଶୁଣିବାର ଇଚ୍ଛା – ଏକପଦରେ କ’ଣ ହେବ ?

28 / 50

Category: ODIA GRAMMER

ମୂଳ ଶବ୍ଦର ପୂର୍ବରୁ ବା ପରେ ଆଉ ଏକ ପ୍ରତ୍ୟୟ ବା ଶବ୍ଦ ସଂଯୋଗ କରି ନୂତନ ଶବ୍ଦ ଗଠନ କରାଗଲେ ତାକୁ କି ଶବ୍ଦ କହନ୍ତି ?

29 / 50

Category: ODIA GRAMMER

ନିମ୍ନୋକ୍ତ ମାନଙ୍କ ମଧ୍ୟରୁ କିଏ ଏକ ଯାବନିକ ଶବ୍ଦ ?

30 / 50

Category: odia grammar taddhita

10. · କୃତ୍ୟ– ପ୍ରକୃତି ପ୍ରତ୍ୟୟ କ’ଣ ହେବ ?
(A) କୁ + ତ୍ୟ
(B) କୃତ୍ + ଯ
(C) କୁ + କାପ୍
(D) କୃତ + ଯ

31 / 50

Category: ODIA GRAMMER

ସଂସ୍କୃତ ଭାଷାର ଶବ୍ଦ ଅବିକଳ ରୂପେ ଓଡିଆ ଭାଷାରେ ବ୍ୟବହୃତ ହେଲେ ତାକୁ କି ଶବ୍ଦ କୁହାଯାଏ ?

32 / 50

Category: odia grammar taddhita

13. ଯେଉଁ ଶବ୍ଦଗୁଡ଼ିକ ଅନ୍ୟ ଭାଷାରୁ ଆସି ଆମ ଭାଷାରେ ବ୍ୟବହୃତ ହେଉଅଛି, ସେଗୁଡ଼ିକୁ କଣ କହନ୍ତି ?
(A) ତତସମ
(B) ତଭବ
(C) ଦେଶଜ
(D) ବୈଦେଶିକ

33 / 50

Category: ODIA GRAMMER

‘ଉଲୀ’ ପ୍ରତ୍ୟୟ ଯୁକତ ହୋଇ ଗଠିତ ହୋଇଥିବା ସ୍ତ୍ରୀଲିଙ୍ଗ ଶବ୍ଦଟି ବାଛି ଲେଖ ।

34 / 50

Category: ODIA GRAMMER

ଯେଉଁଥିରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଜଣାପରେ, ତାହାକୁ କ’ଣ କହନ୍ତି ?

35 / 50

Category: ODIA GRAMMER

ଯେଉଁ ପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକରୁ ଅଧିକ ବୋଲି । ଜଣାଯାଏ ତାକୁ –~– କହନ୍ତି ?

36 / 50

Category: ODIA GRAMMER

ନିମ୍ନୋକ୍ତ ମାନଙ୍କୁ ମଧ୍ୟରୁ କିଏ ଏକ ତତ୍ସମ ଶବ୍ଦ ନୁହେଁ ? .

37 / 50

Category: ODIA GRAMMER

23

Question Image

38 / 50

Category: ODIA GRAMMER

22

Question Image

39 / 50

Category: ODIA GRAMMER

19

Question Image

40 / 50

Category: odia grammar taddhita

14. କେଉଁଟି ବୈଦେଶିକ ବ୍ୟାପାଦିତ ଶବ୍ଦ ?
(A) ଟାଜୁନ
(B) ସହର
(C) ସିଟି
(D) ଟାଉନିଆ

41 / 50

Category: ODIA GRAMMER

25

Question Image

42 / 50

Category: odia grammar taddhita

18. ପ୍ରତ୍ୟୟର ସ୍ଥାନ ଧାତ୍ମର କେଉଁଠାରେ ରହେ ନାହିଁ ?
(A) ଧାତୁର ପୂର୍ବରୁ
(B) ଧାତୁର ପରେ
(C) ଧାତୁର ପୂର୍ବରୁ ଓ ପରେ ।
(D) ଧାତୁର ଉପରେ

43 / 50

Category: odia grammar taddhita

19. ଶବ୍ଦ କାହା ଯୋଗୁଁ ଅର୍ଥ ପ୍ରକାଶ କରିବାରେ ସମର୍ଥ ହୁଏ ?
(A) କେବଳ ଧାତୁ ଯୋଗୁଁ
(b) କେବଳ ପ୍ରତ୍ୟୟ ଯୋଗୁଁ
(C) ଧାତୁ ଓ ପ୍ରତ୍ୟୟ ଉଭୟ ଯୋଗୁ
(D) ନିଜ ଗୁଣ ଯୋଗୁଁ

44 / 50

Category: odia grammar taddhita

11. ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ସାମାନ୍ୟ ରୂପରେ ପରିବର୍ଭନ ହୋଇ ଆମ ଭାଷାରେ ଚଳୁଛି ସେଗୁଡ଼ିକୁ କ’ଣ କୁହାଯାଏ ?
(A) ତତ୍ସମ
(B) ତଭବ
(C) ଦେଶଜ
(D) ବୈଦେଶିକ

45 / 50

Category: ODIA GRAMMER

ଯେଉଁ ପଦରୁ ବସ୍ତର ବା ବ୍ୟକ୍ତିର ସଂଖ୍ୟା ଗୋଟିଏ ବୋଲି ଜଣାପଡେ, ତାହାକୁ କେଉଁ ବଚନ କୁହାଯାଏ ?

46 / 50

Category: ODIA GRAMMER

‘ଘୋଡା’ ଶବ୍ଦର ମୂଳ ସଂସ୍କୃତ ଶବ୍ଦଟି କ’ଣ ? ।

47 / 50

Category: ODIA GRAMMER

20

Question Image

48 / 50

Category: ODIA GRAMMER

‘ଘିଅ’ କେଉଁ ସଂସ୍କୃତ ଶବ୍ଦରୁ ଆସିଅଛି ? ।

49 / 50

Category: ODIA GRAMMER

ଆତିଶଯ୍ୟ ଅର୍ଥ ବୁଝାଇବା ପାଇଁ ଧାତୁରେ କେଉଁ ପ୍ରତ୍ୟୟ ଯୋଗ କରାଯାଏ ?

50 / 50

Category: ODIA GRAMMER

‘ଇନ୍ଦ୍ର’ ର ସ୍ତ୍ରୀଲିଙ୍ଗ ରୂପଟି କ’ଣ ?

Your score is

0%

Please rate this quiz

  • Pos.
    Name
    Score
    Duration
    Points
  • There is no data yet

Check Our All Mini Mock

1  2  3  4  5  6  7  8  10

Toggle Content
Toggle Content
Toggle Content
Toggle Content
Toggle Content

Leave a Reply

Your email address will not be published. Required fields are marked *